ଗଙ୍ଗାସ୍ନାନ
ଗଙ୍ଗାସ୍ନାନ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
- ୧. ଗଙ୍ଗାନଦୀରେ ଗାଧୋଇବା — ୧. A bath in the Ganges.
- ୨. ଜ୍ୟେଷ୍ଠ ଶୁକ୍ଲ ଦଶମୀ ଦିନ ଗଙ୍ଗାରେ ସ୍ନାନ — ୨. A dip in the Ganges on the tenth day of the bright fortnight of Jyeshṭha.
[ଦ୍ରଷ୍ଟବ୍ୟ —ସାଧାରଣତଃ ଗଙ୍ଗାଜଳରେ ସ୍ନାନ କଲେ ପାପ ନାଶ ହୁଏ ପୁଣି ନିର୍ଦ୍ଦିଷ୍ଟ ସମୟରେ ଗଙ୍ଗାର ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ନାନ କଲେ ଆହୁରି ବେଶି ପୁଣ୍ୟ ହୁଏ ବୋଲି ହିନ୍ଦୁମାନଙ୍କର ଦୃଢ଼ ବିଶ୍ୱାସ]