(Go: >> BACK << -|- >> HOME <<)

Jump to content

ନାଗ ଜ୍ୟୋତି

ଉଇକିପିଡ଼ିଆ‌ରୁ
୧୧:୧୫, ୮ ଅକ୍ଟୋବର ୨୦୨୩ ବେଳେ InternetArchiveBot (ଆଲୋଚନା | ଅବଦାନ) (Rescuing 2 sources and tagging 0 as dead.) #IABot (v2.0.9.5) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)
ନାଗ ଜ୍ୟୋତି
ନିର୍ଦ୍ଦେଶକରାମ ନାରାୟଣନ୍
ପ୍ରଯୋଜକରାମ ନାରାୟଣନ୍
କଳାକାରଅନୁଶ୍ରୀ ଦାସ
ଯମୁନା
ଉତ୍ତମ ମହାନ୍ତି
ରାଇମୋହନ ପରିଡ଼ା
ଶତାବ୍ଦୀ ରାୟ
ସଙ୍ଗୀତପ୍ରଫୁଲ୍ଲ କର
ମୁକ୍ତିଲାଭ ତାରିଖ
୧୯୯୪
ଦେଶ ଭାରତ
ଭାଷାଓଡ଼ିଆ

ନାଗ ଜ୍ୟୋତି, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ରାମ ନାରାୟଣନ୍ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଅନୁଶ୍ରୀ ଦାସ, ଯମୁନା, ଉତ୍ତମ ମହାନ୍ତି, ରାଇମୋହନ ପରିଡ଼ା, ଶତାବ୍ଦୀ ରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ନିର୍ଦ୍ଦେଶକଙ୍କ କଥା ଖୁବ୍ ବାଧିଥିଲା ବୋଲି ଦିନେ ଏଭଳି ନିଷ୍ପତ୍ତି ନେଇଥିଲେ ରାଇମୋହନ…". www.prameyanews7.com. ପ୍ରମେୟ. Archived from the original on 20 April 2023. Retrieved 20 April 2023.
  2. "ପୁରା ଓଲିଉଡ୍ ସ୍ତବ୍ଧ ! ଅଭିନେତା ରାଇମୋହନ ପରିଡାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର". www.ibnodisha.com. ibnodisha.com. Archived from the original on 20 April 2023. Retrieved 20 April 2023.

ବାହାର ଆଧାର[ସମ୍ପାଦନା]