(Go: >> BACK << -|- >> HOME <<)

Jump to content

"ଭାବନା ସୋମାୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Regular Character Changes
 
(ଆଉ ଜଣେ ବ୍ୟବହାରକାରୀଙ୍କ ଦ୍ୱାରା ହୋଇଥିବା ମଝି ସଂସ୍କରଣଟିଏ ଦେଖା ଯାଉନାହିଁ)
୩ କ ଧାଡ଼ି: ୩ କ ଧାଡ଼ି:
| image = Bhawana Somaaya.jpg
| image = Bhawana Somaaya.jpg
| alt =
| alt =
| caption = ଭାବନା ସୋମାୟାଙ୍କ ୨୦୦୦ ମସିହାର ଛବି
| caption = Bhawana Somaaya in 2000
| birth_name =
| birth_name =
| birth_date = <!-- {{Birth date and age|df=yes|YYYY|MM|DD}} or {{Birth-date and age|df=yes|Month DD, YYYY}} -->
| birth_date = <!-- {{Birth date and age|df=yes|YYYY|MM|DD}} or {{Birth-date and age|df=yes|Month DD, YYYY}} -->
୧୧ କ ଧାଡ଼ି: ୧୧ କ ଧାଡ଼ି:
| nationality =
| nationality =
| other_names =
| other_names =
|years_active = ୧୯୭୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ
|years_active = 1978 – present
| occupation = ଚଳଚ୍ଚିତ୍ର ସମୀକ୍ଷକ, ଚଳଚ୍ଚିତ୍ର ଐତିହାସିକ,<br /> ସମ୍ପାଦକ ''[[ସ୍କ୍ରୀନ ପତ୍ରିକା]]'' (୨୦୦୦-୨୦୦୭)
| occupation = film critic, [[film historian]],<br /> Editor ''[[Screen (magazine)|Screen]]'' (2000–2007)
| known_for =
| known_for =
|website= {{URL|http://www.bhawanasomaaya.com/}}
|website= {{URL|http://www.bhawanasomaaya.com/}}
}}
}}
ଭାବନା ସୋମାୟା‌<ref>Her name is often misspelled as Bhavana Somaiya or Bhavana Somaya.</ref> ଜଣେ ଭାରତୀୟ ଚଳଚ୍ଚିତ୍ର ସାମ୍ବାଦିକ, ସମାଲୋଚକ, ଲେଖକ ଏବଂ ଐତିହାସିକ ଅଟନ୍ତି । ତାଙ୍କୁ ୨୦୧୭ ମସିହାରେ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।<ref>{{cite web|url=http://www.business-standard.com/article/news-ians/humbled-honoured-to-receive-padma-shri-bhawana-somaaya-117012800525_1.html|title=Humbled, honoured to receive Padma Shri: Bhawana Somaaya|last=IANS|date=28 January 2017|work=Business Standard}}</ref> ୧୯୭୮ ମସିହାରେ ଚଳଚ୍ଚିତ୍ର ସାମ୍ବାଦିକ ଭାବେ ନିଜର କ୍ୟାରିଅର ଆରମ୍ଭ କରି ସେ ୧୯୮୦ ରୁ ୧୯୯୦ ଦଶକ ମଧ୍ୟରେ ଅନେକ ଚଳଚ୍ଚିତ୍ର ପତ୍ରିକା ସହିତ କାମ କରିଛନ୍ତି । ପରେ ସେ ୨୦୦୦ ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଏକ ଅଗ୍ରଣୀ ଚଳଚ୍ଚିତ୍ର ପତ୍ରିକାରେ ସ୍କ୍ରିନର ସମ୍ପାଦକ ରହିଥିଲେ । ସେ ହିନ୍ଦୀ ସିନେମାର ଇତିହାସ ଏବଂ ବଲିଉଡ ତାରକାଙ୍କ ଜୀବନୀ ଉପରେ ସଲାମ ବଲିଉଡ (୨୦୦୦), ଷ୍ଟୋରୀ ସୋ ଫାର (୨୦୦୩) ଇତ୍ୟାଦି ୧୩ରୁ ଅଧିକ ପୁସ୍ତକ ଲେଖିଛନ୍ତି ।
'''ଭାବନା ସୋମାୟା‌'''<ref>Her name is often misspelled as Bhavana Somaiya or Bhavana Somaya.</ref> ଜଣେ ଭାରତୀୟ ଚଳଚ୍ଚିତ୍ର ସାମ୍ବାଦିକ, ସମାଲୋଚକ, ଲେଖକ ଏବଂ ଐତିହାସିକ ଅଟନ୍ତି । ତାଙ୍କୁ ୨୦୧୭ ମସିହାରେ ଭାରତର ରାଷ୍ଟ୍ରପତି [[ପ୍ରଣବ ମୁଖାର୍ଜୀ]] [[ପଦ୍ମଶ୍ରୀ]] ସମ୍ମାନରେ ସମ୍ମାନିତ କରିଥିଲେ ।<ref>{{cite web|url=http://www.business-standard.com/article/news-ians/humbled-honoured-to-receive-padma-shri-bhawana-somaaya-117012800525_1.html|title=Humbled, honoured to receive Padma Shri: Bhawana Somaaya|last=IANS|date=28 January 2017|work=Business Standard}}</ref> ୧୯୭୮ ମସିହାରେ ଚଳଚ୍ଚିତ୍ର ସାମ୍ବାଦିକ ଭାବେ ନିଜର କ୍ୟାରିଅର ଆରମ୍ଭ କରି ସେ ୧୯୮୦ରୁ ୧୯୯୦ ଦଶକ ମଧ୍ୟରେ ଅନେକ ଚଳଚ୍ଚିତ୍ର ପତ୍ରିକା ସହିତ କାମ କରିଛନ୍ତି । ପରେ ସେ ୨୦୦୦ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଅଗ୍ରଣୀ ଚଳଚ୍ଚିତ୍ର ପତ୍ରିକାରେ ସ୍କ୍ରିନର ସମ୍ପାଦକ ରହିଥିଲେ । ସେ ହିନ୍ଦୀ ସିନେମାର ଇତିହାସ ଏବଂ ବଲିଉଡ ତାରକାଙ୍କ ଜୀବନୀ ଉପରେ ''ସଲାମ ବଲିଉଡ'' (୨୦୦୦), ''ଷ୍ଟୋରୀ ସୋ ଫାର'' (୨୦୦୩) ଇତ୍ୟାଦି ୧୩ରୁ ଅଧିକ ପୁସ୍ତକ ଲେଖିଛନ୍ତି ।


==ପ୍ରାରମ୍ଭିକ ଜୀବନ ଓ ପୃଷ୍ଠଭୂମି==
==ପ୍ରାରମ୍ଭିକ ଜୀବନ ଓ ପୃଷ୍ଠଭୂମି==
ସୋମାୟା ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ନିଜର ଆଠ ଭାଇଭଉଣୀଙ୍କ ମଧ୍ୟରେ ସାନ ସନ୍ତାନ ଅଟନ୍ତି ।
ସୋମାୟା [[ମୁମ୍ବାଇ|ମୁମ୍ବାଇରେ]] ଜନ୍ମଗ୍ରହଣ କରିଥିଲେ । ସେ ନିଜର ଆଠ ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ସନ୍ତାନ ଅଟନ୍ତି ।


ସେ ମୁମ୍ବାଇର ସିଓନର ଆମ ଲେଡି ଅଫ ଗୁଡ଼ କାଉନସେଲ ହାଇସ୍କୁଲରୁ ନିଜର ପାଠପଢ଼ା ସାରିଥିଲେ ଏବଂ ଅନ୍ଧେରି ପାଶ୍ଚାତ୍ୟର ଭାଲାବ ସଙ୍ଗିତାଳୟରେ ଭାରତନାଟ୍ୟମ ନୃତ୍ୟରେ ତାଲିମ ପ୍ରାପ୍ତ କରିଥିଲେ ।
ସେ ମୁମ୍ବାଇର ସିଓନର ଆମ ଲେଡି ଅଫ ଗୁଡ଼ କାଉନସେଲ ହାଇସ୍କୁଲରୁ ନିଜର ପାଠପଢ଼ା ସାରିଥିଲେ ଏବଂ ଅନ୍ଧେରି ପଶ୍ଚିମର ଭାଲାବ ସଙ୍ଗିତାଳୟରେ [[ଭରତନାଟ୍ୟମ]] ନୃତ୍ୟରେ ତାଲିମ ପ୍ରାପ୍ତ କରିଥିଲେ ।


ତାଙ୍କ ପାଠପଢ଼ା ପରେ ସେ ସାଇକୋଲୋଜିରେ ସ୍ନାତକ ହାସଲ କରିଥିଲେ ଏବଂ ମୁମ୍ବାଇ ବିଶ୍ୱବିଦ୍ୟାଳୟର ସରକାରୀ ଆଇନ କଲେଜରୁ L.L.Bରେ ଡିଗ୍ରୀ ହାସଲ କରିଥିଲେ । ସେ ମୁମ୍ବାଇର kc କଲେଜରେ ସାମ୍ବାଦିକତା ଅଧ୍ୟୟନ କରିଥିଲେ ।
ତାଙ୍କ ପାଠପଢ଼ା ପରେ ସେ [[ମନସ୍ତତ୍ତ୍ୱ|ମନସ୍ତତ୍ତ୍ୱରେ]] ସ୍ନାତକ ହାସଲ କରିଥିଲେ ଏବଂ ମୁମ୍ବାଇ ବିଶ୍ୱବିଦ୍ୟାଳୟର ସରକାରୀ ଆଇନ କଲେଜରୁ ଏଲଏଲବିରେ ଡିଗ୍ରୀ ହାସଲ କରିଥିଲେ । ସେ ମୁମ୍ବାଇର କେସି କଲେଜରେ ସାମ୍ବାଦିକତା ଅଧ୍ୟୟନ କରିଥିଲେ ।


==ବୃତ୍ତି==
==ବୃତ୍ତି==
ସୋମାୟା ୧୯୭୮ ମସିହାରେ ଚଳଚ୍ଚିତ୍ର ସାମ୍ବାଦିକ ତଥା ସ୍ତମ୍ଭକାର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସୁପର ମାଗାଜିନରେ କାମ କରିବା ପରେ (୧୯୮୦-୧୯୮୧) ସେ ଇଣ୍ଡିଆ ବୁକ ହାଉସ ଦ୍ୱାରା ସହକାରୀ ସମ୍ପାଦକ ଭାବେ ପ୍ରକାଶିତ ଚଳଚ୍ଚିତ୍ର ପତ୍ରିକାରେ ଯୋଗ ଦେଇଥିଲେ ଏବଂ ୧୯୮୫ ମସିହାରେ ସହ-ସମ୍ପାଦକ ହୋଇଥିଲେ ଏବଂ ୧୯୮୮ ପର୍ଯ୍ୟନ୍ତ ସେହିଠାରେ କାର୍ଯ୍ୟ କରିଥିଲେ ।
ସୋମାୟା ୧୯୭୮ ମସିହାରେ ଚଳଚ୍ଚିତ୍ର ସାମ୍ବାଦିକ ତଥା ସ୍ତମ୍ଭକାର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସୁପର ମାଗାଜିନରେ କାମ କରିବା ପରେ (୧୯୮୦-୧୯୮୧) ସେ ଇଣ୍ଡିଆ ବୁକ ହାଉସଦ୍ୱାରା ସହକାରୀ ସମ୍ପାଦକ ଭାବେ ପ୍ରକାଶିତ ଚଳଚ୍ଚିତ୍ର ପତ୍ରିକାରେ ଯୋଗ ଦେଇଥିଲେ ଏବଂ ୧୯୮୫ ମସିହାରେ ସହ-ସମ୍ପାଦକ ହୋଇଥିଲେ ଏବଂ ୧୯୮୮ ପର୍ଯ୍ୟନ୍ତ ସେହିଠାରେ କାର୍ଯ୍ୟ କରିଥିଲେ ।


==ଆଧାର==
==ଆଧାର==
{{ଆଧାର}}


[[ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ]]
[[ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ]]

୧୬:୧୫, ୧୮ ଡିସେମ୍ବର ୨୦୨୧ ହୋଇଥିବା ରିଭିଜନ

ଭାବନା ସୋମାୟା
ଭାବନା ସୋମାୟାଙ୍କ ୨୦୦୦ ମସିହାର ଛବି
ବୃତ୍ତି(ସମୂହ)ଚଳଚ୍ଚିତ୍ର ସମୀକ୍ଷକ, ଚଳଚ୍ଚିତ୍ର ଐତିହାସିକ,
ସମ୍ପାଦକ ସ୍କ୍ରୀନ ପତ୍ରିକା (୨୦୦୦-୨୦୦୭)
ସକ୍ରିୟ ବର୍ଷ୧୯୭୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ
ୱେବସାଇଟwww.bhawanasomaaya.com

ଭାବନା ସୋମାୟା‌[୧] ଜଣେ ଭାରତୀୟ ଚଳଚ୍ଚିତ୍ର ସାମ୍ବାଦିକ, ସମାଲୋଚକ, ଲେଖକ ଏବଂ ଐତିହାସିକ ଅଟନ୍ତି । ତାଙ୍କୁ ୨୦୧୭ ମସିହାରେ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।[୨] ୧୯୭୮ ମସିହାରେ ଚଳଚ୍ଚିତ୍ର ସାମ୍ବାଦିକ ଭାବେ ନିଜର କ୍ୟାରିଅର ଆରମ୍ଭ କରି ସେ ୧୯୮୦ରୁ ୧୯୯୦ ଦଶକ ମଧ୍ୟରେ ଅନେକ ଚଳଚ୍ଚିତ୍ର ପତ୍ରିକା ସହିତ କାମ କରିଛନ୍ତି । ପରେ ସେ ୨୦୦୦ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଅଗ୍ରଣୀ ଚଳଚ୍ଚିତ୍ର ପତ୍ରିକାରେ ସ୍କ୍ରିନର ସମ୍ପାଦକ ରହିଥିଲେ । ସେ ହିନ୍ଦୀ ସିନେମାର ଇତିହାସ ଏବଂ ବଲିଉଡ ତାରକାଙ୍କ ଜୀବନୀ ଉପରେ ସଲାମ ବଲିଉଡ (୨୦୦୦), ଷ୍ଟୋରୀ ସୋ ଫାର (୨୦୦୩) ଇତ୍ୟାଦି ୧୩ରୁ ଅଧିକ ପୁସ୍ତକ ଲେଖିଛନ୍ତି ।

ପ୍ରାରମ୍ଭିକ ଜୀବନ ଓ ପୃଷ୍ଠଭୂମି[ସମ୍ପାଦନା]

ସୋମାୟା ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ ନିଜର ଆଠ ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ସନ୍ତାନ ଅଟନ୍ତି ।

ସେ ମୁମ୍ବାଇର ସିଓନର ଆମ ଲେଡି ଅଫ ଗୁଡ଼ କାଉନସେଲ ହାଇସ୍କୁଲରୁ ନିଜର ପାଠପଢ଼ା ସାରିଥିଲେ ଏବଂ ଅନ୍ଧେରି ପଶ୍ଚିମର ଭାଲାବ ସଙ୍ଗିତାଳୟରେ ଭରତନାଟ୍ୟମ ନୃତ୍ୟରେ ତାଲିମ ପ୍ରାପ୍ତ କରିଥିଲେ ।

ତାଙ୍କ ପାଠପଢ଼ା ପରେ ସେ ମନସ୍ତତ୍ତ୍ୱରେ ସ୍ନାତକ ହାସଲ କରିଥିଲେ ଏବଂ ମୁମ୍ବାଇ ବିଶ୍ୱବିଦ୍ୟାଳୟର ସରକାରୀ ଆଇନ କଲେଜରୁ ଏଲଏଲବିରେ ଡିଗ୍ରୀ ହାସଲ କରିଥିଲେ । ସେ ମୁମ୍ବାଇର କେସି କଲେଜରେ ସାମ୍ବାଦିକତା ଅଧ୍ୟୟନ କରିଥିଲେ ।

ବୃତ୍ତି[ସମ୍ପାଦନା]

ସୋମାୟା ୧୯୭୮ ମସିହାରେ ଚଳଚ୍ଚିତ୍ର ସାମ୍ବାଦିକ ତଥା ସ୍ତମ୍ଭକାର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସୁପର ମାଗାଜିନରେ କାମ କରିବା ପରେ (୧୯୮୦-୧୯୮୧) ସେ ଇଣ୍ଡିଆ ବୁକ ହାଉସଦ୍ୱାରା ସହକାରୀ ସମ୍ପାଦକ ଭାବେ ପ୍ରକାଶିତ ଚଳଚ୍ଚିତ୍ର ପତ୍ରିକାରେ ଯୋଗ ଦେଇଥିଲେ ଏବଂ ୧୯୮୫ ମସିହାରେ ସହ-ସମ୍ପାଦକ ହୋଇଥିଲେ ଏବଂ ୧୯୮୮ ପର୍ଯ୍ୟନ୍ତ ସେହିଠାରେ କାର୍ଯ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. Her name is often misspelled as Bhavana Somaiya or Bhavana Somaya.
  2. IANS (28 January 2017). "Humbled, honoured to receive Padma Shri: Bhawana Somaaya". Business Standard.