(Go: >> BACK << -|- >> HOME <<)

Jump to content

ମକମଲି

ଉଇକିଅଭିଧାନ‌ରୁ

ମକମଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ଏକ ଜାତୀୟ ଫୁଲ ଗଛ — A species of flower tree.

(ଦ୍ର—ଗୁରୁବାର ଦିନ ମକମଲି ଫୁଲ ଗଛ ମୂଳେ ଦୁଧ ଚାଉଳ ଦେଇ ପ୍ରଣାମ କରି ଏହାର ମୂଳ ଉତ୍ପାଟନ କରି ଆଣି ରଖିଥିବ ଏହି ମୂଳକୁ ବାଟି ପ୍ରସବବେଦନାର୍ତ୍ତା ସ୍ତ୍ରୀକୁ ପାନ କରାଇଲେ ସେ ସତ୍ୱର ପ୍ରସବ କରିବ ପ୍ରସବ କାଳରେ ମଧ୍ୟ ଏହି ଗଛର ମୂଳ ଆଣି ବାଟି ସ୍ତ୍ରୀକୁ ପାନ କରାଇଲେ ପ୍ରସବ ବେଦନା ଲୁପ୍ତ ହୁଏ ଦ୍ରବ୍ୟଗୁଣ କଳ୍ପଦ୍ରୁମ)