(Go: >> BACK << -|- >> HOME <<)

Jump to content

"ହୋମାଇ ବ୍ୟାରାୱାଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୨୫ କ ଧାଡ଼ି: ୨୫ କ ଧାଡ଼ି:
ହୋମାଇ ବ୍ୟାରାୱାଲା ତା'ପରେ [[ରାଜସ୍ଥାନ]]ର [[ପିଲାନୀ]]କୁ, [[ବିର୍ଲା ପ୍ରଯୁକ୍ତିବିଦ୍ୟା ଓ ବିଜ୍ଞାନ ପ୍ରତିଷ୍ଠାନ]]ରେ ପଢ଼ୁଥିବା ତାଙ୍କର ପୁତ୍ର ଫାରୁକଙ୍କ ସ‌ହ ସ୍ଥାନାନ୍ତରିତ ହୋଇଥିଲେ । ୧୯୮୨ରେ ସେ ତାଙ୍କ ପୁଅ ସ‌ହ ବଦୋଦରା ଫେରିଥିଲେ ।<ref>{{Cite news|url=http://indiatoday.intoday.in/story/homai-vyarawalla-first-lady-of-the-lens/1/168962.html|title=Homai Vyarawalla: First lady of the lens|access-date=2017-09-16}}</ref> ୧୯୮୯ରେ କର୍କଟ ରୋଗରେ ପୁଅର ମୃତ୍ୟୁ ପରେ ସେ ବଦୋଦରା ସ୍ଥିତ ତାଙ୍କ ଛୋଟ ଆପାର୍ଟମାଣ୍ଟରେ ଏକା ରହୁଥିଲେ ଓ ବଗିଚା କାମରେ ସମୟ ଅତିବାହିତ କରୁଥିଲେ ।<ref>{{Cite book|url=https://www.worldcat.org/oclc/868304226|title=India in focus : camera chronicles of Homai Vyarawalla|last=Sabeena.|first=Gadihoke,|date=2010|publisher=Mapin Publishing in association with Parzor Foundation|others=Vyarawalla, Homai.|isbn=1935677071|location=New Delhi|oclc=868304226}}</ref>
ହୋମାଇ ବ୍ୟାରାୱାଲା ତା'ପରେ [[ରାଜସ୍ଥାନ]]ର [[ପିଲାନୀ]]କୁ, [[ବିର୍ଲା ପ୍ରଯୁକ୍ତିବିଦ୍ୟା ଓ ବିଜ୍ଞାନ ପ୍ରତିଷ୍ଠାନ]]ରେ ପଢ଼ୁଥିବା ତାଙ୍କର ପୁତ୍ର ଫାରୁକଙ୍କ ସ‌ହ ସ୍ଥାନାନ୍ତରିତ ହୋଇଥିଲେ । ୧୯୮୨ରେ ସେ ତାଙ୍କ ପୁଅ ସ‌ହ ବଦୋଦରା ଫେରିଥିଲେ ।<ref>{{Cite news|url=http://indiatoday.intoday.in/story/homai-vyarawalla-first-lady-of-the-lens/1/168962.html|title=Homai Vyarawalla: First lady of the lens|access-date=2017-09-16}}</ref> ୧୯୮୯ରେ କର୍କଟ ରୋଗରେ ପୁଅର ମୃତ୍ୟୁ ପରେ ସେ ବଦୋଦରା ସ୍ଥିତ ତାଙ୍କ ଛୋଟ ଆପାର୍ଟମାଣ୍ଟରେ ଏକା ରହୁଥିଲେ ଓ ବଗିଚା କାମରେ ସମୟ ଅତିବାହିତ କରୁଥିଲେ ।<ref>{{Cite book|url=https://www.worldcat.org/oclc/868304226|title=India in focus : camera chronicles of Homai Vyarawalla|last=Sabeena.|first=Gadihoke,|date=2010|publisher=Mapin Publishing in association with Parzor Foundation|others=Vyarawalla, Homai.|isbn=1935677071|location=New Delhi|oclc=868304226}}</ref>


==ବୃତ୍ତି==
==Career==


Vyarawalla started her career in the 1930s. At the onset of the [[World War II]], she started working on assignments for the Mumbai-based ''[[The Illustrated Weekly of India]]'' magazine which published many of her black and white images that later became iconic.<ref name="ec">{{cite news|url=http://www.rediff.com/news/slide-show/slide-show-1-second-part-of-the-interview-with-homai-vyrawalla/20110303.htm|title=Meet India's first lady photographer Homai Vyarawalla|date=3 March 2011|work=Rediff.com}}</ref> In the early years of her career, since Vyarawalla was unknown and a woman, her photographs were published under her husband's name.<ref name=":0">{{Cite web|url=http://time.com/50318/homai-vyarawalla-indias-first-female-photojournalist/|title=Homai Vyarawalla: India's First Female Photojournalist|last=Gadihoke|first=Sabeena|website=Time|access-date=2017-09-16}}</ref>
ବ୍ୟାରାୱାଲା ନିଜର ବୃତ୍ତି ୧୯୩୦ରେ ଆରମ୍ଭ କରିଥିଲେ [[ଦ୍ୱିତୀୟ ବିଶ୍ୱଯୂଦ୍ଧ]] ବେଳେ ସେ ମୁମ୍ବାଇ ସ୍ଥିତ '''[[ଦି ଇଲୁଷ୍ଟ୍ରେଟେଡ୍ ଉଇକ୍ ଅଫ୍ ଇଣ୍ଡିଆ]]'''ରେ କାମ କରୁଥିଲେ, ଯାହା ତାଙ୍କର ବ‌ହୁତ କଳା ଧଳା ଛାୟାଚିତ୍ର ପ୍ରକାଶ କରିଥିଲା ପରେ ସେଗୁଡ଼ିକ ପ୍ରସିଦ୍ଧ ଲାଭ କରିଥିଲା ।<ref name="ec">{{cite news|url=http://www.rediff.com/news/slide-show/slide-show-1-second-part-of-the-interview-with-homai-vyrawalla/20110303.htm|title=Meet India's first lady photographer Homai Vyarawalla|date=3 March 2011|work=Rediff.com}}</ref> ବୃତ୍ତିର ଆରମ୍ଭରେ, ବ୍ୟାରାୱାଲା ଜଣେ ମହିଳା ଅଜ୍ଞାତ ଥିବା ହେତୁ ତାଙ୍କ କାମଗୁଡ଼ିକ ତାଙ୍କ ସ୍ୱାମୀଙ୍କ ନାମରେ ପ୍ରକାଶ ପାଉଥିଲା <ref name=":0">{{Cite web|url=http://time.com/50318/homai-vyarawalla-indias-first-female-photojournalist/|title=Homai Vyarawalla: India's First Female Photojournalist|last=Gadihoke|first=Sabeena|website=Time|access-date=2017-09-16}}</ref>


ଘଟଣାକ୍ରମରେ ତାଙ୍କ ଛାୟାଚିତ୍ର ଜାତୀୟ ସ୍ତରରେ ପରିଚିତ ହେବାକୁ ଲାଗିଲା, ମୁଖ୍ୟତଃ ୧୯୪୨ରେ ବ୍ରିଟିଶ ସୂଚନା ସେବା, ଦିଲ୍ଲୀରେ ଯୋଗ ଦେବା ପରେ, ଯେଉଁଠାରେ ସେ ଗଣମାଧ୍ୟମର ଚିତ୍ରୋତ୍ତଳକ ଭାବେ ବ‌ହୁତ ରାଜନୀତିଜ୍ଞ ଓ ଜାତୀୟ ନେତା, ଯଥା: ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, [[ମହମ୍ମଦ ଅଲ୍ଲୀ ଜିନ୍ନା]], [[ଇନ୍ଦିରା ଗାନ୍ଧୀ]] ଓ [[ନେହେରୁ-ଗାନ୍ଧୀ ପରିବାର]]ର ଛାୟାଚିତ୍ର ଉତ୍ତୋଳନ କରିଥିଲେ ।<ref name=":0" />
Eventually her photography received notice at the national level, particularly after moving to Delhi in 1942 to join the British Information Services, where she photographed many political and national leaders in the period leading up to independence, including [[Mahatma Gandhi|Mohandas Gandhi]], [[Jawaharlal Nehru]], [[Muhammad Ali Jinnah]], [[Indira Gandhi]] and the [[Nehru-Gandhi family]] while working as a press photographer.<ref name=":0" />


Her favourite subject was [[Jawaharlal Nehru]], the first [[Prime Minister of India]].
Her favourite subject was [[Jawaharlal Nehru]], the first [[Prime Minister of India]].

୨୦:୩୫, ୯ ମଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ

{{Infobox person | name = ହୋମି ବ୍ୟାରାୱାଲା | image = | birth_date = (1913-12-09)୯ ଡିସେମ୍ବର ୧୯୧୩


| birth_place = ନବାସର, ବମ୍ବେ ରାଜ୍ୟ, ବ୍ରିଟିଶ୍ ଭାରତ | death_date = ୧୫ ଜାନୁଆରୀ ୨୦୧୨(2012-01-15) (ବୟସ ୯୮) | death_place=ବଦୋଦରା, ଗୁଜରାଟ, ଭାରତ | education = ସାର୍ ଜେ ଜେ ସ୍କୁଲ୍ ଅଫ୍ ଆର୍ଟ୍ | occupation = Photojournalist | spouse = [[ମାଙ୍କେଶା ବ୍ୟାରାୱାଲା] (ମୃତ୍ୟୁ ୧୯୬୯) | parents = | children = ଫାରୁକ୍[୧] | nationality = ଭାରତୀୟ }}

ହୋମାଇ ବ୍ୟାରାୱାଲା (୯ ଡ଼ିସେମ୍ବର ୧୯୧୩ - ୧୫ ଜାନୁଆରୀ ୨୦୧୨), ସାଧାରଣରେ ଡାଲ୍‌ଡା ୧୩ ଭାବେ ଜଣାଶୁଣା, ପ୍ରଥମ ଭାରତୀୟ ମହିଳା ଛାୟାଚିତ୍ର ସାମ୍ବାଦିକ[୨][୩] ସେ ୧୯୩୦ର ଶେଷରେ କାମ ଆରମ୍ଭ କରିଥିଲେ ଓ ୧୯୭୦ର ଆରମ୍ଭରେ ଅବସର ନେଇଥିଲେ । ୨୦୧୧ରେ ସେ, ଦ୍ୱିତୀୟ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ପାଇଥିଲେ ।[୪][୫]

ଆଦ୍ୟ ଜୀବନ ଓ ଶିକ୍ଷା

ହୋମାଇ ବ୍ୟାରାୱାଲା ୯ ଡିସେମ୍ବର ୧୯୧୩ରେ ନବସାରୀରେ ଏକ ପାର୍ସୀ ପରିବାରରେ ଜନ୍ମ ହୋଇଥିଲେ ।[୬][୭][୮] ବ୍ୟାରାୱାଲା ତାଙ୍କ ପିଲାଦିନ ତାଙ୍କ ବାପାଙ୍କ ଥିଏଟର୍ କମ୍ପାନୀରେ ବିଭିନ୍ନ ଯାଗା ବୁଲି ବୁଲି କଟାଇଥିଲେ ।[୯] ବମ୍ବେ ଯିବା ପରେ, ସେ ବମ୍ବେ ବିଶ୍ୱବିଦ୍ୟାଳୟସାର୍ ଜେ ଜେ ସ୍କୁଲ୍ ଅଫ୍ ଆର୍ଟ୍‌ସରେ ପଢ଼ିଥିଲେ ।[୧୦]

ବ୍ୟକ୍ତିଗତ ଜୀବନ

ବ୍ୟାରାୱାଲା ଟାଇମ୍‌ସ ଅଫ୍ ଇଣ୍ଡିଆର ଲେଖାପାଳ ମାନେକ୍‌ସା ଜାମ୍‌ସେଟ୍‌ଜି ବ୍ୟାରାୱାଲାଙ୍କୁ ବିବାହ କରିଥିଲେ ।[୧୧] ୧୯୭୦ରେ, ତାଙ୍କ ସ୍ୱାମୀଙ୍କ ମୃତ୍ୟୁର ଏକ ବର୍ଷ ପରେ, ସେ ଛାୟା ଚିତ୍ରତ୍ତୋଳନ ଛାଡ଼ିଦେଇଥିଲେ ଓ ନୂତନ ପୀଢ଼ିର ଗୁପ୍ତଚର ସଂସ୍କୃତିରେ କାମ କରିବା ପସନ୍ଦ କରିବଥିଲେ ।[୧୨] [୧୩]

ହୋମାଇ ବ୍ୟାରାୱାଲା ତା'ପରେ ରାଜସ୍ଥାନର ପିଲାନୀକୁ, ବିର୍ଲା ପ୍ରଯୁକ୍ତିବିଦ୍ୟା ଓ ବିଜ୍ଞାନ ପ୍ରତିଷ୍ଠାନରେ ପଢ଼ୁଥିବା ତାଙ୍କର ପୁତ୍ର ଫାରୁକଙ୍କ ସ‌ହ ସ୍ଥାନାନ୍ତରିତ ହୋଇଥିଲେ । ୧୯୮୨ରେ ସେ ତାଙ୍କ ପୁଅ ସ‌ହ ବଦୋଦରା ଫେରିଥିଲେ ।[୧୪] ୧୯୮୯ରେ କର୍କଟ ରୋଗରେ ପୁଅର ମୃତ୍ୟୁ ପରେ ସେ ବଦୋଦରା ସ୍ଥିତ ତାଙ୍କ ଛୋଟ ଆପାର୍ଟମାଣ୍ଟରେ ଏକା ରହୁଥିଲେ ଓ ବଗିଚା କାମରେ ସମୟ ଅତିବାହିତ କରୁଥିଲେ ।[୧୫]

ବୃତ୍ତି

ବ୍ୟାରାୱାଲା ନିଜର ବୃତ୍ତି ୧୯୩୦ରେ ଆରମ୍ଭ କରିଥିଲେ । ଦ୍ୱିତୀୟ ବିଶ୍ୱଯୂଦ୍ଧ ବେଳେ ସେ ମୁମ୍ବାଇ ସ୍ଥିତ ଦି ଇଲୁଷ୍ଟ୍ରେଟେଡ୍ ଉଇକ୍ ଅଫ୍ ଇଣ୍ଡିଆରେ କାମ କରୁଥିଲେ, ଯାହା ତାଙ୍କର ବ‌ହୁତ କଳା ଧଳା ଛାୟାଚିତ୍ର ପ୍ରକାଶ କରିଥିଲା ଓ ପରେ ସେଗୁଡ଼ିକ ପ୍ରସିଦ୍ଧ ଲାଭ କରିଥିଲା ।[୧୬] ବୃତ୍ତିର ଆରମ୍ଭରେ, ବ୍ୟାରାୱାଲା ଜଣେ ମହିଳା ଓ ଅଜ୍ଞାତ ଥିବା ହେତୁ ତାଙ୍କ କାମଗୁଡ଼ିକ ତାଙ୍କ ସ୍ୱାମୀଙ୍କ ନାମରେ ପ୍ରକାଶ ପାଉଥିଲା ।[୧୭]

ଘଟଣାକ୍ରମରେ ତାଙ୍କ ଛାୟାଚିତ୍ର ଜାତୀୟ ସ୍ତରରେ ପରିଚିତ ହେବାକୁ ଲାଗିଲା, ମୁଖ୍ୟତଃ ୧୯୪୨ରେ ବ୍ରିଟିଶ ସୂଚନା ସେବା, ଦିଲ୍ଲୀରେ ଯୋଗ ଦେବା ପରେ, ଯେଉଁଠାରେ ସେ ଗଣମାଧ୍ୟମର ଚିତ୍ରୋତ୍ତଳକ ଭାବେ ବ‌ହୁତ ରାଜନୀତିଜ୍ଞ ଓ ଜାତୀୟ ନେତା, ଯଥା: ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ମହମ୍ମଦ ଅଲ୍ଲୀ ଜିନ୍ନା, ଇନ୍ଦିରା ଗାନ୍ଧୀନେହେରୁ-ଗାନ୍ଧୀ ପରିବାରର ଛାୟାଚିତ୍ର ଉତ୍ତୋଳନ କରିଥିଲେ ।[୧୭]

Her favourite subject was Jawaharlal Nehru, the first Prime Minister of India.

Most of her photographs were published under the pseudonym "Dalda 13″. The reasons behind her choice of this name were that her birth year was 1913, she met her husband at the age of 13 and her first car's number plate read "DLD 13″[୧୮].

In 1970, shortly after her husband's death, Homai Vyarawalla decided to give up photography lamenting over the "bad behaviour" of the new generation of photographers.[୧୯] She did not take a single photograph in the last 40-plus years of her life. When asked why she quit photography while at the peak of her profession, she said

"It was not worth it anymore. We had rules for photographers; we even followed a dress code. We treated each other with respect, like colleagues. But then, things changed for the worst. They [the new generation of photographers] were only interested in making a few quick bucks; I didn't want to be part of the crowd anymore."[୧୬]

Later in life, Vyarawalla gave her collection of photographs to the Delhi-based Alkazi Foundation for the Arts.

In 2010, the National Gallery of Modern Art, Mumbai (NGMA) in collaboration with the Alkazi Foundation for the Arts presented a retrospective of her work.[୧୬]

Google honoured her legacy on her 104th Birth Anniversary with a doodle, as "First Lady of the Lens".[୨୦] The doodle was drawn by the guest doodler and Mumbai artist Sameer Kulavoor.

ମୃତ୍ୟୁ

ଜାନୁଆରୀ ୨୦୧୨ରେ, ବ୍ୟାରାୱାଲା ଖଟରୁ ପଡ଼ିଯିବା ହେତୁ, ତାଙ୍କର ନିତମ୍ବ ହାଡ ଭାଙ୍ଗିଯାଇଥିଲା । ତାଙ୍କର ପଡ଼ୋଶୀମାନେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ, ଯେଉଁଠାରେ ତାଙ୍କର ଶ୍ୱାସକ୍ରିୟାରେ ଅସୁବିଧା ଏଖାଯାଇଥିଲା । ସେ ଅନ୍ତଃ ଫୁସ୍‌ଫୁସ୍ ଜନିତ ରୋଗରେ ପୀଡ଼ିତ ଥିଏ, ଯାହାଫଳରେ ସେ ୧୫ ଜାନୁଆରୀ ୨୦୧୨ରେ ୧୦:୩୦ ସମୟରେ ମୃତ୍ୟୁବରଣ କରିଥିଲେ ।[୨୧]

ଆଧାର

  1. "India's first woman photojournalist, a chronicler of history". The Indian Express. 16 January 2012. Retrieved 9 December 2017.
  2. Pandya, Haresh (29 January 2012). "Homai Vyarawalla, Indian Photojournalist, Dies at 99". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 16 September 2017.
  3. "Homai Vyarawalla: India's First Female Photojournalist | #IndianWomenInHistory". Feminism in India (in ଆମେରିକୀୟ ଇଂରାଜୀ). 2017-03-24. Retrieved 2017-09-17.
  4. "An iconic observer – The curious life and times of Homai Vyarawalla". The Telegraph. 23 January 2011.
  5. "Homai gets Padma Vibhushan - Times of India". The Times of India. Retrieved 2017-12-11.
  6. "Magazine / Personality : India through her eyes". The Hindu. 12 March 2006. Retrieved 16 January 2012.
  7. "The Times of India on Mobile". M.timesofindia.com. 9 December 1913. Retrieved 16 January 2012.
  8. "Photojournalism: Arthur Fellig (Weegee) and Homai Vyarawalla". Mendeley. 9 December 1913. doi:10.1080/17512780802560823. Retrieved 16 January 2012.
  9. Pandya, Haresh (2012). "Homai Vyarawalla, Indian Photojournalist, Dies at 98". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2017-09-16.
  10. "Homai gets Padma Vibhushan". The Times of India. 25 January 2011.
  11. Pandya, Haresh (2012). "Homai Vyarawalla, Indian Photojournalist, Dies at 98". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2017-09-16.
  12. Cotter, Holland (2012-08-23). "'Candid,' Photos by Homai Vyarawalla, at Rubin Museum". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2017-12-09.
  13. Pandya, Haresh (2012). "Homai Vyarawalla, Indian Photojournalist, Dies at 98". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2017-12-09.
  14. "Homai Vyarawalla: First lady of the lens". Retrieved 2017-09-16.
  15. Sabeena., Gadihoke, (2010). India in focus : camera chronicles of Homai Vyarawalla. Vyarawalla, Homai. New Delhi: Mapin Publishing in association with Parzor Foundation. ISBN 1935677071. OCLC 868304226.{{cite book}}: CS1 maint: extra punctuation (link) CS1 maint: multiple names: authors list (link)
  16. ୧୬.୦ ୧୬.୧ ୧୬.୨ "Meet India's first lady photographer Homai Vyarawalla". Rediff.com. 3 March 2011.
  17. ୧୭.୦ ୧୭.୧ Gadihoke, Sabeena. "Homai Vyarawalla: India's First Female Photojournalist". Time. Retrieved 2017-09-16.
  18. "Homai Vyarawalla: First lady of the lens". Retrieved 2017-09-16.
  19. Haresh Pandya, "Homai Vyarawalla, Pioneering Indian Photojournalist, Dies at 98", New York Times, 29 January 2012.
  20. Kalam, M (2017-12-09). "Homai Vyarawalla: Google Doodle celebrates India's first female photojournalist". TechObserver (in ବ୍ରିଟିଶ୍‌ ଇଂରାଜୀ). Retrieved 2017-12-08.
  21. Vyarawalla, Homai. "India's first woman photojournalist dead". timesofindia.indiatimes.com. Retrieved 17 January 2012.
Bibliography
Magazine articles

HARSHITH

ବାହାର ଲିଙ୍କ


ଛାଞ୍ଚ:ପଦ୍ମ ବିଭୂଷଣ ସମ୍ମାନ