(Go: >> BACK << -|- >> HOME <<)

Jump to content

ନଚିକେତା ଘୋଷ

ଉଇକିପିଡ଼ିଆ‌ରୁ

ନଚିକେତା ଘୋଷ (୨୮ ଜାନୁଆରୀ ୧୯୨୫ – ୧୨ ଅକ୍ଟୋବର ୧୯୭୬) ବଙ୍ଗଳା ଭାଷାର ଜଣେ ବିଖ୍ଯାତ ଗାୟକସଙ୍ଗୀତ ନିର୍ଦ୍ଦେଶକ ଥିଲେ। [୧] ୧୯୫୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜାର ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଯେଉଁଥିରେ ହେମନ୍ତ କୁମାର, ସନ୍ଧ୍ଯା ମୁଖାର୍ଜୀ, ଓ ବୀଣାପାଣି ପତି ଗୀତ ବୋଲିଥିଲେ। ତାଙ୍କର ପିତାଙ୍କ ନାମ ଡଃ ସନତ କୁମାର ଘୋଷ। ୧୯୫୩ ଠାରୁ ୧୯୮୪ ମଧ୍ୟରେ ସେ ଷାଠିଏରୁ ଉର୍ଦ୍ଧ୍ବ ଛବିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। [୨] ତାଙ୍କ ଜୀବନୀ ବିଷୟକ ଏକ ଦୃଶ୍ୟବନ୍ଧ। [୩]

ଆଧାର

  1. "Nachiketa Ghosh", Wikipedia (in ଇଂରାଜୀ), 2023-10-25, retrieved 2023-11-25
  2. "নচিকেতা ঘোষ", উইকিপিডিয়া (in Bengali), 2023-11-24, retrieved 2023-11-25
  3. সুরকার নচিকেতা ঘোষ এর জীবনকাহিনি | Life story of composer NACHIKETA GHOSH | Music | নচিকেতা ঘোষ, retrieved 2023-11-25