(Go: >> BACK << -|- >> HOME <<)

କଣ୍ଟାବାଞ୍ଜି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଓଡ଼ିଶାର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ

କଣ୍ଟାବାଞ୍ଜି (କ୍ରମିକ ସଂଖ୍ୟା: ୭୦) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କଣ୍ଟାବାଞ୍ଜି ବ୍ଳକ, ତୁରକେଲା ବ୍ଳକ, ବଙ୍ଗୋମୁଣ୍ଡା ବ୍ଳକ ଓ ମୁରିବାହାଲ ବ୍ଳକ ।[୨][୩]

କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ: ଲକ୍ଷ୍ମଣ ବାଗ (ଭାଜପା)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୨,୭୪,୦୬୯
ଜିଲ୍ଲା: ବଲାଙ୍ଗୀର ଜିଲ୍ଲା
ଲୋକସଭା ଆସନ: ବଲାଙ୍ଗୀର
ପଞ୍ଚାୟତ ସମିତି:
ବିଜ୍ଞାପିତ ଅଞ୍ଚଳ ପରିଷଦ:


ଗତ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଲକ୍ଷ୍ମଣ ବାଗ, ବିଜୁ ଜନତା ଦଳ ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କଠାରୁ ୧୬,୩୪୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଆୟୁବ ଖାଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କଠାରୁ ୩୮୬୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା, ବିଜୁ ଜନତା ଦଳ ପ୍ରାର୍ଥୀ ହାଜି ମହମ୍ମଦ ଆୟୁବ ଖାଁଙ୍କଠାରୁ ୫,୩୦୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]

ନିର୍ବାଚିତ ବିଧାୟକଗଣ

ସମ୍ପାଦନା

୧୯୬୧ରୁ ୨୦୨୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୫]

୨୦୦୯ ନିର୍ବାଚନ ଫଳାଫଳ

ସମ୍ପାଦନା
୨୦୦୯ ବିଧାନ ସଭା ନିର୍ବାଚନ, କଣ୍ଟାବାଞ୍ଜି [୯]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ସନ୍ତୋଷ ସିଂହ ସାଲୁଜା ୬୨,୪୯୫ ୪୩.୨୪ -
ବିଜଦ ହାଜି ମହମ୍ମଦ ଆୟୁବ ଖାଁ ୫୭,୧୯୧ ୩୯.୫୭ -
ଭାଜପା ଅଜୟ କୁମାର ଦାସ ୧୬,୧୧୭ ୧୧.୧୫ -
ସ୍ୱାଧୀନ ସୁରଥ ବେହେରା ୨,୦୭୫ ୧.୪୪ -
ବସପା ନନ୍ଦ କୁମାର ମହାନନ୍ଦ ୧,୮୪୮ ୧.୨୮ -
ସମୃଦ୍ଧ ଓଡ଼ିଶା ଅଶୋକ କୁମାର ସିଂହ ଦେଓ ୧,୭୧୯ ୧.୧୯ -
କୋଶଳ କ୍ରାନ୍ତି ଦଳ ଯୋଗେନ୍ଦ୍ର ବଛା ୧,୦୮୭ ୦.୭୫ -
ସ୍ୱାଧୀନ ଗୁପ୍ତେଶ୍ୱର ବେନିଆ ୧,୦୫୨ ୦.୭୩ -
ସ୍ୱାଧୀନ ଗୋପାଳ ଭୋଇ ୯୬୨ ୦.୬୭ -
ଭୋଟ ବ୍ୟବଧାନ ୫,୩୦୪ ୩.୬୭* -
ମତଦାନ ହାର ୧,୪୪,୫୪୯ ୬୮.୯୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ


  1. "Kantabanji Assembly Election 2009, Orissa". empoweringindia.org. Retrieved 16 June 2013. Constituency: Kantabanji (70) District : Bolangir[permanent dead link]
  2. Assembly Constituencies and their Extent
  3. Seats of Odisha
  4. "Assembly Constituency 70 - Kantabanji (Odisha)". Election Commission of India. Retrieved 16 June 2024.
  5. ୫.୦ ୫.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  6. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 5304
  7. "State Elections 2004 - Partywise Comparision for 107-Kantabanji Constituency of ORISSA". eci.nic.in. 2006. Retrieved 16 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  9. http://eci.nic.in/eci_main/StatisticalReports/AE2009/stat_OR_April2009.pdf