ଷିଡ୍ଗ
ଷିଡ୍ଗ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
[ଷିଡ୍ଗ—ଅନ୍ୟରୂପ]
ଅନୁବାଦ[ସମ୍ପାଦନା]
ଷିଡ୍ଗ
|
ସଂସ୍କୃତ - ବିଶେଷଣ - ପୁଂ—(ଷିତ୍ଧାତୁ=ଘୃଣା କରିବା+କର୍ମ ତ)[ସମ୍ପାଦନା]
- ୧. କମୁକ — ୧. Amorous; lustful; lecherous.
- ୨. ଲମ୍ପଟ; ଲୋଚ୍ଚା —୨. Adulterous; lewd.
- ୩. ରସିକ —୩. Gallant.
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
- ୧. ଜାର ପୁରୁଷ; ଉପପତି —୧. Paramour.
- ୨. ଲମ୍ୱଟବ୍ୟକ୍ତି ୨. Lewd person.
- ୩. ନାଗର; ରସିକ ବ୍ୟକ୍ତି —୩. A gallant.