(Go: >> BACK << -|- >> HOME <<)

Jump to content

"ଶୀତଲ ପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୨୫ କ ଧାଡ଼ି: ୨୫ କ ଧାଡ଼ି:
ଶୀତଲ ପିଲାଦିନରୁ ଓଡ଼ିଶୀ ନୃତ୍ୟରେ ପ୍ରଶିକ୍ଷଣ ନେଇଥିଲେ ।<ref name=Sheetal/> ସେ ଅନେକ ମଞ୍ଚରେ ମଧ୍ୟ ନୃତ୍ୟ ପରିବେଶଣ କରିଥିଲେ । [[ତରଙ୍ଗ ଟିଭି]]ରେ ପ୍ରସାରିତ ହେଉଥିବା ଆଧ୍ୟାତ୍ମିକ ଧାରାବାହିକ [[ଶ୍ରୀ ଜଗନ୍ନାଥ(ଧାରାବାହିକ)|ଶ୍ରୀ ଜଗନ୍ନାଥ]]ର ନିର୍ଦ୍ଦେଶକ [[ହର ପଟ୍ଟନାୟକ]] ଶୀତଲଙ୍କୁ ଜଣେ ନର୍ତ୍ତକୀ କେତକି ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।<ref name=ଶୀତଲ>{{cite news|title=Sheetal Patra Is The Young And Talented Actress In Odia Film Industry|url=http://enewsodia.com/sheetal-patra-is-the-young-talented-actress-of-odia-film-industry/|accessdate=9 March 2017|newspaper=E News ଓଡ଼ିଆ|date=29 November 2016}}</ref> ଧାରାବାହିକର କାହାଣୀ ଅନୁସାରେ [[ଜୟଦେବ]] [[ପୁରୀ]]କୁ ଆସି ଅବସ୍ଥାନ କରିବା ବେଳେ କେତେକି ତାଙ୍କ ପାଇଁ [[ଅବଢ଼ା]] ପଠାଉଥିଲେ । ସେହି ଭୂମିକାରେ ଶୀତଲଙ୍କର ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ ।
ଶୀତଲ ପିଲାଦିନରୁ ଓଡ଼ିଶୀ ନୃତ୍ୟରେ ପ୍ରଶିକ୍ଷଣ ନେଇଥିଲେ ।<ref name=Sheetal/> ସେ ଅନେକ ମଞ୍ଚରେ ମଧ୍ୟ ନୃତ୍ୟ ପରିବେଶଣ କରିଥିଲେ । [[ତରଙ୍ଗ ଟିଭି]]ରେ ପ୍ରସାରିତ ହେଉଥିବା ଆଧ୍ୟାତ୍ମିକ ଧାରାବାହିକ [[ଶ୍ରୀ ଜଗନ୍ନାଥ(ଧାରାବାହିକ)|ଶ୍ରୀ ଜଗନ୍ନାଥ]]ର ନିର୍ଦ୍ଦେଶକ [[ହର ପଟ୍ଟନାୟକ]] ଶୀତଲଙ୍କୁ ଜଣେ ନର୍ତ୍ତକୀ କେତକି ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।<ref name=ଶୀତଲ>{{cite news|title=Sheetal Patra Is The Young And Talented Actress In Odia Film Industry|url=http://enewsodia.com/sheetal-patra-is-the-young-talented-actress-of-odia-film-industry/|accessdate=9 March 2017|newspaper=E News ଓଡ଼ିଆ|date=29 November 2016}}</ref> ଧାରାବାହିକର କାହାଣୀ ଅନୁସାରେ [[ଜୟଦେବ]] [[ପୁରୀ]]କୁ ଆସି ଅବସ୍ଥାନ କରିବା ବେଳେ କେତେକି ତାଙ୍କ ପାଇଁ [[ଅବଢ଼ା]] ପଠାଉଥିଲେ । ସେହି ଭୂମିକାରେ ଶୀତଲଙ୍କର ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ ।


ଏହାପରେ ୨୦୧୫ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର [[ଯିଏ ଯାହା କହୁ ମୋର ଢୋ]] ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ [[ମୀନକେତନ]] ଶୀତଲଙ୍କୁ ପ୍ରସ୍ତାବ ଦେଇଥିଲେ ।<ref name=ଶୀତଲ/> ଏହି ଚଳଚ୍ଚିତ୍ରରେ ଶୀତଲଙ୍କ ସ‌ହ ନାୟକ [[ବାବୁଶାନ୍]] ଏବଂ ମୀନକେତନ ମଧ୍ୟ ଅଭିନୟ କରିଥିଲେ ।<ref>{{cite web|title=Jie Jaha Kahu Mora Dho (ଯିଏ ଯାହା କହୁ ମୋର ଢୋ) - 2015 Odia Comedy Film|url=http://ollywood.odiaportal.in/2015/01/jie-jaha-kahu-mora-dho-2015-odia-comedy.html|publisher=Ollywood OdiaPortal|accessdate=9 March 2017}}</ref> ୧୮ ଅକ୍ଟୋବର ୨୦୧୫ରେ ଦୁର୍ଗାପୂଜା ସମୟରେ ବାବୁଶାନଙ୍କ ସ‌ହ ମୁକ୍ତିଲାଭ କରିଥିଲା [[ଭଲ ପାଏ ତୋତେ ୧୦୦ ରୁ ୧୦୦]] ।<ref>{{cite news|title=Bhala Pae Tate 100 ru 100 Odia Movie of Babushan, Sital|url=http://incredibleorissa.com/bhala-pae-tate-100-ru-100-odia-movie/|accessdate=9 March 2017|date=15 October 2015}}</ref> ୨୦୧୬ ନବ ବର୍ଷରେ ପୁଣିଥରେ ବାବୁଶାନ ଏବଂ [[ରିୟା ଦେ|ରିୟା]]ଙ୍କ ସ‌ହ ଶୀତଲଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା [[ତୁ ଯେ ସେଇ]] ।<ref>{{cite news|title=Tu Je Sei Odia Movie of Babusan, Riya, Sheetal, Sarthak Films|url=http://incredibleorissa.com/tu-je-sei-odia-movie/|accessdate=9 March 2017|date=1 January 2016}}</ref> ୨୦୧୬ ଦୁର୍ଗାପୂଜା ସମୟ ମୁକ୍ତିଲାଭ କରିଥିଲା [[ତୋର ଦିନେ କୁ ମୋର ଦିନେ]] । ଏହି ଚଳଚ୍ଚିତ୍ରରେ ଶୀଲଙ୍କ ସ‌ହ ଅମ୍ଳାନ, ରିୟା ଏବଂ [[ଅରିନ୍ଦମ ରାୟ|ଅରିନ୍ଦମ]] ଅଭିନୟ କରିଥିଲେ ।<ref>{{cite news|title=Odia Film in Durga Puja 2016 of Anubhav, Babushan, Arindam|url=http://incredibleorissa.com/odia-films-durga-puja-2016/|accessdate=9 March 2017|date=7 October 2016}}</ref> ୨୦୧୭ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିଲା [[ଦିଲ୍ ଦିୱାନା ହେଇଗଲା]] ।<ref>{{cite news|title=Babushan Mohanty And Sheetal in the upcoming movie "Dil Diwana Heigala"|url=http://enewsodia.com/babushan-mohanty-and-sheetal-in-the-upcoming-movie-dil-diwana-heigala/|accessdate=9 March 2017|date=2 November 2016}}</ref>
ଏହାପରେ ୨୦୧୫ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର [[ଯିଏ ଯାହା କହୁ ମୋର ଢୋ]] ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ [[ମୀନକେତନ]] ଶୀତଲଙ୍କୁ ପ୍ରସ୍ତାବ ଦେଇଥିଲେ ।<ref name=ଶୀତଲ/> ଏହି ଚଳଚ୍ଚିତ୍ରରେ ଶୀତଲଙ୍କ ସ‌ହ ନାୟକ [[ବାବୁଶାନ୍]] ଏବଂ ମୀନକେତନ ମଧ୍ୟ ଅଭିନୟ କରିଥିଲେ ।<ref>{{cite web|title=Jie Jaha Kahu Mora Dho (ଯିଏ ଯାହା କହୁ ମୋର ଢୋ) - 2015 Odia Comedy Film|url=http://ollywood.odiaportal.in/2015/01/jie-jaha-kahu-mora-dho-2015-odia-comedy.html|publisher=Ollywood OdiaPortal|accessdate=9 March 2017}}</ref> ୧୮ ଅକ୍ଟୋବର ୨୦୧୫ରେ ଦୁର୍ଗାପୂଜା ସମୟରେ ବାବୁଶାନଙ୍କ ସ‌ହ ମୁକ୍ତିଲାଭ କରିଥିଲା [[ଭଲପାଏ ତତେ ୧୦୦ ରୁ ୧୦୦]] ।<ref>{{cite news|title=Bhala Pae Tate 100 ru 100 Odia Movie of Babushan, Sital|url=http://incredibleorissa.com/bhala-pae-tate-100-ru-100-odia-movie/|accessdate=9 March 2017|date=15 October 2015}}</ref> ୨୦୧୬ ନବ ବର୍ଷରେ ପୁଣିଥରେ ବାବୁଶାନ ଏବଂ [[ରିୟା ଦେ|ରିୟା]]ଙ୍କ ସ‌ହ ଶୀତଲଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା [[ତୁ ଯେ ସେଇ]] ।<ref>{{cite news|title=Tu Je Sei Odia Movie of Babusan, Riya, Sheetal, Sarthak Films|url=http://incredibleorissa.com/tu-je-sei-odia-movie/|accessdate=9 March 2017|date=1 January 2016}}</ref> ୨୦୧୬ ଦୁର୍ଗାପୂଜା ସମୟ ମୁକ୍ତିଲାଭ କରିଥିଲା [[ତୋର ଦିନେ କୁ ମୋର ଦିନେ]] । ଏହି ଚଳଚ୍ଚିତ୍ରରେ ଶୀଲଙ୍କ ସ‌ହ ଅମ୍ଳାନ, ରିୟା ଏବଂ [[ଅରିନ୍ଦମ ରାୟ|ଅରିନ୍ଦମ]] ଅଭିନୟ କରିଥିଲେ ।<ref>{{cite news|title=Odia Film in Durga Puja 2016 of Anubhav, Babushan, Arindam|url=http://incredibleorissa.com/odia-films-durga-puja-2016/|accessdate=9 March 2017|date=7 October 2016}}</ref> ୨୦୧୭ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିଲା [[ଦିଲ୍ ଦିୱାନା ହେଇଗଲା]] ।<ref>{{cite news|title=Babushan Mohanty And Sheetal in the upcoming movie "Dil Diwana Heigala"|url=http://enewsodia.com/babushan-mohanty-and-sheetal-in-the-upcoming-movie-dil-diwana-heigala/|accessdate=9 March 2017|date=2 November 2016}}</ref>


==ଅଭିନୀତ କଥାଚିତ୍ର==
==ଅଭିନୀତ କଥାଚିତ୍ର==

୧୫:୧୮, ୨୩ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଶୀତଲ ପାତ୍ର
ଜନ୍ମ
ଶୀତଲ ପାତ୍ର

ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୫ରୁ- ଏବେଯାଏଁ

ଶୀତଲ ପାତ୍ର ଜଣେ ଓଡ଼ିଆ ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ଓଡ଼ିଆ ଚଳଚ୍ଚିତ୍ର ଯିଏ ଯାହା କହୁ ମୋର ଢୋରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।[୧] ଶୀତଲ ଓଡ଼ିଶୀ ନୃତ୍ୟର ପ୍ରଶିକ୍ଷଣ ନେଇଛନ୍ତି ।

ପ୍ରାରମ୍ଭିକ ଜୀବନ

ଅଭିନୟ ଜୀବନ

ଶୀତଲ ପିଲାଦିନରୁ ଓଡ଼ିଶୀ ନୃତ୍ୟରେ ପ୍ରଶିକ୍ଷଣ ନେଇଥିଲେ ।[୧] ସେ ଅନେକ ମଞ୍ଚରେ ମଧ୍ୟ ନୃତ୍ୟ ପରିବେଶଣ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଆଧ୍ୟାତ୍ମିକ ଧାରାବାହିକ ଶ୍ରୀ ଜଗନ୍ନାଥର ନିର୍ଦ୍ଦେଶକ ହର ପଟ୍ଟନାୟକ ଶୀତଲଙ୍କୁ ଜଣେ ନର୍ତ୍ତକୀ କେତକି ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।[୨] ଧାରାବାହିକର କାହାଣୀ ଅନୁସାରେ ଜୟଦେବ ପୁରୀକୁ ଆସି ଅବସ୍ଥାନ କରିବା ବେଳେ କେତେକି ତାଙ୍କ ପାଇଁ ଅବଢ଼ା ପଠାଉଥିଲେ । ସେହି ଭୂମିକାରେ ଶୀତଲଙ୍କର ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ ।

ଏହାପରେ ୨୦୧୫ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଯିଏ ଯାହା କହୁ ମୋର ଢୋ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ମୀନକେତନ ଶୀତଲଙ୍କୁ ପ୍ରସ୍ତାବ ଦେଇଥିଲେ ।[୨] ଏହି ଚଳଚ୍ଚିତ୍ରରେ ଶୀତଲଙ୍କ ସ‌ହ ନାୟକ ବାବୁଶାନ୍ ଏବଂ ମୀନକେତନ ମଧ୍ୟ ଅଭିନୟ କରିଥିଲେ ।[୩] ୧୮ ଅକ୍ଟୋବର ୨୦୧୫ରେ ଦୁର୍ଗାପୂଜା ସମୟରେ ବାବୁଶାନଙ୍କ ସ‌ହ ମୁକ୍ତିଲାଭ କରିଥିଲା ଭଲପାଏ ତତେ ୧୦୦ ରୁ ୧୦୦[୪] ୨୦୧୬ ନବ ବର୍ଷରେ ପୁଣିଥରେ ବାବୁଶାନ ଏବଂ ରିୟାଙ୍କ ସ‌ହ ଶୀତଲଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ତୁ ଯେ ସେଇ[୫] ୨୦୧୬ ଦୁର୍ଗାପୂଜା ସମୟ ମୁକ୍ତିଲାଭ କରିଥିଲା ତୋର ଦିନେ କୁ ମୋର ଦିନେ । ଏହି ଚଳଚ୍ଚିତ୍ରରେ ଶୀଲଙ୍କ ସ‌ହ ଅମ୍ଳାନ, ରିୟା ଏବଂ ଅରିନ୍ଦମ ଅଭିନୟ କରିଥିଲେ ।[୬] ୨୦୧୭ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିଲା ଦିଲ୍ ଦିୱାନା ହେଇଗଲା[୭]

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ମନ୍ତବ୍ୟ
୨୦୧୫ ଯିଏ ଯାହା କହୁ ମୋର ଢୋ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
ଭଲପାଏ ତତେ ୧୦୦ ରୁ ୧୦୦
୨୦୧୬ ତୁ ଯେ ସେଇ
ପ୍ରେମରେ ପ୍ରେମରେ
ତୋର ଦିନେ କୁ ମୋର ଦିନେ
୨୦୧୭ ଦିଲ୍ ଦିୱାନା ହେଇଗଲା
ସୁନାପିଲା- ଟିକେ ସ୍କୃ ଢିଲା

ଦୂରଦର୍ଶନ

ଧାରାବାହିକ ଭୂମିକା ଚେନାଲ
ଶ୍ରୀ ଜଗନ୍ନାଥ କେତକି ତରଙ୍ଗ ଟିଭି
ଝୁମ ଓଡ଼ିଶା ଝୁମ୍- ଏଥର ନାଚିବେ ଜୁନିଅର ଯୋଡ଼ି ବିଚାରିକା ତରଙ୍ଗ ଟିଭି

ଆଧାର

  1. ୧.୦ ୧.୧ "SHTEEL ODIA ACTRESS PHOTO- JIE JAHA KAHU MOR DHO HEROINE". Incredible Orissa. 3 January 2015. Retrieved 9 March 2017.
  2. ୨.୦ ୨.୧ "Sheetal Patra Is The Young And Talented Actress In Odia Film Industry". E News ଓଡ଼ିଆ. 29 November 2016. Retrieved 9 March 2017.
  3. "Jie Jaha Kahu Mora Dho (ଯିଏ ଯାହା କହୁ ମୋର ଢୋ) - 2015 Odia Comedy Film". Ollywood OdiaPortal. Retrieved 9 March 2017.
  4. "Bhala Pae Tate 100 ru 100 Odia Movie of Babushan, Sital". 15 October 2015. Retrieved 9 March 2017.
  5. "Tu Je Sei Odia Movie of Babusan, Riya, Sheetal, Sarthak Films". 1 January 2016. Retrieved 9 March 2017.
  6. "Odia Film in Durga Puja 2016 of Anubhav, Babushan, Arindam". 7 October 2016. Retrieved 9 March 2017.
  7. "Babushan Mohanty And Sheetal in the upcoming movie "Dil Diwana Heigala"". 2 November 2016. Retrieved 9 March 2017.