(Go: >> BACK << -|- >> HOME <<)

Jump to content

ଚିତ୍ତରଞ୍ଜନ ଚିରଞ୍ଜିତ

ଉଇକିପିଡ଼ିଆ‌ରୁ
୧୩:୨୦, ୧୮ ଜୁନ ୨୦୧୮ ବେଳେ Hellohappy (ଆଲୋଚନା | ଅବଦାନ) (ଚିତ୍ତରଞ୍ଜନ ଚିରଞ୍ଜିତ ଆରମ୍ଭ କରାଗଲା) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)
ଜନ୍ମ ଓ ଜନ୍ମସ୍ଥାନଚିତ୍ତରଞ୍ଜନ ଚିରଞ୍ଜିତ
୧୯୭୪
ଦେଉଳପଡ଼ା, କେନ୍ଦ୍ରାପଡ଼ା
ବୃତ୍ତିସାହିତ୍ୟିକ ଓ ସାମ୍ବାଦିକ
ଜାତୀୟତାଭାରତୀୟ

ଚିତ୍ତରଞ୍ଜନ ଚିରଞ୍ଜିତ(ଜନ୍ମ : ୧୯୭୪) ଜଣେ ଓଡ଼ିଆ ସାହିତ୍ୟିକ ।[୧] ବୃତ୍ତିରେ ସାମ୍ବାଦିକ ଚିତ୍ତରଞ୍ଜନ ଗଳ୍ପ, କବିତା ଓ ଉପନ୍ୟାସଭଳି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନି ଚାଳନା କରଥାନ୍ତି । ଏଯାବତ ତାଙ୍କର ୬ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି ।

ରଚନାବଳୀ

ଗଳ୍ପ

  • କନିଷ୍କ

ଉପନ୍ୟାସ

  • ସେଲ୍(ସତ୍ୟମ ବୁକ ଏଜେନ୍ସୀ)
  • ଯୋଦ୍ଧା
  • ସେତୁ
  • ସାଇକେଲ

କବିତା

  • ଭରାଜହ୍ନ[୨]

ସମ୍ମାନ ଓ ପୁରସ୍କାର

  • କିଶୋରୀଚରଣ ସାହିତ୍ୟ ପୁରସ୍କାର - ୨୦୧୩(ସେଲ୍ ପୁସ୍ତକ ପାଇଁ)[୩]

ଆଧାର

  1. ସମ୍ବାଦ ୧୭/୦୭/୨୦୧୭ କେନ୍ଦ୍ରାପଡା ସଂସ୍କରଣ ପୃଷ୍ଠା ୬ (PDF) http://www.sambadepaper.com/epaperpdf/17072017/17-md-kr2-6.pdf. Retrieved 18 June 2018. {{cite news}}: Missing or empty |title= (help)
  2. "କଥା ଝରକା". କଥା ପତ୍ରିକା (ଜୁନ ୨୦୧୮): ୫୨. Retrieved 18 June 2018.
  3. https://www.telegraphindia.com/1130303/jsp/odisha/story_16625096.jsp