(Go: >> BACK << -|- >> HOME <<)

ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ପୁରୁଣାକଟକରୁ ପୁରୀ ଗଲା ରଥକାଠ

ହରଭଙ୍ଗା: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୁଧୁବାର ବୌଦ୍ଧ ବନଖଣ୍ଡ ଅଧୀନସ୍ଥ ପୁରୁଣାକଟକ ବନାଞ୍ଚଳର ଅଠରନଳାରୁ ପୁରୀ ରଥଖଳାକୁ ଶିମିଳି ଏବଂ ଚାକୁଣ୍ଡା ଦୁଇପ୍ରକାର ରଥକାଠ ପଠାଯାଇଛି। ପୁରୁଣାକଟକ ବନାଞ୍ଚଳ ଅଧିକାରୀ ଜୟନ୍ତ ଦାଶ, ପୁରୁଣାକଟକ ବନପାଳ ଗୋବର୍ଦ୍ଧନ ମେହେର,…
ଅଧିକ ଖବର ଦେଖନ୍ତୁ...

ପୁଣି ଫେରିଲା ତାତି: ପଶ୍ଚିମ ଓଡ଼ିଶାରେ ଜନଜୀବନ ଅସ୍ତବ୍ୟସ୍ତ; ୪୫.୯ ଡିଗ୍ରିରେ ବୌଦ୍ଧବାସୀ ଛଟପଟ

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ତାତି ଫେରିଛି। ଦେଶର ପଶ୍ଚିମ ଓ ଉତ୍ତରରେ ଥିବା ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ପ୍ରବଳ ଖରା ଜନଜୀବନ ଅସ୍ତବ୍ୟସ୍ତ କରିଛି। ଉପକୂଳ ଓଡ଼ିଶାରେ ତାପମାତ୍ରା ସାଧାରଣ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହୋଇଛି। ବୌଦ୍ଧରେ ତାପମାତ୍ରା ୪୫.୯…
ଅଧିକ ଖବର ଦେଖନ୍ତୁ...

ସାତକୋଶିଆରେ ୩୫ ଘଡ଼ିଆଳ ଶାବକଙ୍କ ଜନ୍ମ: ୪ ବର୍ଷରେ ଜନ୍ମନେଲେଣି ୧୨୮

ହରଭଙ୍ଗା: ସାତକୋଶିଆ ଗଣ୍ତ ଅଭୟାରଣ୍ୟର ବଳଦମଡ଼ା ନିକଟରେ ଗୁରୁବାର ଏକ ମାଈ ଘଡ଼ିଆଳ କୁମ୍ଭୀର ୩୫ ଶାବକକୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଛି। ଗତ ମାର୍ଚ୍ଚ ମାସରେ କୁମ୍ଭୀରଟି ଅଣ୍ତା ଦେଇଥିଲା। ଅଣ୍ତା ଦେବାର ଏକ ମାସ ପରେ ଛୁଆ ଫୁଟିବା କଥା। ମାତ୍ର ଅତ୍ୟଧିକ ଗରମ କାରଣରୁ ଅଣ୍ତାରୁ ଛୁଆ…
ଅଧିକ ଖବର ଦେଖନ୍ତୁ...

କଣ୍ଟାମାଳ ବିଧାନସଭା ଆସନ: ମେ’ ୨୩ରେ ଏହି ୨ଟି ବୁଥ୍‌ରେ ହେବ ସାନି ମତଦାନ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ଟି ବୁଥରେ ସାନି ମତଦାନ ହେବ। ଭାରତୀୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ଆସନ୍ତା ୨୩ ତାରିଖ ଦିନ ଏହି ନିର୍ବାଚନ ମଣ୍ଡଳୀର ୨୬ ଓ ୨୮ ନମ୍ବର ବୁଥରେ ସାନି ମତଦାନ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ…
ଅଧିକ ଖବର ଦେଖନ୍ତୁ...

କିସ୍‌ ବିଦ୍ୟାଳୟ ସମ୍ମୁଖରେ ସ୍ଥାନୀୟ ବାସିନ୍ଦାଙ୍କ ବିକ୍ଷୋଭ, ସାଂସଦଙ୍କ କୁଶପୁତ୍ତଳିକା ଦାହ

ବୌଦ୍ଧ/ହରଭଂଗା: ବୌଦ୍ଧ ଜିଲ୍ଲା ଲୁଣିବାହାଲସ୍ଥିତ କିସ୍‌ ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଆଜି ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଏକତ୍ରୀତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବେଆଇନ୍ ଭାବେ ବହୁ ଗୋଚର ଓ ଅନାବାଦି ଜମିକୁ ଜବରଦଖଲ କରି ଏହି ଘରୋଇ ଶିକ୍ଷାନୁଷ୍ଠାନ ସ୍ଥାପନ…
ଅଧିକ ଖବର ଦେଖନ୍ତୁ...

୧ କୋଟି ୭୫ ଲକ୍ଷ ଟଙ୍କାର ବିପୁଳ ପରିମାଣର ଗଂଜେଇ ଜବତ

ବୌଦ୍ଧ: ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିବାବେଳେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଚଢାଉ ଜାରି…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀଙ୍କ  ଆତ୍ମସମର୍ପଣ

ବୌଦ୍ଧ: ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଭିତରେ ୨ ମହିଳା ମାଓବାଦୀ ଥିବା ଜଣାଯାଇଛି।ସମସ୍ତ ୯ ମାଓବାଦୀ ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ବୋଲି ସୂଚନା ରହିଛି। ସେମାନେ ମୁଖ୍ୟ ସ୍ରାତରେ ସାମିଲ ହେବାକୁ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ବିରୋଧୀଙ୍କର କଥା ବେଶି, କାମ କମ୍‌: ଭି‌ କେ ପାଣ୍ଡିଆନ୍‌

ବୌଦ୍ଧ/ସୋନପୁର/ବୀରମହାରାଜପୁର: ବିଜୁ ଜନତା ଦଳ (ବିଜେଡି) ନେତା ଭୈରବ କାର୍ତ୍ତିକ ପାଣ୍ଡିଆନ ରବିବାର ବୌଦ୍ଧ, ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ବିଧାନସଭା ପ୍ରାର୍ଥୀ ଯଥାକ୍ରମେ ପ୍ରଦିପ ଅମାତ, ନିରଂଜନ ପୂଜାରୀ ଓ ପଦ୍ମନାଭ ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସରୋଜ-କହ୍ନେଇ ଦାଖଲ କଲେ ନାମାଙ୍କନ ପତ୍ର

ବୌଦ୍ଧ: ବୌଦ୍ଧ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଏବଂ କଣ୍ଟାମାଳ ଆସନରେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ବୌଦ୍ଧ ସହରରେ ଥିବା ରାମେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରାଲିରେ ବାହାରି…
ଅଧିକ ଖବର ଦେଖନ୍ତୁ...

ଭାଉଜକୁ ଭୁଜାଲିରେ ହତ୍ୟାକରି ଥାନାରେ ଆତ୍ମସମର୍ପଣ କଲା ଦିଅର

କଣ୍ଟାମାଳ: ଭାଉଜକୁ ଭୁଜାଲିରେ ହତ୍ୟାକରି ଦିଅର ଥାନାରେ ଆତ୍ମସମର୍ପଣ କରିଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ ମନମୁଣ୍ଡା ଇଲେକ୍ଟ୍ରିକ୍‌ ଅଫିସ ନିକଟରେ ମଙ୍ଗଳବାର ଏହି ହତ୍ୟାକାଣ୍ଡ ହୋଇଛି। ମୃତ ମହିଳା ହେଲେ ଧ୍ରୁବଚରଣ ସାହୁଙ୍କ ପତ୍ନୀ ଶୋଭାଗିନୀ। ଅଭିଯୁକ୍ତ ଦିଅର ବଲ୍ଲଭ ସାହୁ…
ଅଧିକ ଖବର ଦେଖନ୍ତୁ...