(Go: >> BACK << -|- >> HOME <<)

Jump to content

ପ୍ରଧାନ ପୃଷ୍ଠା

ଉଇକିପିଡ଼ିଆ‌ରୁ
୦୨:୦୮, ୧୫ ଜୁନ ୨୦୦୭ ବେଳେ 220.233.21.161 (ଆଲୋଚନା) ଙ୍କ ଦେଇ ହୋଇଥିବା ସଂସ୍କରଣ

Can't see the text? Download this font if you have a Mozilla browser or this one for IE.

ଓଡ଼ିଆ ୱିକିପୀଡିୟାରେ ଆପଣଙ୍କ ସ୍ବାଗତ। ଏହି ଉନ୍ମୁକ୍ତ ଜ୍ଞାନକୋଷଟି ଇଣ୍ଟରନେଟ ଉପରେ ଆଧାରିତ ଏବଂ ଏହା ବିଶ୍ବର ୫୦ଟି ଭାଷାରେ ଉପଲବ୍ଧ। ଏହାକୁ ଆପଣ ମଧ୍ଯ ପରିବର୍ତ୍ତନ କରିପାରିବେ ଏବଂ ଏହାକୁ ଉନ୍ନତ କରିବା ପାଇଁ ନିଜର ଅବଦାନ ଦେଇ ପାରିବେ। ଆପଣ ଆପଣଙ୍କ ପସନ୍ଦର ବିଷୟ ମାନଙ୍କୁ ନୂତନ ଭାବରେ ଯୋଗ କରିପାରିବେ କିମ୍ବା ଏହା ପୃଷ୍ଠାକୁ ସମ୍ପାଦନ କରି ଏହା ସହିତ ଯୋଗ କରିପାରିବେ। ସମସ୍ତ ପାଠ୍ଯ ଗୁଡିକ GNU ମୁକ୍ତ ଦଲିଲକରଣ ଲାଇସେନ୍ସର ସର୍ତ୍ତ ଅଧୀନରେ ଉପଲବ୍ଧ। ତଥାପି, ଆପଣ ଏହାକୁ ମୁକ୍ତ ଭାବରେ ଇଲେକ୍ଟ୍ରୋନିକ୍ସ ପ୍ରିଣ୍ଟ କିମ୍ବା ଅନ୍ଯାନ୍ଯ ମାଧ୍ଯମରେ ବ୍ଯବହାର କରିପାରିବେ।

ଓଡ଼ିଆ ୱିକିପୀଡିୟାରେ ଏ ପର୍ଯ୍ଯନ୍ତ ୧୮,୨୫୨ଟି ପ୍ରସଙ୍ଗ ଯୋଗ କରାଯାଇଛି।

ୱିକିପୀଡିୟାରେ ଓଡ଼ିଆ ସଂସ୍କରଣର କାର୍ଯ୍ଯ ପ୍ରଥମଥର ପାଇଁ ୨୦୦୪ ମସିହାରେ ପ୍ରାରମ୍ଭ ହୋଇଥିଲା। ଏହା ଏବେ ମଧ୍ଯ ନିର୍ମାଣାଧୀନ। ଆମେ ଏହା ଆଶା କରୁଛୁ ଯେ ବ୍ଯବହାରକାରୀ ମାନେ ଏହାକୁ ସମୃଦ୍ଧ କରିପାରିବେ। ଓଡ଼ିଆ ୱିକିପୀଡିୟାରେ ଆପଣ କିଛି ଯୋଗ କିମ୍ବା ସମ୍ପାଦନା କରିବା ପାଇଁ ଚାହିଁଲେ, ସର୍ବପ୍ରଥମେ ଆପଣଙ୍କ ନିକଟରେ ଗୋଟିଏ ୟୁନିକୋଡ ଭିତ୍ତିକ ଓଡ଼ିଆ ଅନ୍ତରାପୃଷ୍ଠ ଥିବା ଉଚିତ। ଏହା ମୁକ୍ତସଙ୍କେତ ହୋଇଥିବାରୁ ଏହାକୁ ଆପଣ ଇଣ୍ଟରନେଟରୁ ମାଗଣାରେ ପାଇପାରିବେ। ଆପଣ ଇଂରାଜୀ ୱିକିପୀଡିୟାକୁ ଅନୁବାଦ କରି କିମ୍ବା ନିକଟ ଅତୀତରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଘଟଣା ମାନଙ୍କୁ ଯୋଗ କରି, ଓଡ଼ିଆ ୱିକିପୀଡାୟାକୁ ସମୃଦ୍ଧ କରିପାରିବେ। କୌଣସି ନୂତନ ପାଠ୍ଯ ଯୋଗ କରିବା ପୂର୍ବରୁ ଆପଣଙ୍କୁ ଏହା ଧ୍ଯାନ ରଖିବା ପାଇଁ ହେବ ଯେ, ଏହି ପୃଷ୍ଠାରେ ଅନ୍ଯ ବ୍ଯବହାରକାରୀ ମାନଙ୍କ ପାଇଁ ସମ୍ପାଦନର ସୁଯୋଗ ରହିବା ଉଚିତ। କୌଣସି ବିଷୟବସ୍ତୁର ସ୍ବତଃ ସଂରକ୍ଷଣ ୱିକିପୀଡିୟାର ନିୟମକୁ ଅବମାନନା କରିଥାଏ। ବ୍ଯବହାରକାରୀ ମାନେ କେବଳ ତାଙ୍କର ନିଜ ଲେଖାକୁ ସମ୍ପାଦନ କରିପାରିବେ। ୱିକିପୀଡିୟାର ନିୟମ, କର୍ମପଦ୍ଧତି ଏବଂ ଅନ୍ଯାନ୍ଯ ସୂଚନା ପାଇଁ Wikipedia:ଆଲୋଚନା ସଭା-- କୁ ଯାଇ ଆଲୋଚନା କରନ୍ତୁ।

୦-୯
ଶ୍ରେଣୀ କ୍ଷ ଜ୍ଞ ଶ୍ରୀ ଓଁ

କିପରିLink titleଆରମ୍ଭ କରିବେ


ଅନ୍ଯାନ୍ଯ ଭାଷାରେ ୱିକିପୀଡିୟା

୧୦,୦୦୦ ରୁ ଅଧିକ ପ୍ରବନ୍ଧ ସମୃଦ୍ଧ ୱିକିପୀଡିୟା

Български (ବୁଲଗେରୀୟାନ) – Català (କାଟାଲାନ) – Dansk (ଡେନିଶ) – Deutsch (ଜାର୍ମାନ) – English (ଇଂରେଜୀ) – EsperantoEspañol (ସ୍ପ୍ଯାନିଶ) – Suomi (ଫିନିଶ) – Français (ଫରାସୀ) – עברית (ହିବୃ) – Italiano (ଇଟାଲିୟାନ) – 日本語 (ଜାପାନୀ) – Nederlands (ଡାଚ) – Norsk (ନରୱେଜିୟାନ) – Polski (ପୋଲିଶ) – Português (ପର୍ତୁଗୀଜ) – Svenska (ସୁଇଡିଶ) – Українська (ୟୁକ୍ରେନିୟାନ) – 繁體 (ପୁରାତନ ଚିନୀ) • 简体 (ସରଲୀକୃତ ଚିନୀ)

୧,୦୦୦ ରୁ ୯,୯୯୯ ପ୍ରବନ୍ଧ ସମୃଦ୍ଧ ୱିକିପୀଡିୟା

Afrikaans (ଆଫ୍ରିକୀୟ) – العربية (ଆରବୀ) – Asturianu (ଅଷ୍ଟୁରିୟାନ) – Bosanski (ବସନିୟାନ) – Česká (ଚେକ) – Cymraeg (ସ୍ଯାମରେଗ) – Ελληνικά (ଗ୍ରୀକ) – Eesti (ଏସ୍ତୁନିୟାନ) – Euskara (ବାସ୍କ୍) – Frysk (ଉତ୍ତର ଫ୍ରିଜିୟାନ) – Gallego (ଗ୍ଯାଲିସିୟାନ) – Hrvatski (କ୍ରୋୟେଶିୟାନ) – Magyar (ହାଙ୍ଗେରିୟାନ) – IdoInterlinguaBahasa Indonesia (ଇନ୍ଦୋନେଶିୟାନ) – Íslenska (ଆଇସଲ୍ଯାନ୍ଡିକ) – 한국어 (କୋରିୟାନ) – كوردی (କୁର୍ଦି) – Latina (ଲାଟିନ) – Lëtzebuergesch (ଲୁକ୍ସେମବାର୍ଗିଶ) – Lietuvių (ଲିଥୁୟାନିୟାନ) – Bahasa Melayu (ମାଲଯ଼) – Nynorsk – فارسی (ଫାର୍ସି) - Română (ରୁମେନିୟାନ) – Русский (ରାଶାନ) – संस्कृतम् (ସଂସ୍କୃତ) – Simple English – Slovenčina (ସ୍ଲୋଭାକ) – Slovenščina (ସ୍ଲୋଭେନିୟାନ) – Српски (ସାର୍ବିୟାନ) – Türkçe (ତୁର୍କୀ) – Tatarça (ତାତର୍କା) – Walon (ୱାଲୁନ)

୧୦୦ ରୁ ୯୯୯ ପ୍ରବନ୍ଧ ସମୃଦ୍ଧ ୱିକିପୀଡିୟା

Alemannisch (Alemannic) – Englisc (ଆଙ୍ଗୋଲା-ସ୍ଯାକ୍ସନ) – Беларуская (ବେଲାରୁଶିୟାନ) – Kaszëbsczi (କାଶୁବିୟାନ) – Føroyskt (Faroese) – Gaeilge (ଆଇରିଶ) – Gàidhlig (ସ୍କଟିଶ) – हिन्दी (ହିନ୍ଦୀ) – Interlingue – Bahasa Jawa (ଜାଭାନିଜ) – ಕನ್ನಡ (କନ୍ନଡ) – كشميري (କାଶ୍ମିରୀ) – Kernewek (କର୍ଣିଶ) – Latviešu (ଲାଟଭିୟାନ) – Māori – Plattdüütsch (ଲୋ ସ୍ଯାକ୍ସନ) – Langue d'Oc (Occitan) – Basa Sunda (ସୁଦାନିଜ) – தமிழ் (ତାମିଲ) – ไทย (ଥାଇ) – TagalogToki Pona – اردو (ଉର୍ଦ୍ଧୁ) – Tiếng Việt (ଭିୟେତନାମୀ) – Bân-lâm-gú (Southern Min)

ak: ru-sib: