(Go: >> BACK << -|- >> HOME <<)

ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ଉତ୍ତମ ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତି ପାଇଁ ଦୈନନ୍ଦିନ ଯୋଗ କରିବାକୁ ନେଲେ ଶପଥ

ଘୁ.ଉଦୟଗିରି: ଅନ୍ତର୍ଜାତୀୟ ଯୋଗ ଦିବସରେ ଘୁ.ଉଦୟଗିରି ପତଞ୍ଜଳି ଯୋଗ ସମିତି, ଏନଏସି, ବ୍ଲକ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଯୋଗ ଶିବିର ଆୟୋଜନ ହୋଇଛି। ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତାକୁ ଉପଲବ୍ଧ କରି ଦୈନିକ ଯୋଗ, ପ୍ରାଣାୟାମ, ଧ୍ୟାନକୁ ଦୈନନ୍ଦିନ ଜୀବନରେ ଏହାକୁ…
ଅଧିକ ଖବର ଦେଖନ୍ତୁ...

ବିଜେଡି ସଂଗଠନର ଭବିଷ୍ୟତ କେଉଁ ଦିଗରେ?

ଫୁଲବାଣୀ: ନିର୍ବାଚନରେ ବିଜେଡିର ବହୁ ‌‌ହେଭିୱେଟ୍ ନେତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏଥିରୁ ପୂର୍ବତନ କନ୍ଧମାଳ ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ ବି ବାଦ୍ ପଡ଼ିନାହାନ୍ତି। ଚଳିତ ନିର୍ବାଚନରେ ଅଚ୍ୟୁତଙ୍କୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ସୁକାନ୍ତ…
ଅଧିକ ଖବର ଦେଖନ୍ତୁ...

ମିଛ ପରେ ମିଛ ତଥ୍ୟ ଦେଇ ଚାଲିଛି ଗ୍ରାମ୍ୟ ଜଳଯୋଗାଣ ବିଭାଗ

ଘୁ.ଉଦୟଗିରି: ମୁଣ୍ଡଫଟା ଖରାକୁ ଅସହ୍ୟ ଗରମ ଓ ଗୁଳୁଗୁଳି। ଏଥିରେ ପାନୀୟ ଜଳ ସମସ୍ୟା ଲୋକଙ୍କ ସମସ୍ୟାକୁ ଦ୍ୱିହୁଣିତ କରୁଥିବା ବେଳେ ସରକାରୀ ଅଧିକାରୀ ଲୋକଙ୍କ ସମସ୍ୟା ସମାଧାନ କରିବା ବଦଳରେ ମିଛ ତଥ୍ୟ ଦେଇ ଲୋକଙ୍କ ରାଗକୁ ଆହୁରି ବଢ଼ାଇବାରେ ଲାଗିଛନ୍ତି। ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା…
ଅଧିକ ଖବର ଦେଖନ୍ତୁ...

ବାଟବଣା ୨୫ଟିକିଆ ହାତୀପଲ: ଜନବସତି ମୁଁହା ଦନ୍ତା, ଲୋକେ ଛାନିଆ

ଘୁ.ଉଦୟଗିରି: ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡରୁ କନ୍ଧମାଳ ଜିଲ୍ଲାର କଳିଙ୍ଗା ସେକ୍ସନକୁ ଗତ ଦେଢ଼ ମାସ ହେଲା ପଶି ଆସିଥିବା ଗଜରାଜ ଦଳ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳେଇଛନ୍ତି। ଜଙ୍ଗଲରୁ ଗାଁକୁ, ଗାଁରୁ ସାହିକୁ, ସାହିରୁ ମୁଖ୍ୟ ସଡ଼କ, ରାଜ୍ୟ ରାଜପଥ, ରାଜ୍ୟ ରାଜପଥରୁ ଜାତୀୟ ରାଜପଥ…
ଅଧିକ ଖବର ଦେଖନ୍ତୁ...

ଘୁ.ଉଦୟଗିରିରେ ହାତୀ ଉତ୍ପାତ: ଭାଙ୍ଗିଲେ ଘର-ଆମ୍ବ ବଗିଚା, ଲୋକେ ଭୟଭୀତ

ଘୁ.ଉଦୟଗିରି: ଗତ ଏକ ମାସ କଳିଙ୍ଗା ପଞ୍ଚାୟତର ବିଭିନ୍ନ ସ୍ଥାନରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଲୋକଙ୍କ ନିଦ ହଜି ଯାଇଛି। ସଞ୍ଜ ନଇଁଲେ ହାତୀ ଭୟ ସାଙ୍ଗକୁ ବିଦ୍ୟୁତ କାଟ। ପ୍ରବଳ ଗରମ ରେ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ହାତୀପଲଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ…
ଅଧିକ ଖବର ଦେଖନ୍ତୁ...

ହୃଦଘାତରେ ଯୁବ ବ୍ୟାଙ୍କ ଶାଖା ପରିଚାଳକଙ୍କ ବିୟୋଗ

ଘୁ.ଉଦୟଗିରି: ସ୍ଥାନୀୟ ଏନଏସି ଅନ୍ତର୍ଗତ ୯ ନମ୍ବର ୱାର୍ଡ  କଚେରୀସାହି ସ୍ଥିତ ଯଶୋବନ୍ତ ନାରାୟଣ ଦଳବେହେରା (୩୩) (ଶିବୁ)ଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କର ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ନବରଙ୍ଗପୁର ଶାଖା ଠାରେ କାର୍ଯ୍ୟରତ ସମୟରେ ମୃତ୍ୟୁ ହୋଇଛି। ତାଙ୍କ ପିତା ଭରତ ଭୂଷଣ…
ଅଧିକ ଖବର ଦେଖନ୍ତୁ...

ଚିର ଅବହେଳିତ କଳିଙ୍ଗା ଗ୍ରାମପଞ୍ଚାୟତ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜ ଦୁଃଖ ଜଣାଇଲେ ଜନତା

ଘୁ.ଉଦୟଗିରି: ଆଜିବି କନ୍ଧମାଳ ଜିଲ୍ଲାର ବହୁ ଅଞ୍ଚଳରେ ବିକାଶ ବାଟବଣା। ବିକାଶ ଯେମିତି ଅପହଞ୍ଚ ହୋଇରହିଯାଇଛି। ରାଜନୈତିକ ଇଛାଶକ୍ତିର ଅଭାବ ସାଙ୍ଗକୁ ପ୍ରଶାସନିକ ଅଣଦେଖା ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ଯୋଜଯୋଗ, ପାନୀୟଜଳ, ପର୍ଯ୍ୟଟନ ଭଳି ବହୁ ସମସ୍ୟାର ସମାଧାନ ନହେବା…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗାଘାଟିରେ ହଳଦୀ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ଦୁଇ ଆହତ

ଘୁ.ଉଦୟଗିରି:  ଏକ ହଳଦୀ ବୋଝେଇ ଟ୍ରକ୍‌ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିର ଏକ ବୁଲାଣିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାପ୍ତ ସୂଚନାନୁସାରେ ଆନ୍ଧ୍ରର ଏକ ଟ୍ରକ୍‌ (ଏପି ୩୯ ଟିଏସ୍‌-୧୨୯୯)…
ଅଧିକ ଖବର ଦେଖନ୍ତୁ...

ମହିଳା ଜୀବିକା ସୁରକ୍ଷାମଞ୍ଚ ପକ୍ଷରୁ ସ୍କୁଲ ଫେର ଅଭିଯାନ

ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଲୋକ ସଂଗଠନ  ମହିଳା ଜୀବିକା ସୁରକ୍ଷା ମଞ୍ଚ ଘୁମୁସର ଉଦୟଗିରି ବ୍ଲକର ବ୍ଲକ ସଂଯୋଜିକା ସସ୍ମିତା ମଳିକ ଏବଂ ସାଥି ଗୌରୀ ପ୍ରଧାନଙ୍କ ନେତୃତ୍ୱ ରେ ଜିଲ୍ଲାର ସମସ୍ତ ବ୍ଲକରେ ଆଜି ସ୍କୁଲ ଫେର ଅଭିଯାନ କାର୍ଯ୍ୟକ୍ରମ କ୍ରମ ବିଭିନ୍ନ ଗ୍ରାମ ପଂଚାୟତ ଓ…
ଅଧିକ ଖବର ଦେଖନ୍ତୁ...

ହାତୀ ଉପଦ୍ରବ: ମାଟିରେ ମିଶାଇଦେଲେ ଘର

ଘୁ.ଉଦୟଗିରି: ଗତ ଏକ ମାସ  ହେଲା କନ୍ଧମାଳ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରୁ କନ୍ଧମାଳ ଜିଲ୍ଲାର କଳିଙ୍ଗା ସେକ୍ସନର କୁରୁମିଙ୍ଗିଆ, ରେଟୁଡି, ସୁଜେଲି, ଗାମୁଲି, ପିଡ଼ିକାମାହା, ପଦାସାହି ପ୍ରଭୁତି ଅଞ୍ଚଳରେ ବୁଲି ବୁଲି ବ୍ୟାପକ ଫସଲ ନଷ୍ଟ କରିବା ସହ ରେଟୁଡିରେ ଜଣେ ଯୁବକକୁ ଆକ୍ରମଣ କରି ଆହତ…
ଅଧିକ ଖବର ଦେଖନ୍ତୁ...