(Go: >> BACK << -|- >> HOME <<)

Jump to content

ଷଷ୍ଟିକଧାନ୍ୟ

ଉଇକିଅଭିଧାନ‌ରୁ

ଷଷ୍ଟିକଧାନ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଷାଠିଆ(କା)ଧାନ, ଷଠିକା(ଆ)ଧାନ—ଦେଶଜ - ରୂପ

ସଂସ୍କୃତ - ବିଶେଷ୍ୟ - (୬ ଦିନ ବା ୬ ରାତ୍ରିରେ ପକ୍ୱ ହୁଏ ବୋଲି ଏହି ନାମ)[ସମ୍ପାଦନା]

ଶାରଦ ଧାନ୍ୟ— ବିଶେଷ —A sort of autumnal paddy ripening in ୬୦ days.

[ଦ୍ରଷ୍ଟବ୍ୟ —ଗର୍ଭସ୍ଥ ଅବସ୍ଥାରେ ଯେଉଁ ଧାନ୍ୟ ୬ ଦିନରେ ପାଚେ ତାହାକୁ ଷଷ୍ଟିକ ଧାନ୍ୟ କହନ୍ତି ଏହା ଗୌର (ଧଳା) ଓ ନୀଳ (କଳା) ଭେଦରେ ଦୁଇ ପ୍ରକାର ଏହା ରୁଚିକର, ଶୀତଳ, ଲଘୁପାକ, ମଳରୋଧକ, ବାତ ପିତ୍ତନାଶକ ଓ ଶାଳିଧାନ୍ୟ ପରି ଗୁଣବିଶିଷ୍ଟ ଶ୍ୱେତ ଧାନ୍ୟ ନୀଳଧାନ୍ୟ ଅପେକ୍ଷା ଅଧିକ ଗୁଣବିଶିଷ୍ଟ ଏହି ଦୁଇ

ପ୍ରକାର ଧାନ୍ୟର ନାନା ଜାତି ମଧ୍ୟ ଅଛି ଏହି ଧାନର ଚାଉଳରୁ ଶରତ୍କାଳୀନ ପାର୍ବଣ ପୂଜାରେ ନୈବେଦ୍ୟ ପ୍ରସ୍ତୁତ ହେବା ଉଚିତ ବୋଲି ଶାସ୍ତ୍ରରେ ଉପଦେଶ ଅଛି ଭାବ— ପ୍ରକାଶରେ ଲେଖାଅଛି ଯେ, ଯେଉଁ ଅନ୍ନ ଉଦରସ୍ଥ ହେବା ମାତ୍ରେ ପରିପାକ ହୁଏ ତାକୁ ଷଷ୍ଟିକଧାନ କହନ୍ତି ଏ ଧାନ ଷଷ୍ଟିକ, ଶଣପୁଷ୍ପ, ପ୍ରମୋଦକ, ମୁକୁନ୍ଦକ ଓ ମହା— ଷଷ୍ଟୀକ ନାମ ଭେଦରେ ଅନେକପ୍ରକାର ଏହାକୁ ବ୍ରୀହି— ଧାନ୍ୟ ମଧ୍ୟ ବୋଲାଯାଏ କାରଣ ବ୍ରୀହିଧାନ୍ୟର ସମସ୍ତ ଲକ୍ଷଣ ଏଥିରେ ଲକ୍ଷିତ ହୁଏ ବିଶ୍ୱକୋଷ]