(Go: >> BACK << -|- >> HOME <<)

Jump to content

ହେମନ୍ତ ଦାସ

ଉଇକିପିଡ଼ିଆ‌ରୁ
୧୬:୨୧, ୧୧ ଜୁଲାଇ ୨୦୧୧ ବେଳେ MKar (ଆଲୋଚନା | ଅବଦାନ) (ନୂତନ: ହେମନ୍ତ ଦାସ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)
ହେମନ୍ତ ଦାସ
ଜନ୍ମ୧୯୩୪
ମୃତ୍ୟୁ୨୭ ଅପ୍ରେଲ ୨୦୧୦
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ସିନେମା ନିର୍ଦ୍ଦେଶକ, ଅଭିନେତା
ପ୍ରସିଦ୍ଧିଓଡ଼ିଆ ସିନେମା ନିର୍ଦ୍ଦେଶନା, ଅଭିନେତା

ହେମନ୍ତ ଦାସ ଜଣେ ଖ୍ୟାତନାମା ଓଡ଼ିଆ ସିନେ ଅଭିନେତା । ତାଙ୍କର ଜନ୍ମ ୧୯୩୪ ମସିହାରେ କଟକର ବାଙ୍କି ସବଡ଼ିଭିଜନ ଅନ୍ତର୍ଗତ ଖମାରଙ୍ଗ, ଗ୍ରାମରେ ହୋଇଥିଲା ।

ସିନେମା ଜୀବନ

୧୯୫୪ ମସିହାରେ ପ୍ରଥମେ ଗୌର ଘୋଷଙ୍କ ଭାଇ ଭାଇ ଚଳଚ୍ଚିତ୍ରରେ ଅଭିନୟ କରି ସେ ପ୍ରାୟ ୪୦ଟି ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ସିନେମାରେ ଅଭିନୟ କରିଅଛନ୍ତି ୤ ସେ ତ୍ରିମୂର୍ତ୍ତି ଛଦ୍ମ ନାମରେ ନିର୍ଦ୍ଦେଶନା ଦେଉଥିଲେ ୤ ଫକୀର ମୋହନଙ୍କ ବହୁଚର୍ଚ୍ଚିତ ପେଟେଣ୍ଟ ମେଡ଼ିସିନକୁ ନେଇ ‘ସୁଲୋଚନା’ ନାମରେ କରୁଥିବା ଚଳଚ୍ଚିତ୍ରଟିକୁ ସମ୍ପୁର୍ଣ୍ଣ କରିବା ତାଙ୍କର ଶେଷ ଲକ୍ଷ ଥିଲା

ନିର୍ଦ୍ଦେଶିତ ସିନେମା

ଅଭିନୀତ ସିନେମା

ପୁରସ୍କାର

  • ଜୟଦେବ ପୁରସ୍କାର - ୧୯୯୧ ମସିହା ପାଇଁ ରାଜ୍ୟସରକାରଙ୍କ ପାଇଛନ୍ତି ୤
  • ସ୍ବତନ୍ତ୍ର ଜୁରି ପୁରସ୍କାର-୧୯୮୮ (କିଛି ସ୍ମୃତି କିଛି ଅନୁଭୂତି)
  • ରାଜ୍ୟ ସରକାରଙ୍କ ପୁରସ୍କାର- ୧୯୮୪ (ଦଣ୍ଡା ବାଳୁଙ୍ଗା) ଓ ୧୯୮୦ (ମା ଓ ମମତା)

ଦ୍ରଷ୍ଟବ୍ୟ

ବାହାର ଲିଙ୍କ