(Go: >> BACK << -|- >> HOME <<)

Jump to content

"ହବିବୁଲ୍ଲା ଖାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ ଲିଙ୍କ୍ ସଜଡ଼ାଗଲା । (via JWB)
 
ସେହି ସମାନ ବ୍ୟବହାରକାରୀଙ୍କ (୭ଟି ସଂସ୍କରଣ ଦେଖାଉ ନାହିଁ)
୪ କ ଧାଡ଼ି: ୪ କ ଧାଡ଼ି:
| name = ହବିବୁଲ୍ଲା ଖାଁ
| name = ହବିବୁଲ୍ଲା ଖାଁ
| caption =
| caption =
| birth_date = {{Birth date and age |df=y|1934|05|01}}
| birth_date = {{Birth date |df=y|1934|05|01}}
| birth_place =
| birth_place =
| residence =
| residence =
| death_date =
| death_date = {{Death date and age |df=y|2015|02|14|1934|05|01}}


| office = ବିଧାୟକ: [[୫ମ ଓଡ଼ିଶା ବିଧାନ ସଭା|୫ମ]], [[୬ଷ୍ଠ ଓଡ଼ିଶା ବିଧାନ ସଭା|୬ଷ୍ଠ]], [[୭ମ ଓଡ଼ିଶା ବିଧାନ ସଭା|୭ମ]], [[୮ମ ଓଡ଼ିଶା ବିଧାନ ସଭା|୮ମ]], [[୯ମ ଓଡ଼ିଶା ବିଧାନ ସଭା|୯ମ]], [[୧୦ମ ଓଡ଼ିଶା ବିଧାନ ସଭା|୧୦ମ]], [[୧୧ଶ ଓଡ଼ିଶା ବିଧାନ ସଭା|୧୧ଶ]], [[୧୨ଶ ଓଡ଼ିଶା ବିଧାନ ସଭା|୧୨ଶ]], [[୧୩ଶ ଓଡ଼ିଶା ବିଧାନ ସଭା]]
| office = ବିଧାୟକ: [[୫ମ ଓଡ଼ିଶା ବିଧାନ ସଭା|୫ମ]], [[୬ଷ୍ଠ ଓଡ଼ିଶା ବିଧାନ ସଭା|୬ଷ୍ଠ]], [[୭ମ ଓଡ଼ିଶା ବିଧାନ ସଭା|୭ମ]], [[୮ମ ଓଡ଼ିଶା ବିଧାନ ସଭା|୮ମ]], [[୯ମ ଓଡ଼ିଶା ବିଧାନ ସଭା|୯ମ]], [[୧୦ମ ଓଡ଼ିଶା ବିଧାନ ସଭା|୧୦ମ]], [[୧୧ଶ ଓଡ଼ିଶା ବିଧାନ ସଭା|୧୧ଶ]], [[୧୨ଶ ଓଡ଼ିଶା ବିଧାନ ସଭା|୧୨ଶ]], [[୧୩ଶ ଓଡ଼ିଶା ବିଧାନ ସଭା]]
୩୪ କ ଧାଡ଼ି: ୩୪ କ ଧାଡ଼ି:
}}
}}


'''ହବିବୁଲ୍ଲା ଖାଁ''' (ଜନ୍ମ: ୧ ମଇ ୧୯୩୪) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ । ସେ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ ନଅ ଥର କାର୍ଯ୍ୟ କରିଛନ୍ତି । ୧୯୭୧, ୧୯୭୪, ୧୯୭୭, ୧୯୮୦, ୧୯୮୫, ୧୯୯୦, ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ [[ନବରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ନବରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]ରୁ ଯଥାକ୍ରମେ [[୫ମ ଓଡ଼ିଶା ବିଧାନ ସଭା|୫ମ]], [[୬ଷ୍ଠ ଓଡ଼ିଶା ବିଧାନ ସଭା|୬ଷ୍ଠ]], [[୭ମ ଓଡ଼ିଶା ବିଧାନ ସଭା|୭ମ]], [[୮ମ ଓଡ଼ିଶା ବିଧାନ ସଭା|୮ମ]], [[୯ମ ଓଡ଼ିଶା ବିଧାନ ସଭା|୯ମ]], [[୧୦ମ ଓଡ଼ିଶା ବିଧାନ ସଭା|୧୦ମ]], [[୧୧ଶ ଓଡ଼ିଶା ବିଧାନ ସଭା|୧୧ଶ]], [[୧୨ଶ ଓଡ଼ିଶା ବିଧାନ ସଭା|୧୨ଶ]] ଓ [[୧୩ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।
'''ହବିବୁଲ୍ଲା ଖାଁ''' (୧ ମଇ ୧୯୩୪ - ୧୪ ଫେବୃଆରୀ ୨୦୧୫) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ ନଅ ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪, ୧୯୭୭, ୧୯୮୦, ୧୯୮୫, ୧୯୯୦, ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ [[ନବରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ନବରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ]]ରୁ ଯଥାକ୍ରମେ [[୫ମ ଓଡ଼ିଶା ବିଧାନ ସଭା|୫ମ]], [[୬ଷ୍ଠ ଓଡ଼ିଶା ବିଧାନ ସଭା|୬ଷ୍ଠ]], [[୭ମ ଓଡ଼ିଶା ବିଧାନ ସଭା|୭ମ]], [[୮ମ ଓଡ଼ିଶା ବିଧାନ ସଭା|୮ମ]], [[୯ମ ଓଡ଼ିଶା ବିଧାନ ସଭା|୯ମ]], [[୧୦ମ ଓଡ଼ିଶା ବିଧାନ ସଭା|୧୦ମ]], [[୧୧ଶ ଓଡ଼ିଶା ବିଧାନ ସଭା|୧୧ଶ]], [[୧୨ଶ ଓଡ଼ିଶା ବିଧାନ ସଭା|୧୨ଶ]] ଓ [[୧୩ଶ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।


== ଜନ୍ମ, ପରିବାର ଓ ଶିକ୍ଷା ==
== ଜନ୍ମ, ପରିବାର ଓ ଶିକ୍ଷା ==
ହବିବୁଲ୍ଲା ଖାଁ ୧୯୩୪ ମସିହାର ମଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାନ ହାୟାତ ଖାଁ ଓ ପତ୍ନୀଙ୍କ ନାମ ଜୟବୁଁ ନିଶା ବେଗମ ।<ref name="Habibulla Khan">{{cite web|url=http://odishaassembly.nic.in/memberprofile.aspx?img=90|title=Shri Habibulla Khan|last=|first=|date=|website=odishaassembly.nic.in|publisher=Odisha Assembly|accessdate=4 April 2022}}</ref>
ହବିବୁଲ୍ଲା ଖାଁ ୧୯୩୪ ମସିହାର ମଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାନ ହାୟାତ ଖାଁ ଓ ପତ୍ନୀଙ୍କ ନାମ ଜୟବୁଁ ନିଶା ବେଗମ ।<ref name="Habibulla Khan">{{cite web|url=https://odishaassembly.nic.in/memberprofile.aspx?img=90|title=Shri Habibulla Khan|website=odishaassembly.nic.in|publisher=Odisha Assembly|accessdate=4 April 2022}}</ref>


== ରାଜନୈତିକ ଜୀବନ ==
== ରାଜନୈତିକ ଜୀବନ ==
ହବିବୁଲ୍ଲା ଖାଁ ଓଡ଼ିଶା ରାଜନୀତିରେ ପ୍ରଥମେ [[ସ୍ୱତନ୍ତ୍ର ପାର୍ଟି]] ଓ ପରେ [[ଭାରତୀୟ ଜାତୀୟ କଂଗ୍ରେସ]]ର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ ନଅ ଥର କାର୍ଯ୍ୟ କରିଛନ୍ତି । ୧୯୮୦ରୁ ୧୯୮୯ ମସିହା ଯାଏଁ ଓ ୧୯୯୫ରୁ ୧୯୯୯ ମସିହା ଯାଏଁ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।<ref name="Habibulla Khan"/>
ହବିବୁଲ୍ଲା ଖାଁ ଓଡ଼ିଶା ରାଜନୀତିରେ ପ୍ରଥମେ [[ସ୍ୱତନ୍ତ୍ର ପାର୍ଟି]] ଓ ପରେ [[ଭାରତୀୟ ଜାତୀୟ କଂଗ୍ରେସ]]ର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ ନଅ ଥର କାର୍ଯ୍ୟ କରିଥିଲେ । ୧୯୮୦ରୁ ୧୯୮୯ ମସିହା ଯାଏଁ ଓ ୧୯୯୫ରୁ ୧୯୯୯ ମସିହା ଯାଏଁ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।<ref name="Habibulla Khan"/>


=== ବିଧାନ ସଭା ସଭ୍ୟ ବିବରଣୀ ===
=== ବିଧାନ ସଭା ସଭ୍ୟ ବିବରଣୀ ===
୯୮ କ ଧାଡ଼ି: ୯୮ କ ଧାଡ଼ି:
|ଭାରତୀୟ ଜାତୀୟ କଂଗ୍ରେସ
|ଭାରତୀୟ ଜାତୀୟ କଂଗ୍ରେସ
|}
|}

== ମୃତ୍ୟୁ ==
ହବିବୁଲ୍ଲା ଖାଁ ୨୦୧୫ ମସିହାର ଫେବୃଆରୀ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ ।<ref>{{Citation|title=ହବିବୁଲ୍ଲା ଖାଁ|date=2022-04-04|url=https://or.wikipedia.org/w/index.php?title=%E0%AC%B9%E0%AC%AC%E0%AC%BF%E0%AC%AC%E0%AD%81%E0%AC%B2%E0%AD%8D%E0%AC%B2%E0%AC%BE_%E0%AC%96%E0%AC%BE%E0%AC%81&oldid=459570|work=ଉଇକିପିଡ଼ିଆ|language=or|access-date=2022-04-04}}</ref> ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।


== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}


[[ଶ୍ରେଣୀ:୨୦୦୩ ମୃତ୍ୟୁ]]
[[ଶ୍ରେଣୀ:୧୯୩୪ ଜନ୍ମ]]
[[ଶ୍ରେଣୀ:୨୦୧୫ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:ନବରଙ୍ଗପୁର ଜିଲ୍ଲାର ଲୋକ]]
[[ଶ୍ରେଣୀ:ନବରଙ୍ଗପୁର ଜିଲ୍ଲାର ଲୋକ]]
[[ଶ୍ରେଣୀ:୫ମ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୫ମ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୬ଷ୍ଠ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୭ମ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୮ମ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୯ମ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୧୦ମ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୧୧ଶ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୧୨ଶ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୧୩ଶ ଓଡ଼ିଶା ବିଧାନ ସଭାର ସଭ୍ୟ]]

୨୦:୦୯, ୧୬ ଜୁଲାଇ ୨୦୨୩ ହୋଇଥିବା ରିଭିଜନ

ହବିବୁଲ୍ଲା ଖାଁ
ବିଧାୟକ: ୫ମ, ୬ଷ୍ଠ, ୭ମ, ୮ମ, ୯ମ, ୧୦ମ, ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୫୭
ପୂର୍ବ ଅଧିକାରୀସଦାଶିବ ତ୍ରିପାଠୀ
ପର ଅଧିକାରୀମନୋହର ରନ୍ଧାରୀ
ନିର୍ବାଚନ ମଣ୍ଡଳୀନବରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1934-05-01)୧ ମଇ ୧୯୩୪
ମୃତ୍ୟୁ୧୪ ଫେବୃଆରୀ ୨୦୧୫(2015-02-14) (ବୟସ ୮୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ର ପାର୍ଟି, କଂଗ୍ରେସ (ଇ)
ଜୀବନ ସାଥୀଜୟବୁଁ ନିଶା ବେଗମ
ବାପା/ବୋଉହାୟାତ ଖାଁ (ବାପା)
ବୃତ୍ତିରାଜନୀତିଜ୍ଞ

ହବିବୁଲ୍ଲା ଖାଁ (୧ ମଇ ୧୯୩୪ - ୧୪ ଫେବୃଆରୀ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ନଅ ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪, ୧୯୭୭, ୧୯୮୦, ୧୯୮୫, ୧୯୯୦, ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନବରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ, ୮ମ, ୯ମ, ୧୦ମ, ୧୧ଶ, ୧୨ଶ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ହବିବୁଲ୍ଲା ଖାଁ ୧୯୩୪ ମସିହାର ମଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାନ ହାୟାତ ଖାଁ ଓ ପତ୍ନୀଙ୍କ ନାମ ଜୟବୁଁ ନିଶା ବେଗମ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ହବିବୁଲ୍ଲା ଖାଁ ଓଡ଼ିଶା ରାଜନୀତିରେ ପ୍ରଥମେ ସ୍ୱତନ୍ତ୍ର ପାର୍ଟି ଓ ପରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ନଅ ଥର କାର୍ଯ୍ୟ କରିଥିଲେ । ୧୯୮୦ରୁ ୧୯୮୯ ମସିହା ଯାଏଁ ଓ ୧୯୯୫ରୁ ୧୯୯୯ ମସିହା ଯାଏଁ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୪ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ନବରଙ୍ଗପୁର ସ୍ୱତନ୍ତ୍ର ପାର୍ଟି
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ନବରଙ୍ଗପୁର ସ୍ୱତନ୍ତ୍ର ପାର୍ଟି
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ନବରଙ୍ଗପୁର ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ନବରଙ୍ଗପୁର କଂଗ୍ରେସ (ଇ)
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ନବରଙ୍ଗପୁର ଭାରତୀୟ ଜାତୀୟ କଂଗ୍ରେସ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ନବରଙ୍ଗପୁର ଭାରତୀୟ ଜାତୀୟ କଂଗ୍ରେସ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ନବରଙ୍ଗପୁର ଭାରତୀୟ ଜାତୀୟ କଂଗ୍ରେସ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ନବରଙ୍ଗପୁର ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ[ସମ୍ପାଦନା]

ହବିବୁଲ୍ଲା ଖାଁ ୨୦୧୫ ମସିହାର ଫେବୃଆରୀ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Habibulla Khan". odishaassembly.nic.in. Odisha Assembly. Retrieved 4 April 2022.
  2. "ହବିବୁଲ୍ଲା ଖାଁ", ଉଇକିପିଡ଼ିଆ, 2022-04-04, retrieved 2022-04-04