(Go: >> BACK << -|- >> HOME <<)

ଲେଖକ:କବିସୂର୍ଯ୍ୟ ବଳଦେବ ରଥ

ବଳଦେବ ରଥ
(୧୭୮୯–୧୮୪୫)
କବିସୂର୍ଯ୍ୟ ଭାବେ ପରିଚିତ । ବହୁ ଶତ ଓଡ଼ିଶୀ ସଙ୍ଗୀତର ରଚୟିତା । ତହିଁରୁ ଅନେକ ଆଠଗଡ଼ ରାଜା ବାଲୁଙ୍କେଶ୍ୱର ହରିଚନ୍ଦନଙ୍କ ନାମରେ ଭଣିଛନ୍ତି । ଏହାଙ୍କ ସର୍ବପ୍ରସିଦ୍ଧ ରଚନା ହେଉଛି କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
ବଳଦେବ ରଥ

ରଚନାବଳୀ

ସମ୍ପାଦନା

(ପ୍ରମୁଖ ରଚନାଗୁଡ଼ିକ ମୋଟା ଅକ୍ଷରରେ ଲେଖାଯାଇଛି)

ହାସ୍ୟରସାତ୍ମକ

ସମ୍ପାଦନା
  • ହାସ୍ୟକଲ୍ଲୋଳ
  1. ସର୍ପ ଜଣାଣ
  2. ମହାବାହୁ ଜଣାଣ
  3. ଜଗନ୍ନାଥ ଜଣାଣ

ଚଉତିଶା

ସମ୍ପାଦନା

ଢୁମ୍ପା ଗୀତ

ସମ୍ପାଦନା
  • ଯାଇଫୁଲ ଢୁମ୍ପା
  • ଛୋଟ ଢୁମ୍ପା
  • ନିଆଳୀଗଭା ଢୁମ୍ପା
  • ଫୁଲ ମନାସ
  • ଫଳ ମନାସ
  • ଅଳଙ୍କାର ମନାସ

ଚଉପଦୀ ତାଲିକା

ସମ୍ପାଦନା