(Go: >> BACK << -|- >> HOME <<)

ଏକ ବା ଅଧିକ ବର୍ଣ୍ଣର ସଂଯୋଗରେ କଣ୍ଠ ଓ ତାଳୁ ଆଦିଦ୍ୱାରା ଉତ୍ପନ୍ନ ସ୍ୱତନ୍ତ୍ର ବ୍ୟକ୍ତ ଓ ସାର୍ଥକ ଧ୍ୱନି, ଯାହା ଶୁଣିବା ବ୍ୟକ୍ତିର ମନରେ ବିଶିଷ୍ଟ ପଦାର୍ଥ ବା ବ୍ୟକ୍ତି ଆଦିର ବୋଧ କରାଏ, ତାହାକୁ ଶବ୍ଦ ବୋଲାଯାଏ ।[୧] ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା ଶବ୍ଦାବଳୀ ପାଞ୍ଚ ଶ୍ରେଣୀରେ ବିଭକ୍ତ, ଯଥା: ତତ୍ସମ, ଅର୍ଦ୍ଧତତ୍ସମ, ତଦ୍ଭବ, ଦେଶଜ ଓ ବୈଦେଶିକ ।

ଅର୍ଦ୍ଧତତ୍ସମ

ସମ୍ପାଦନା

ବୈଦେଶିକ

ସମ୍ପାଦନା

ଅର୍ଥଗତ ପ୍ରତୀତି ଦୃଷ୍ଟିରୁ ଓଡ଼ିଆ ଶବ୍ଦଗୁଡ଼ିକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଏ ଯଥା: ରୂଢ଼ ଶବ୍ଦ, ଯୌଗିକ ଶବ୍ଦ ଓ ଯୋଗରୂଢ଼ ଶବ୍ଦ ।

ରୂଢ଼ ଶବ୍ଦ

ସମ୍ପାଦନା

ଯୌଗିକ ଶବ୍ଦ

ସମ୍ପାଦନା

ଯୋଗରୂଢ଼ ଶବ୍ଦ

ସମ୍ପାଦନା