(Go: >> BACK << -|- >> HOME <<)

Jump to content

ଭୁବନେଶ୍ୱର (ଲୋକ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ମୁଦ୍ରଣଯୋଗ୍ୟ ସଂସ୍କରଣ ଆଉ ଏଠାରେ ହୋଇପାରିବ ନାହିଁ । କଲେ ରେଣ୍ଡରିଂ ତ୍ରୁଟି ହୋଇପାରେ । ଦୟାକରି ନିଜ ବ୍ରାଉଜର ବୁକମାର୍କ ଅପଡେଟ କରନ୍ତୁ ଏବଂ ତା' ବଦଳରେ ବ୍ରାଉଜରରେ ଆଗରୁ ଥିବା ପ୍ରିଣ୍ଟ ସୁବିଧା ବ୍ୟବହାର କରନ୍ତୁ ।
ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ
ସାଂସଦ : ଅପରାଜିତା ଷଡ଼ଙ୍ଗୀ (ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୧୬,୯୯,୪୪୮
ଜିଲ୍ଲା: ଖୋର୍ଦ୍ଧା(ଆଂଶିକ)
ବିଧାନସଭା ମଣ୍ଡଳୀ:
  1. ଜୟଦେବ
  2. ଭୁବନେଶ୍ୱର (ମଧ୍ୟ)
  3. ଭୁବନେଶ୍ୱର (ଉତ୍ତର)
  4. ଏକାମ୍ର-ଭୁବନେଶ୍ୱର
  5. ଜଟଣୀ
  6. ବେଗୁନିଆ
  7. ଖୋର୍ଦ୍ଧା

ଭୁବନେଶ୍ୱର ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ ।
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ, ବିଜୁ ଜନତା ଦଳ ପ୍ରାର୍ଥି ମନ୍ମଥ ରାଉତରାୟଙ୍କ ଠାରୁ ୩୫,୧୫୨ ଖଣ୍ଡ ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି।

୨୦୦୮ ମସିହା ପୂର୍ବରୁ ଥିବା ବିଧାନ ସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା:

  1. ଭୁବନେଶ୍ୱର
  2. ଜଟଣି
  3. ଖୋର୍ଦ୍ଧା
  4. ବେଗୁନିଆ
  5. ନୟାଗଡ଼
  6. ଖଣ୍ଡପଡ଼ା
  7. ଦଶପଲ୍ଲା

ନିର୍ବାଚିତ ସାଂସଦଗଣ

ଆଧାର

  1. "General Election 2019 - Election Commission of India". results.eci.gov.in. Retrieved 2019-06-14.
  2. "General Election 2019 - Election Commission of India". results.eci.gov.in. Retrieved 2019-06-14.

ଆହୁରି ଦେଖନ୍ତୁ