(Go: >> BACK << -|- >> HOME <<)

Jump to content

ଉଦ୍ଭିଦ

ଉଇକିପିଡ଼ିଆ‌ରୁ
୧୨:୪୮, ୨୩ ମାର୍ଚ୍ଚ ୨୦୨୪ ବେଳେ InternetArchiveBot (ଆଲୋଚନା | ଅବଦାନ) (Rescuing 1 sources and tagging 0 as dead.) #IABot (v2.0.9.5) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)
ଉଦ୍ଭିଦମାନଙ୍କର ବିବିଧତା

ଉଦ୍ଭିଦ ଜୀବ ଜଗତର ଏକ ବଡ଼ ଗୋଷ୍ଠୀ, ଏମାନେ ସାଧାରଣତଃ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ସାହାଯ୍ୟ୍ରେ ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି | ପ୍ରାୟ ୩୫୦,୦୦୦ ପ୍ରକାରର ଉଦ୍ଭିଦ ଅଛନ୍ତି ବୋଲି ଧାରଣା କରାଯାଏ । ୨୦୦୪ ସୁଦ୍ଧା ୨୮୭,୬୫୫ଟି ଉଦ୍ଭିଦକୁ ଚିନ୍ହଟ କରାଯାଇ ଅଛି ଏବଂ ଏମାନଙ୍କ ମଧ୍ୟରୁ ୨୫୮,୬୫୦ଟି ହେଲା ସପୁଷ୍ପକ ଉଦ୍ଭିଦ ।



ଅଧିକ ତଥ୍ୟ[ସମ୍ପାଦନା]