(Go: >> BACK << -|- >> HOME <<)

Jump to content

ତାରାପ୍ରସାଦ ଦାସ

ଉଇକିପିଡ଼ିଆ‌ରୁ
୧୪:୩୮, ୨୨ ଫେବୃଆରୀ ୨୦୧୬ ବେଳେ Jnanabot (ଆଲୋଚନା | ଅବଦାନ) (Bot: Automated text replacement (-ପଦ୍ମ ଶ୍ରୀ +ପଦ୍ମଶ୍ରୀ)) ଙ୍କ ଦେଇ ହୋଇଥିବା ସଂସ୍କରଣ


ତାରାପ୍ରସାଦ ଦାସ
ଜନ୍ମ (1950-04-01) ୧ ଅପ୍ରେଲ ୧୯୫୦ (ବୟସ ୭୪)
ଜାତୀୟତାଭାରତୀୟ
ଶିକ୍ଷାଏମବିବିଏସ, DOMS
ଶିକ୍ଷାନୁଷ୍ଠାନସମ୍ବଲପୁର ବିଶ୍ୱବିଦ୍ୟାଳୟ
କାନପୁର ବିଶ୍ୱବିଦ୍ୟାଳୟ
ବୃତ୍ତିOphthalmologist

ତାରାପ୍ରସାଦ ଦାସ(୧୯୫୦ ଏପ୍ରିଲ ୧) ଜଣେ ଭାରତୀୟ ଚକ୍ଷୁ ବିଶେଷଜ୍ଞ ଅଟନ୍ତି । ସେ retina ଓ vitreous membrane ରୋଗର ସେ ବିଶେଷଜ୍ଞ । ବର୍ତ୍ତମାନ ସେ ଏଲଭି ପ୍ରସାଦ ଚକ୍ଷୁ ଡାକ୍ତରଖାନାରେ ଉପ ସଭାପତି ଅଛନ୍ତି । ସନ ୟେଟ ସେନ ବିଶ୍ଵବିଦ୍ୟାଳୟ,(ଚୀନ) ରେ ଅଧ୍ୟାପକ ଥିଲେ ।[୧]

ତାରାପ୍ରସାଦ ଦାସ ୧୯୭୮ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ(ଏମବିବିଏସ) ଓ ୧୯୮୦କାନପୁର ବିଶ୍ୱବିଦ୍ୟାଳୟରୁ ମେଡିସିନ ଓ ସର୍ଜରୀରେ ଡିପ୍ଲୋମା ପାସ କରିଥିଲେ । [୧]

ପୁରସ୍କାର ଓ ସମ୍ମାନ

ଆଧାର

  1. ୧.୦ ୧.୧ "Taraprasad Das". L V Prasad Eye Institute. Retrieved 2014-01-18.
  2. "Three from Odisha get Padma honours". The Times Of India. 2013-01-26. Retrieved 2014-01-18.