(Go: >> BACK << -|- >> HOME <<)

Jump to content

ବର୍ଷଣ

ଉଇକିପିଡ଼ିଆ‌ରୁ
୧୪:୦୭, ୪ ସେପ୍ଟେମ୍ବର ୨୦୧୬ ବେଳେ Rajmishra757 (ଆଲୋଚନା | ଅବଦାନ) (→‎top) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)

ବର୍ଷଣ (Precipitation) ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ଜଳ କଠିନ କିମ୍ବା ତରଳ ଅବସ୍ଥାରେ ଭୂପୃଷ୍ଠରେ ପଡ଼ିଥାଏ । ମେଘରେ ଥିବା ଜଳକଣା ବା ତୁଷାରକଣାଗୁଡ଼ିକ ଏତେ କ୍ଷୁଦ୍ର ଯେ ବ‌ହୁଦିନ ଧରି ଆକାଶରେ ଭାସି ବୁଲିଲେ ମଧ୍ୟ ତଳକୁ ଶୀଘ୍ର ଖସିପଡ଼ିବାର ସମ୍ଭାବନା ନ ଥାଏ । ଏହି ଜଳକଣା କିମ୍ବା ତୁଷାରକଣାଗୁଡ଼ିକ ଅଧିକ ଘନୀଭୂତ ହେଲେ ସେମାନଙ୍କର ଆକାର ବୃଦ୍ଧି ପାଇ ଓଜନିଆ ହେବା ଯୋଗୁଁ ସେଗୁଡ଼ିକ ତଳେ ଖସିପଡ଼ିଥାଏ ।[୧]

ପ୍ରକାର[ସମ୍ପାଦନା]

ବର୍ଷଣ ମୁଖ୍ୟତଃ ୩ ପ୍ରକାରର:[୧]

  1. ବୃଷ୍ଟିପାତ
  2. କୁଆପଥର ବୃଷ୍ଟି
  3. ତୁଷାରପାତ

ଆଧାର[ସମ୍ପାଦନା]

  1. ୧.୦ ୧.୧ ପ୍ରଥମ ଭାଗ, ଭୂଗୋଳ ଓ ଅର୍ଥନୀତି. ବାୟୁମଣ୍ଡଳ. ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା. pp. 40–43.