ଠାକୁର ଅନୁକୂଳଚନ୍ଦ୍ର
ପରମପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର | |
---|---|
ଜନ୍ମ | ଅନୁକୂଳଚନ୍ଦ୍ର ଚକ୍ରବର୍ତ୍ତୀ ସେପ୍ଟେମ୍ବର ୧୪, ୧୮୮୮ ହିମାଇତପୁର, ପାବନା, (ଏବେ ବାଂଲାଦେଶରେ) |
ମୃତ୍ୟୁ | ୨୬ ଜାନୁଆରୀ ୧୯୬୯ ସତସଙ୍ଗ ଆଶ୍ରମ, ଦେଓଘର, ଝାଡ଼ଖଣ୍ଡ | (ବୟସ ୮୦)
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ(s) | ଷୋଡଶୀବାଳା ଦେବୀ (ଶ୍ରୀଶ୍ରୀବଡମା), ସର୍ବମଙ୍ଗଳା ଦେବୀ |
ସନ୍ତାନ | ଅମରେନ୍ଦ୍ରନାଥ ଚକ୍ରବର୍ତ୍ତୀ (ଶ୍ରୀଶ୍ରୀବଡଦା), ବିବେକରଞ୍ଜନ ଚକ୍ରବର୍ତ୍ତୀ, ସାଧନା ଦେବୀ, ସାନ୍ତ୍ୱନା ଦେବୀ, ପ୍ରଚେତାରଞ୍ଜନ ଚକ୍ରବର୍ତ୍ତୀ |
ପିତାମାତା(s) | ଶିବଚନ୍ଦ୍ର ଚକ୍ରବର୍ତ୍ତୀ, ମନୋମୋହିନୀ ଦେବୀ |
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର (ବଙ୍ଗଳା: ঠাকুর অনুকূলচনদ) (୧୪ ସେପ୍ଟେମ୍ବର ୧୮୮୮ରୁ ୨୬ ଜାନୁଆରୀ ୧୯୬୯) ଜଣେ ଆଧ୍ୟାତ୍ମିକ ଧର୍ମଗୁରୁ ଓ ସତସଙ୍ଗ ଆଶ୍ରମ, ଦେଓଘରର ସଂସ୍ଥାପକ।
ଜୀବନୀ
ସମ୍ପାଦନାଠାକୁର ଅନୁକୂଳ ଚନ୍ଦ୍ର ବିଂଶ ଶତାବ୍ଦୀର ଜଣେ ସମାଜ ସଂସ୍କାରକ ଥିଲେ ,ଅଧୁନା ବଙ୍ଗଳାଦେଶର ପାବନା ନିକଟରେ ହିମାୟିତପୁର ଗ୍ରାମରେ ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀ ଓ ମାତା ମନମୋହିନୀ ଦେବୀଙ୍କ ଔରସରୁ ଜନ୍ମ ନେଇଥିଲେ । ଅଧୁନା ଦେଓଘରରେ ଥିବା ସତସଙ୍ଗର ପ୍ରତିଷ୍ଠାତା ତଥା ମାନବ ଜୀବନର ବହୁବିଧ ସମସ୍ୟାର ସମାଧାନ ନିମନ୍ତେ ଅନେକ ଉପଦେୟ ବାଣୀର ସଂକଳୟିତା ଥିଲେ ।
ଦେଓଘରସ୍ଥିତ ସତସଙ୍ଗ ଆଶ୍ରମ ଏବେ ଦେଓଘରର ମୁଖ୍ୟ ଆକର୍ଷଣ। [୧] ସେ ୧୯୪୬ରେ ଦେଓଘରକୁ ଯାଇଥିଲେ, ଯେଉଁଠି ସେ ୨୬ ଜାନୁଆରୀ ୧୯୬୯ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଦର୍ଶନ ଓ ଶିକ୍ଷା
ସମ୍ପାଦନାଶ୍ରୀଶ୍ରୀଠାକୁରଙ୍କ ରଚିତ ପୁସ୍ତକ
ସମ୍ପାଦନାଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2005-04-05. Retrieved 2012-06-07.
{{cite web}}
: Cite has empty unknown parameter:|1=
(help)
External links
ସମ୍ପାଦନା- http://www.srisrithakuranukulchandra.com/
- http://www.satsang.org.in/
- http://www.shrishrithakuranukulchandra.com/prophecies.html Archived 2014-12-22 at the Wayback Machine.
- http://www.manmakingfactory.org/ Archived 2014-12-17 at the Wayback Machine.
- http://www.scribd.com/doc/245939654/Life-and-Ideology-of-Sree-Sree-Anukulchandra [A research work on Sree Sree Anukulchandra's life and teachings]
- http://WWW.INDOARYAN.ORG/ Archived 2014-12-22 at the Wayback Machine. [A Virtual School that has accepted the Philosophy of Sree Sree Anukulchandra to teach "INDOARYAN-EXISTENTIALISM"]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |