(Go: >> BACK << -|- >> HOME <<)

Jump to content

ତାରାପ୍ରସାଦ ଦାସ

ଉଇକିପିଡ଼ିଆ‌ରୁ
୧୩:୩୬, ୨ ଫେବୃଆରୀ ୨୦୧୬ ବେଳେ Subharajit Jena (ଆଲୋଚନା | ଅବଦାନ) ଙ୍କ ଦେଇ ହୋଇଥିବା ସଂସ୍କରଣ

ତାରାପ୍ରସାଦ ଦାସ(୧୯୫୦ ଏପ୍ରିଲ ୧) ଜଣେ ଭାରତୀୟ ଚକ୍ଷୁ ବିଶେଷଜ୍ଞ ଅଟନ୍ତି । ସେ retina ଓ vitreous membrane ରୋଗର ସେ ବିଶେଷଜ୍ଞ । ବର୍ତ୍ତମାନ ସେ ଏଲଭି ପ୍ରସାଦ ଚକ୍ଷୁ ଡାକ୍ତରଖାନାରେ ଉପ ସଭାପତି ଅଛନ୍ତି । ସନ ୟେଟ ସେନ ବିଶ୍ଵବିଦ୍ୟାଳୟ,(ଚୀନ) ରେ ଅଧ୍ୟାପକ ଥିଲେ ।