(Go: >> BACK << -|- >> HOME <<)

Jump to content

"ବିନୋଦ ରାଠୋଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ re-categorisation
ଟିକେ →‎ବାହାର ଆଧାର: DEFAULTSORT replacement, replaced: {{DEFAULTSORT: → {{Hide text|
୪୪ କ ଧାଡ଼ି: ୪୪ କ ଧାଡ଼ି:
* Diwali 2008 Sunnyvale, US concert updates at '''[http://www.upana.org/events-vinodrathod UPANA]'''
* Diwali 2008 Sunnyvale, US concert updates at '''[http://www.upana.org/events-vinodrathod UPANA]'''
* US, Canada 2008 Tour updates at '''[http://www.ourdigitalvision.com/vinod Our Digital Vision]'''
* US, Canada 2008 Tour updates at '''[http://www.ourdigitalvision.com/vinod Our Digital Vision]'''

{{Hide text|Rathod, Vinod}}


{{Persondata
{{Persondata
୫୪ କ ଧାଡ଼ି: ୫୬ କ ଧାଡ଼ି:
|PLACE OF DEATH=
|PLACE OF DEATH=
}}
}}
{{DEFAULTSORT:Rathod, Vinod}}
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]

୧୮:୧୧, ୨୨ ଅପ୍ରେଲ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ବିନୋଦ ରାଠୋଡ
Background information
ଜନ୍ମମୁମ୍ବାଇ, ଭାରତ
ଶୈଳୀପ୍ରଚ୍ଛଦପଟ୍ଟ ଗାୟନ
ପେଷାପ୍ରଚ୍ଛଦପଟ୍ଟ ଗାୟକ
କାର୍ଯ୍ୟକାଳ୧୯୮୭–ଏବେଯାଏଁ
ୱେବସାଇଟhttp://www.vinodrathod.com

ବିନୋଦ ରାଠୋଡ ହେଉଛନ୍ତି ଗାୟକ ପଣ୍ଡିତ ଚତୁର୍ଭୁଜ ରାଠୋଡଙ୍କ ସୁପୁତ୍ର । ସେ ଜଣେ ସୁବିଦିତ ବଲିଉଡ ପ୍ରଚ୍ଛଦପଟ ଗାୟକ । ତାଙ୍କର ସୁପ୍ରସିଦ୍ଧି ଲାଭ କରିଥିବା ଗିତର ଚଳଚ୍ଚିତ୍ର ଗୁଡିକ ହେଲା ଚଲ୍ ମେରେ ଭାଇ, ଲଗେ ରହୋ ମୁନ୍ନା ଭାଇ, ମିସନ୍ କସ୍ମିର୍ ଏବଂ ବାଜିଗର । [୧]

ବାଲ୍ୟ ଜୀବନ

ବିନୋଦଙ୍କ ଜନ୍ମ ସାସ୍ତ୍ରିୟ ସଙ୍ଗିତଜ୍ଞ ପଣ୍ଡିତ ଚତୁର୍ଭୁଜ ରାଠୋଡଙ୍କ ଘରେ ହୋଇଥିଲା । ପିତା ତାଙ୍କ ଭିତରେ ସଙ୍ଗିତ ପ୍ରତି ପ୍ରଗାଢ ଆଗ୍ରହ ଓ ପ୍ରତିଭା ଦେଖିଥିଲେ । ପରେ ପିତା ତାଙ୍କୁ ସଙ୍ଗିତର ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରିଥିଲେ ।

ବ୍ୟକ୍ତିଗତ ଜୀବନ

ବିନୋଦ ପ୍ରେରଣା ଙ୍କୁ ବିବାହ କରିଛନ୍ତି । ସେ ହଉଛନ୍ତି ପ୍ରଖ୍ୟାତ ବଲିଉଡ ଗାୟକ ରୁପ୍‌କୁମାର ରାଠୋଡ ଓ ଲୋକପ୍ରିୟ ବଲିଉଡ ସଙ୍ଗିତ ନିର୍ଦ୍ଧେଶକ ଶ୍ରବଣ ରାଠୋଡ ଙ୍କ ଭାଇ ।

ବଲିଉଡ ଚଳଚ୍ଚିତ୍ର

  • ଡାଲ୍ ମେଁ କୁଛ୍ କାଲା ହେ (୨୦୧୨)
  • ଜମାନତ୍ (୨୦୦୮)
  • ରାମ ଗୋପାଳ ବର୍ମା କି ଆଗ୍ (୨୦୦୭)
  • ଟ୍ରାଫିକ୍ ସିଗ୍‌ନାଲ୍ (୨୦୦୭)
  • ଲଗେ ରହୋ ମୁନ୍ନା ଭାଇ (୨୦୦୬)
  • ମେରି ମଜ୍‌ବୁରି (୨୦୦୬)
  • ବିସ୍ଫୋଟ୍ [ସଙ୍ଗିତ : ରିତୁରାଜ୍](୨୦୦୫)
  • ପଣ୍ଡିତ୍...ଏକ୍ ୟୋଧା (୨୦୦୫)
  • ମୁନ୍ନାଭାଇ ଏମ୍.ବି.ବି.ଏସ୍. (୨୦୦୩)
  • ଚଲ୍ ମେରେ ଭାଇ (୨୦୦୦)
  • ଜିତ୍ (୧୯୯୬)
  • ବାଜିଗର (୧୯୯୩)
  • ଦିଵାନା (୧୯୯୨)

ଆଧାର

  1. Hindi Lyrics Singer Vinod Rathod

ବାହାର ଆଧାର