(Go: >> BACK << -|- >> HOME <<)

Jump to content

ଭାରତର ଜିଲ୍ଲାମାନଙ୍କର ତାଲିକା

ଉଇକିପିଡ଼ିଆ‌ରୁ
୨୧:୩୯, ୧୯ ମଇ ୨୦୨୩ ବେଳେ Soumendrak (ଆଲୋଚନା | ଅବଦାନ) (−ଶ୍ରେଣୀ:ଭାରତୀୟ ଜିଲ୍ଲା ସମୂହ; +ଶ୍ରେଣୀ:ଭାରତର ଜିଲ୍ଲା using HotCat) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)


ଜିଲ୍ଲା (ହିନ୍ଦୀ: ज़िला Zilā; ଉର୍ଦ୍ଦୁ: ضلع) ଭାରତର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନିକ ବିଭାଜନ ।

  • ଜିଲ୍ଲା ମୂଖ୍ୟ ପ୍ରଶାସକ ଯିଏ କି IASର କର୍ମଚାରୀ ଜିଲ୍ଲାର ପ୍ରଶାସନିକ ଓ ଆୟ ଆଦାୟ ଦାୟିତ୍ୱରେ ଅଛନ୍ତି ।
  • ଆରକ୍ଷୀ ଅଧିକ୍ଷକ,ଭାରତୀୟ ପୋଲିସ ସେବାର କର୍ମଚାରୀ ଯିଏ କି ଆଇନ କାନୁନ ସମ୍ଭାଳିବା ଦାୟିତ୍ୱରେ ଅଛନ୍ତି ।
  • Deputy Conservator of Forests, Indian Forest Serviceର କର୍ମଚାରୀ, । ଜିଲ୍ଲାର ବନବିଭାଗ ଦାୟିତ୍ୱରେ ଅଛନ୍ତି ।

ଜିଲ୍ଲା ମୂଖ୍ୟାଳୟର କର୍ମୀମାନେ ରାଜ୍ୟ ସରକାରଦ୍ୱାରା ସହାୟିତ ହୁଅନ୍ତି ।

ଭାରତରେ ମୋଟ ୬୪୦ଟି ଜିଲ୍ଲା ଅଛି ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ଜିଲ୍ଲା ସଂଖ୍ୟା[ସମ୍ପାଦନା]

ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ତାଲିକାରେ ଲିଖିତ ସଂଖ୍ୟାଦ୍ୱାରା ସୂଚୀତ ।
ସଂଖ୍ୟା ରାଜ୍ୟର ନାମ ଜିଲ୍ଲା ସଂଖ୍ୟା
1 ଆନ୍ଧ୍ର ପ୍ରଦେଶ ୨୩
2 ଅରୁଣାଚଳ ପ୍ରଦେଶ ୧୬
3 ଆସାମ ୨୭
4 ବିହାର ୩୮
5 ଛତିଶଗଡ଼ ୧୮
6 ଗୋଆ
7 ଗୁଜରାଟ ୨୬
8 ହରିଆଣା ୨୧
9 ହିମାଚଳ ପ୍ରଦେଶ ୧୨
10 ଜମ୍ମୁ ଓ କଶ୍ମୀର ୨୨
11 ଝାଡ଼ଖଣ୍ଡ ୨୪
12 କର୍ଣ୍ଣାଟକ ୩୦
13 କେରଳ ୧୪
14 ମଧ୍ୟ ପ୍ରଦେଶ ୫୦
15 ମହାରାଷ୍ଟ୍ର ୩୫
16 ମଣିପୁର
17 ମେଘାଳୟ
18 ମିଜୋରମ
19 ନାଗାଲାଣ୍ଡ ୧୧
20 ଓଡ଼ିଶା ୩୦
21 ପଞ୍ଜାବ ୨୨
22 ରାଜସ୍ଥାନ ୩୩
23 ସିକିମ
24 ତାମିଲନାଡୁ ୩୨
25 ତ୍ରିପୁରା
26 ଉତ୍ତର ପ୍ରଦେଶ ୭୧
27 ଉତ୍ତରାଖଣ୍ଡ ୧୩
28 ପଶ୍ଚିମବଙ୍ଗ ୧୯
A ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ
B ଚଣ୍ଡୀଗଡ଼
C ଦାଦ୍ରା ଓ ନଗର ହବେଳୀ
D ଡାମନ ଓ ଡିଉ
E ଲାକ୍ଷାଦ୍ୱୀପ
F ଦିଲ୍ଲୀ
G ପୁଡୁଚେରୀ
* ମୋଟ 642

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]

  • 2001 maps; provides maps of social, economic and demographic data of India in 2001