(Go: >> BACK << -|- >> HOME <<)

Jump to content

"ପୂଜା ବାନାର୍ଜୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Created by translating the page "Pooja Banerjee"
ଟିକେ Created by translating the page "Pooja Banerjee"
୩୪ କ ଧାଡ଼ି: ୩୪ କ ଧାଡ଼ି:
== ବ୍ୟକ୍ତିଗତ ଜୀବନ ==
== ବ୍ୟକ୍ତିଗତ ଜୀବନ ==
୨୦୧୭ ମସିହାର ଫେବୃଆରୀ ୨୮ ତାରିଖରେ, ସେ ପେଶାଦାର ଭାରତୀୟ ସନ୍ତରଣକାରୀ ସନ୍ଦୀପ ସେଜୱାଲଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି ।<ref>{{Cite web |title=Pooja Banerjee Truly Believes In Paar Dosti Hai'; Says, 'I Know My Husband Since Standard 4'- EXCLUSIVE |url=https://www.spotboye.com/television/television-news/pooja-banerjee-truly-believes-in-pyaar-dosti-hai-says-i-know-my-husband-since-standard-4-exclusive/5ee4c840a7b3fc1bb5533a57 |website=Spotboye}}</ref>
୨୦୧୭ ମସିହାର ଫେବୃଆରୀ ୨୮ ତାରିଖରେ, ସେ ପେଶାଦାର ଭାରତୀୟ ସନ୍ତରଣକାରୀ ସନ୍ଦୀପ ସେଜୱାଲଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି ।<ref>{{Cite web |title=Pooja Banerjee Truly Believes In Paar Dosti Hai'; Says, 'I Know My Husband Since Standard 4'- EXCLUSIVE |url=https://www.spotboye.com/television/television-news/pooja-banerjee-truly-believes-in-pyaar-dosti-hai-says-i-know-my-husband-since-standard-4-exclusive/5ee4c840a7b3fc1bb5533a57 |website=Spotboye}}</ref>

=== ଅଭିନୀତ ଧାରାବାହିକ ===
{| class="wikitable sortable"
!ବର୍ଷ
!ଶୀର୍ଷକ
!ଭୂମିକା
!ଆଧାର
|-
|୨୦୧୧
|''ଏମ୍‌ଟିଭି ରୋଡ଼ିଜ୍''
|ପ୍ରତିଯୋଗୀ
|
|-
|୨୦୧୨
|''ଏକ୍ ଦୁସ୍‌ରେ ସେ କର୍‌ତେ ହେଁ ପ୍ୟାର୍ ହମ୍''
|ତେଜଲ୍ ମଜୁମଦାର
|<ref name="web.archive.org">[https://web.archive.org/web/20131128135631/http://articles.timesofindia.indiatimes.com/2012-05-31/tv/31919888_1_pooja-banerjee-great-fan-role Pooja Banerjee to enter EK Dusre Se Karte Hain -Times Of India]</ref>
|-
|୨୦୧୩–୨୦୧୪
|''ଦି ଆଡ୍‌ଭେଞ୍ଜର୍‌ସ୍ ଅଫ୍ ହାତିମ୍''
|
|<ref name="It's all about the name for Pooja B">{{Cite news|url=https://timesofindia.indiatimes.com/tv/news/hindi/Hatim-Its-all-about-the-name-for-Pooja-Banerjee/articleshow/28151138.cms?|title=It's all about the name for Pooja Banerjee|date=30 December 2013|work=[[Times Of India]]}}<cite class="citation news cs1" data-ve-ignore="true">[https://timesofindia.indiatimes.com/tv/news/hindi/Hatim-Its-all-about-the-name-for-Pooja-Banerjee/articleshow/28151138.cms? "It's all about the name for Pooja Banerjee"]. </cite></ref>
|-
|୨୦୧୩
|''ଘର୍ ଆଜା ପରଦେଶୀ''
|ରୁଦ୍ରାଣୀ
|
|-
|୨୦୧୪–୨-୧୫
|''ବକ୍ସ କ୍ରିକେଟ୍ ଲିଗ୍ ୧''
|ପ୍ରତିଯୋଗୀ
|<ref>{{Cite web |title=Box Cricket League Teams: BCL 2014 Team Details With TV Actors & Names of Celebrities |url=http://www.india.com/showbiz/box-cricket-league-teams-bcl-2014-team-details-with-tv-actors-names-of-celebrities-221217/ |access-date=14 December 2014 |website=india.com}}</ref>
|-
|୨୦୧୫–୨୦୧୬
|''ସ୍ୱିମ୍ ଟୀମ୍''
|ରେୱା ମାଥୁର୍
|<ref name="daily.bhaskar.com">{{Cite web |date=24 March 2015 |title=In Pics: National level swimmer Pooja Banerjee turns glamorous for 'Swim Team' |url=http://daily.bhaskar.com/news/ENT-TV-in-pics-national-level-swimmer-pooja-banerjee-turns-glamorous-for-swim-team-4942432-PHO.html |website=Daily Bhaskar |publisher=}}</ref>
|-
| rowspan="2" |୨୦୧୫
|''ହାଲ୍ଲା ବୋଲ୍ ୨''
|ମୀରା
|
|-
|''ମାନ୍ ନା ମାନ୍ ମେଁ ତେରା ମେହମାନ୍''
|ଅନାରକଲି
|
|-
|୨୦୧୬-୨୦୧୭
|''ନାଗାର୍ଜୁନ-ଏକ ଯୋଦ୍ଧା''
|ନୂରୀ ଶାସ୍ତ୍ରୀ
|
|-
| rowspan="2" |୨୦୧୭
|''ଚନ୍ଦ୍ର ନନ୍ଦିନୀ''
|ବିଶାଖା
|<ref name="The Indian Express">{{Cite news|url=https://indianexpress.com/article/entertainment/television/pooja-banerjee-on-doing-chandra-nandini-see-pic-video-4636178/|title=Pooja Banerjee on doing Chandra Nandini: I was dying to do a negative character|date=2017-05-02|work=The Indian Express|access-date=2018-08-09|language=en-US}}<cite class="citation news cs1" data-ve-ignore="true">[https://indianexpress.com/article/entertainment/television/pooja-banerjee-on-doing-chandra-nandini-see-pic-video-4636178/ "Pooja Banerjee on doing Chandra Nandini: I was dying to do a negative character"]. </cite></ref>
|-
|''ଚନ୍ଦ୍ରକାନ୍ତା''
|
|
|-
| rowspan="3" |୨୦୧୮
|''ବକ୍ସ କ୍ରିକେଟ୍ ଲିଗ୍ ୩''
|ପ୍ରତିଯୋଗୀ
|
|-
|''ଦିଲ୍ ହି ତୋ ହୈ''
|ଆରୋହୀ
|
|-
|''ବିକ୍ରମ ବେତାଳ କି ରହସ୍ୟ ଗାଥା''
|ସୋନପ୍ରଭା
|
|-
|୨୦୧୮–୨୦୨୦
|''କସୌଟି ଜିଙ୍ଗେଦି କେ''
|ନିବେଦିତା ବସୁ ସେନଗୁପ୍ତା
|
|-
| rowspan="2" |୨୦୧୯
|''ବକ୍ସ କ୍ରିକେଟ୍ ଲିଗ୍ ୪''
| rowspan="2" |ପ୍ରତିଯୋଗୀ
|
|-
|''ନାଚ୍ ବଲିୟେ ୯''
|
|-
|୨୦୨୦–୨୦୨୨
|''କୁମ୍‌କୁମ୍ ଭାଗ୍ୟ''
|ରିୟା ମେହେରା
|<ref name="The Times of India">{{Cite web |date=18 July 2020 |title=Pooja Banerjee replaces Naina Singh in 'Kumkum Bhagya' |url=https://timesofindia.indiatimes.com/tv/news/hindi/pooja-banerjee-replaces-naina-singh-in-kumkum-bhagya/articleshow/77023331.cms |access-date=17 February 2021 |website=[[The Times of India]]}}<cite class="citation web cs1" data-ve-ignore="true">[https://timesofindia.indiatimes.com/tv/news/hindi/pooja-banerjee-replaces-naina-singh-in-kumkum-bhagya/articleshow/77023331.cms "Pooja Banerjee replaces Naina Singh in 'Kumkum Bhagya'"]. </cite></ref>
|-
|୨୦୨୩
|''ବଡ଼େ ଅଚ୍ଛେ ଲଗ୍‌ତେ ହେଁ ୨''
|ପିହୁ କପୁର
|
|-
|}

=== ୱେବ୍ ସିରିଜ୍ ===
{| class="wikitable sortable"
!ବର୍ଷ
!ଧାରାବାହିକ
!ଭୂମିକା
!ଆଧାର
|-
|୨୦୧୮-୨୦୨୦
|''କେହେନେ କୋ ହମ୍‌ସଫର୍ ହେଁ''
|ବାଣୀ ମେହେରା
|
|-
|୨୦୧୯
|''ଓନ୍‌ଲି ଫର୍ ସିଙ୍ଗଲ୍‌ସ୍''
|ଅପ୍ପୁ
|
|-
|୨୦୨୦
|''ଦି କସିନୋ''
|ରିୟା ମାରୱା
|<ref name="zee5.com">{{Cite web |title=Meet The Star Cast Of Upcoming ZEE5 Original Web Series The Casino #MyGameMyRules - Zee5 News |url=https://www.zee5.com/zee5news/meet-the-star-cast-of-upcoming-zee5-original-web-series-the-casino-mygamemyrules |access-date=2021-09-20 |website=ZEE5 |language=en}}<cite class="citation web cs1" data-ve-ignore="true">[https://www.zee5.com/zee5news/meet-the-star-cast-of-upcoming-zee5-original-web-series-the-casino-mygamemyrules "Meet The Star Cast Of Upcoming ZEE5 Original Web Series The Casino #MyGameMyRules - Zee5 News"]. </cite></ref>
|}


== ଆଧାର ==
== ଆଧାର ==

୧୫:୩୫, ୧୨ ମଇ ୨୦୨୪ ଅନୁସାରେ କରାଯାଇଥିବା ବଦଳ

Pooja Banerjee
Banerjee at Star Parivaar Awards 2018
ଜନ୍ମ (1991-11-08) ୮ ନଭେମ୍ବର ୧୯୯୧ (ବୟସ ୩୨)
ବୃତ୍ତିActress
ସକ୍ରିୟ ବର୍ଷ2011–present
ପ୍ରସିଦ୍ଧି
ବୈବାହିକ-ସାଥୀ
(m. ୨୦୧୭)
[୧]
ସନ୍ତାନ1

ପୂଜା ବାନାର୍ଜୀ (ଜନ୍ମ: ୮ ନଭେମ୍ବର ୧୯୯୧) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ଏମ୍‌ଟିଭି ରୋଡ଼ିଜ୍ରେ ଜଣେ ପ୍ରତିଯୋଗୀ ଭାବେ ନିଜର ଦୂରଦର୍ଶନ ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ମୁଖ୍ୟ ନାୟିକା ଭାବରେ ଏକ୍ ଦୂସ୍‌ରେ ସେ କର୍‌ତେ ହେଁ ପ୍ୟାର୍ ହମ୍‌ରେ କାମ କରିବା ଆରମ୍ଭ କରିଥିଲେ ।[୨]

ସେ ଏକତା କପୁରଙ୍କ ଦ୍ୱାରା ନିର୍ମିତ ଧାରାବାହିକ ଚନ୍ଦ୍ରକାନ୍ତା, ଚନ୍ଦ୍ର ନନ୍ଦିନୀଦିଲ୍ ଦିଲ୍ ତୋ ହୈ ଆଦିରେ ଅଭିନୟ କରି ପ୍ରାରମ୍ଭିକ ଲୋକପ୍ରିୟତା ପାଇଥିଲେ । ଏହାପରେ ସେ କସୌଟି ଜିନ୍ଦେଗୀ କେରେ ନିବେଦିତା ବସୁ ଭୂମିକାରେ ଓ କୁମ୍‌କୁମ୍ ଭାଗ୍ୟରେ ରିୟା ମେହେରା ଭୂମିକାରେ ଅଭିନୟ କରିବା ପରେ, ସେ ଲୋକପ୍ରିୟତା ପାଇଥିଲେ ଏବଂ ଘରେ ଘରେ ପରିଚିତି ପାଇଥିଲେ । ୨୦୧୮ ମସିହାରୁ ସେ କପୁରଙ୍କ ଦ୍ୱାରା ନିର୍ମିତ ୱେବ୍ ସିରିଜ୍ କେହେନେ କୋ ହମ୍‌ସଫର୍ ହୈର ୩ ଟି ସିଜିନରେ ବାଣୀ ମେହେରାଙ୍କ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ ଜୀବନ

୨୦୧୧ ମସିହାରେ, ସେ ଏମ୍‌ଟିଭି ରୋଡ଼ିଜ୍ ସିଜନ ୮ରେ ଅଂଶଗ୍ରହଣ କରି ଥିଲେ । ୨୦୧୨ ମସିହାରେ ସେ ଷ୍ଟାର୍ ପ୍ଲସ୍‌ରେ ଏକ୍ ଦୁସ୍‌ରେ ସେ କର୍‌ତେ ହୈ ପ୍ୟାର୍ ହମ୍ ଜରିଆରେ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ । ୨୦୧୩ ମସିହାରେ, ସେ ପରଜାଦ୍ ଭାବରେ ଲାଇଫ୍ ଓକେରେ ପ୍ରସାରିତ ଦି ଆଡଭେଞ୍ଚର ଅଫ୍ ହାତିମରେ ଅଭିନୟ କରିଥିଲେ ।[୪]

ସେହି ବର୍ଷ, ସେ ସାହାର ୱାନ୍‌ରେ ପ୍ରସାରିତ ଧାରାବାହିକ ଧାରାବାହିକ ଘର୍ ଆଜା ପରଦେଶୀରେ ରୁଦ୍ରାଣୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ବକ୍ସ କ୍ରିକେଟ୍ ଲିଗ୍‌ର ପ୍ରଥମ ସିଜିନ୍‌ରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ଚେନାଲ୍ ଭିରେ ପ୍ରସାରିତ ଧାରାବାହିକ ସୁଇମ୍ ଟିମ୍‌ରେ କାମ କରିଥିଲେ ।[୨]

୨୦୧୬ ମସିହାରେ, ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ନାଗାର୍ଜୁନରେ ସେ କାମ କରିଥିଲେ ।[୩]

୨୦୧୭ ମସିହାରେ, ସେ ଐତିହାସିକ ରୋମାଣ୍ଟିକ୍ ଡ୍ରାମା ଚନ୍ଦ୍ର ନନ୍ଦିନୀରେ ବିଶାଖା ଓ କାଳ୍ପନିକ ଡ୍ରାମା ଚନ୍ଦ୍ରକାନ୍ତାରେ ସୂର୍ଯ୍ୟକାନ୍ତା ଭାବରେ ସହାୟକ ଭୂମିକାରେ ଅଭିନୟ କରିଥିଲେ ।[୫]

ପରବର୍ତ୍ତୀ ସମୟରେ ସେ ବକ୍ସ କ୍ରିକେଟ୍ ଲିଗ୍‌ର ଚତୁର୍ଥ ସିଜନ୍‌ରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ୨୦୧୮ ମସିହାରେ, ସେ ଧାରାବାହିକ ଦିଲ୍ ହି ତୋ ହୈରେ କାମ କରିଥିଲେ ।

୨୦୧୮ ମସିହାରୁ ୨୦୨୦ ପର୍ଯ୍ୟନ୍ତ, ସେ ୱେବ୍ ସିରିଜ୍ କେହେନେ କୋ ହମ୍‌ସଫର୍ ହୈରେ ବନି ମେହେରା ଭାବରେ ଅଭିନୟ କରିଥିଲେ ଏବଂ ୨୦୧୯ ମସିହାରେ ନାଚ୍ ବଲିୟେ ସିଜନ୍ ୯ରେ ଅଂଶଗ୍ରହଣ କରିଥିଲେ । ୨୦୨୦ ମସିହାରେ ସେ ୱେବ୍ ସିରିଜ୍ ଦି କସିନୋରେ ଅଭିନୟ କରିଥିଲେ ।[୬]

୨୦୨୦ ମସିହାରୁ ୨୦୨୨ ପର୍ଯ୍ୟନ୍ତ, ଧାରାବାହିକ କୁମ୍‌କୁମ୍ ଭାଗ୍ୟରେ ରିୟା ମେହେରା ଭୂକିକା ଅଭିନୟ କରିଥିଲେ ।[୭]

ବ୍ୟକ୍ତିଗତ ଜୀବନ

୨୦୧୭ ମସିହାର ଫେବୃଆରୀ ୨୮ ତାରିଖରେ, ସେ ପେଶାଦାର ଭାରତୀୟ ସନ୍ତରଣକାରୀ ସନ୍ଦୀପ ସେଜୱାଲଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି ।[୮]

ଅଭିନୀତ ଧାରାବାହିକ

ବର୍ଷ ଶୀର୍ଷକ ଭୂମିକା ଆଧାର
୨୦୧୧ ଏମ୍‌ଟିଭି ରୋଡ଼ିଜ୍ ପ୍ରତିଯୋଗୀ
୨୦୧୨ ଏକ୍ ଦୁସ୍‌ରେ ସେ କର୍‌ତେ ହେଁ ପ୍ୟାର୍ ହମ୍ ତେଜଲ୍ ମଜୁମଦାର [୯]
୨୦୧୩–୨୦୧୪ ଦି ଆଡ୍‌ଭେଞ୍ଜର୍‌ସ୍ ଅଫ୍ ହାତିମ୍ [୪]
୨୦୧୩ ଘର୍ ଆଜା ପରଦେଶୀ ରୁଦ୍ରାଣୀ
୨୦୧୪–୨-୧୫ ବକ୍ସ କ୍ରିକେଟ୍ ଲିଗ୍ ୧ ପ୍ରତିଯୋଗୀ [୧୦]
୨୦୧୫–୨୦୧୬ ସ୍ୱିମ୍ ଟୀମ୍ ରେୱା ମାଥୁର୍ [୧୧]
୨୦୧୫ ହାଲ୍ଲା ବୋଲ୍ ୨ ମୀରା
ମାନ୍ ନା ମାନ୍ ମେଁ ତେରା ମେହମାନ୍ ଅନାରକଲି
୨୦୧୬-୨୦୧୭ ନାଗାର୍ଜୁନ-ଏକ ଯୋଦ୍ଧା ନୂରୀ ଶାସ୍ତ୍ରୀ
୨୦୧୭ ଚନ୍ଦ୍ର ନନ୍ଦିନୀ ବିଶାଖା [୫]
ଚନ୍ଦ୍ରକାନ୍ତା
୨୦୧୮ ବକ୍ସ କ୍ରିକେଟ୍ ଲିଗ୍ ୩ ପ୍ରତିଯୋଗୀ
ଦିଲ୍ ହି ତୋ ହୈ ଆରୋହୀ
ବିକ୍ରମ ବେତାଳ କି ରହସ୍ୟ ଗାଥା ସୋନପ୍ରଭା
୨୦୧୮–୨୦୨୦ କସୌଟି ଜିଙ୍ଗେଦି କେ ନିବେଦିତା ବସୁ ସେନଗୁପ୍ତା
୨୦୧୯ ବକ୍ସ କ୍ରିକେଟ୍ ଲିଗ୍ ୪ ପ୍ରତିଯୋଗୀ
ନାଚ୍ ବଲିୟେ ୯
୨୦୨୦–୨୦୨୨ କୁମ୍‌କୁମ୍ ଭାଗ୍ୟ ରିୟା ମେହେରା [୭]
୨୦୨୩ ବଡ଼େ ଅଚ୍ଛେ ଲଗ୍‌ତେ ହେଁ ୨ ପିହୁ କପୁର

ୱେବ୍ ସିରିଜ୍

ବର୍ଷ ଧାରାବାହିକ ଭୂମିକା ଆଧାର
୨୦୧୮-୨୦୨୦ କେହେନେ କୋ ହମ୍‌ସଫର୍ ହେଁ ବାଣୀ ମେହେରା
୨୦୧୯ ଓନ୍‌ଲି ଫର୍ ସିଙ୍ଗଲ୍‌ସ୍ ଅପ୍ପୁ
୨୦୨୦ ଦି କସିନୋ ରିୟା ମାରୱା [୬]

ଆଧାର

  1. "Swimming is his first love: Pooja Banerjee on national swimmer husband Sandeep Sejwal". The Times of India. 27 August 2018. Retrieved 21 June 2022.
  2. ୨.୦ ୨.୧ "Pooja Banerjee's love for bikes". Times Of India. 19 April 2013. ଆଧାର ଭୁଲ: Invalid <ref> tag; name "Pooja Banerjee's love for bikes" defined multiple times with different content
  3. ୩.୦ ୩.୧ "Jodha Akbar and other TV shows: How the actors cope with shooting in hot, open locales". Archived from the original on 2 May 2015. ଆଧାର ଭୁଲ: Invalid <ref> tag; name "hindustantimes.com" defined multiple times with different content
  4. ୪.୦ ୪.୧ "It's all about the name for Pooja Banerjee". Times Of India. 30 December 2013. ଆଧାର ଭୁଲ: Invalid <ref> tag; name "It's all about the name for Pooja B" defined multiple times with different content
  5. ୫.୦ ୫.୧ "Pooja Banerjee on doing Chandra Nandini: I was dying to do a negative character". The Indian Express (in ଆମେରିକୀୟ ଇଂରାଜୀ). 2017-05-02. Retrieved 2018-08-09. ଆଧାର ଭୁଲ: Invalid <ref> tag; name "The Indian Express" defined multiple times with different content
  6. ୬.୦ ୬.୧ "Meet The Star Cast Of Upcoming ZEE5 Original Web Series The Casino #MyGameMyRules - Zee5 News". ZEE5 (in ଇଂରାଜୀ). Retrieved 2021-09-20. ଆଧାର ଭୁଲ: Invalid <ref> tag; name "zee5.com" defined multiple times with different content
  7. ୭.୦ ୭.୧ "Pooja Banerjee replaces Naina Singh in 'Kumkum Bhagya'". The Times of India. 18 July 2020. Retrieved 17 February 2021. ଆଧାର ଭୁଲ: Invalid <ref> tag; name "The Times of India" defined multiple times with different content
  8. "Pooja Banerjee Truly Believes In Paar Dosti Hai'; Says, 'I Know My Husband Since Standard 4'- EXCLUSIVE". Spotboye.
  9. Pooja Banerjee to enter EK Dusre Se Karte Hain -Times Of India
  10. "Box Cricket League Teams: BCL 2014 Team Details With TV Actors & Names of Celebrities". india.com. Retrieved 14 December 2014.
  11. "In Pics: National level swimmer Pooja Banerjee turns glamorous for 'Swim Team'". Daily Bhaskar. 24 March 2015.

ବାହାର ଲିଙ୍କ୍