(Go: >> BACK << -|- >> HOME <<)

Jump to content

"ଓଡ଼ିଆ ଭାଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ କହାଯାଇଥାଏ ଲେଖାଟିକୁ କୁହାଯାଇଥାଏ କଲି |
ଟିକେ ଶାସ୍ତ୍ରୀୟ ମାନ୍ୟତା
୨୫ କ ଧାଡ଼ି: ୨୫ କ ଧାଡ଼ି:
<ref name=Yahoo>{{cite news|title=Cabinet nod for Odia as classical language|url=http://in.news.yahoo.com/cabinet-nod-odia-classical-language-095412705.html|accessdate=20 February 2014|newspaper=Yahoo News|date=20 February 2014}}</ref>
<ref name=Yahoo>{{cite news|title=Cabinet nod for Odia as classical language|url=http://in.news.yahoo.com/cabinet-nod-odia-classical-language-095412705.html|accessdate=20 February 2014|newspaper=Yahoo News|date=20 February 2014}}</ref>
<ref>{{cite news|title=Decks cleared for Odia to get classical status|url=http://odishasuntimes.com/32926/classical-tag-odia-long-last/|accessdate=20 February 2014|newspaper=The Odisha Sun Times|date=20 February 2014}}</ref>
<ref>{{cite news|title=Decks cleared for Odia to get classical status|url=http://odishasuntimes.com/32926/classical-tag-odia-long-last/|accessdate=20 February 2014|newspaper=The Odisha Sun Times|date=20 February 2014}}</ref>
<ref name=orissareview>{{cite book|last=Swetapadma|first=Mohapatra|title=Recognition of Classical Status for Odia Language|date=August 2013|publisher=Government of Odisha|isbn=0970‐8669|page=92-93|url=http://orissa.gov.in/e-magazine/Orissareview/2013/aug-sept/engpdf/93-94.pdf}}</ref>
<ref name=orissareview>{{cite book|last=Swetapadma|first=Mohapatra|title=Recognition of Classical Status for Odia Language|date=August 2013|publisher=Government of Odisha|page=92-93|url=http://orissa.gov.in/e-magazine/Orissareview/2013/aug-sept/engpdf/93-94.pdf}}</ref>
<ref>{{cite book|last=Misra|first=Surya Narayan|publisher=Odisha Review|title=Language and Language Policy in India|url=http://orissa.gov.in/e-magazine/Orissareview/2014/mar/engpdf/15-18.pdf}}</ref>
<ref>{{cite book|last=Misra|first=Surya Narayan|publisher=Odisha Review|title=Language and Language Policy in India|url=http://orissa.gov.in/e-magazine/Orissareview/2014/mar/engpdf/15-18.pdf}}</ref>


୩୬ କ ଧାଡ଼ି: ୩୬ କ ଧାଡ଼ି:
ଇଂଲଣ୍ଡର କୁଇନଟେସେନସିଆଲଙ୍କ ଭାଷା ବିଭାଗର ମତରେ<ref>[http://www.kwintessential.co.uk/language/about/oriya.html Oriya language]</ref> [[ଧଉଳି]]ଠାରୁ ମିଳିଥିବା ଅଶୋକଙ୍କ ସମୟର ଶିଳାଲେଖ, ଜଉଗଡ଼ର ଶିଳାଲେଖ ଆଉ ଖାରବେଳଙ୍କ ବେଳରେ ତିଆରି [[ଖଣ୍ଡଗିରି]] ଓ ହାତିଗୁମ୍ଫାର ଶିଳାଲେଖ ଓଡ଼ିଆ ଭାଷାର ମୂଳ ଇତିହାସ ଉପରେ ସୂଚନା ଦିଏ । ହାତିଗୁମ୍ଫାର ଶିଳାଲେଖରୁ ଜଣା ଯାଏ ଯେ ଆଧୁନିକ ଓଡ଼ିଆ ଭାଷାର ମୂଳ [[ପାଳି ଭାଷା]]ରୁ । ହାତିଗୁମ୍ଫାର ଶିଳାଲେଖରେ ଲେଖା ଭାଷା ହେଉଛି [[ପାଳି ଭାଷା|ପାଳି]] ଆଉ ଲିପି ହେଉଛି [[ବ୍ରାହ୍ମୀ]], ତେବେ ଏହି ଶିଳାଲେଖ ହିଁ ପ୍ରମାଣ କରିଦିଏ ଯେ ଓଡ଼ିଆ ଭାଷା ଅନ୍ୟ ଭାଷାଠୁ ପୁରାତନ । ସଂସ୍କୃତ ଭାଷାର ପ୍ରଭାବରେ ପୁରୁଣା [[ପାଳି ଭାଷା]]ରେ ଅନେକ ଜାଗାରେ ଶବ୍ଦ ସବୁ ବଦଳି ଯାଇଛି । ତେବେ ଓଡ଼ିଆରେ ବିଦେଶୀ ଭାଷାର ପ୍ରଭାବ ଖୁବ କମ ଦେଖାଯାଏ ଯାହାକି ଅନ୍ୟ ଭାରତୀୟ ଭାଷାଠାରୁ ଖୁବ ଗୌଣ । ପ୍ରଫେସର ଅଡେନବର୍ଗଙ୍କ ମତରେ [[ପାଳି ଭାଷା|ପାଳି]] ଭାଷା ହିଁ ଓଡ଼ିଆ ଭାଷାର ମୂଳ ।
ଇଂଲଣ୍ଡର କୁଇନଟେସେନସିଆଲଙ୍କ ଭାଷା ବିଭାଗର ମତରେ<ref>[http://www.kwintessential.co.uk/language/about/oriya.html Oriya language]</ref> [[ଧଉଳି]]ଠାରୁ ମିଳିଥିବା ଅଶୋକଙ୍କ ସମୟର ଶିଳାଲେଖ, ଜଉଗଡ଼ର ଶିଳାଲେଖ ଆଉ ଖାରବେଳଙ୍କ ବେଳରେ ତିଆରି [[ଖଣ୍ଡଗିରି]] ଓ ହାତିଗୁମ୍ଫାର ଶିଳାଲେଖ ଓଡ଼ିଆ ଭାଷାର ମୂଳ ଇତିହାସ ଉପରେ ସୂଚନା ଦିଏ । ହାତିଗୁମ୍ଫାର ଶିଳାଲେଖରୁ ଜଣା ଯାଏ ଯେ ଆଧୁନିକ ଓଡ଼ିଆ ଭାଷାର ମୂଳ [[ପାଳି ଭାଷା]]ରୁ । ହାତିଗୁମ୍ଫାର ଶିଳାଲେଖରେ ଲେଖା ଭାଷା ହେଉଛି [[ପାଳି ଭାଷା|ପାଳି]] ଆଉ ଲିପି ହେଉଛି [[ବ୍ରାହ୍ମୀ]], ତେବେ ଏହି ଶିଳାଲେଖ ହିଁ ପ୍ରମାଣ କରିଦିଏ ଯେ ଓଡ଼ିଆ ଭାଷା ଅନ୍ୟ ଭାଷାଠୁ ପୁରାତନ । ସଂସ୍କୃତ ଭାଷାର ପ୍ରଭାବରେ ପୁରୁଣା [[ପାଳି ଭାଷା]]ରେ ଅନେକ ଜାଗାରେ ଶବ୍ଦ ସବୁ ବଦଳି ଯାଇଛି । ତେବେ ଓଡ଼ିଆରେ ବିଦେଶୀ ଭାଷାର ପ୍ରଭାବ ଖୁବ କମ ଦେଖାଯାଏ ଯାହାକି ଅନ୍ୟ ଭାରତୀୟ ଭାଷାଠାରୁ ଖୁବ ଗୌଣ । ପ୍ରଫେସର ଅଡେନବର୍ଗଙ୍କ ମତରେ [[ପାଳି ଭାଷା|ପାଳି]] ଭାଷା ହିଁ ଓଡ଼ିଆ ଭାଷାର ମୂଳ ।


ଓଡ଼ିଆ ଶବ୍ଦର ବ୍ୟବହାର ଅନେକ ଗୁଡ଼ିଏ ଜାଗାରେ ୭ମ ମସିହାର ଶିଳାଲିପିରେ ଦେଖିବାକୁ ମିଳିଥାଏ । ଯେମିତିକି ଓଡ଼ିଆ ଶବ୍ଦ କୁମ୍ଭାର /kumbha:rɔ/ ର ବ୍ୟବହାର ୭ମ ମସିହାର ତମ୍ବାପଟାରେ ଲେଖାଥିବାର ଦେଖିବାକୁ ମିଳେ । ସେମିତି ୯୯୧ ସନର ଲେଖରେ ଓ ୭୧୫ ସନର ଲେଖରେ ଓଡ଼ିଆ ଶବ୍ଦ '''ଭିତୁରୁ''' /bhituru/ ଆଉ ପନ୍ଦର /pɔndɔrɔ/ ପ୍ରଭୃତିର ବ୍ୟବହାର ଦେଖିବାକୁ ମିଳେ। [[ଫାଇଲ:East-Hem 200ad.jpg|thumb|ଅତୀତର କଳିଙ୍ଗ ଭୁଇଁ]]
ଓଡ଼ିଆ ଶବ୍ଦର ବ୍ୟବହାର ଅନେକ ଗୁଡ଼ିଏ ଜାଗାରେ ୭ମ ମସିହାର ଶିଳାଲିପିରେ ଦେଖିବାକୁ ମିଳିଥାଏ । ଯେମିତିକି ଓଡ଼ିଆ ଶବ୍ଦ କୁମ୍ଭାର /kumbha:rɔ/ ର ବ୍ୟବହାର ୭ମ ଶତାବ୍ଦୀର ତମ୍ବାପଟାରେ ଲେଖାଥିବାର ଦେଖିବାକୁ ମିଳେ । ସେମିତି ୯୯୧ ସନର ଲେଖରେ ଓ ୭୧୫ ସନର ଲେଖରେ ଓଡ଼ିଆ ଶବ୍ଦ '''ଭିତୁରୁ''' /bhituru/ ଆଉ ପନ୍ଦର /pɔndɔrɔ/ ପ୍ରଭୃତିର ବ୍ୟବହାର ଦେଖିବାକୁ ମିଳେ। [[ଫାଇଲ:East-Hem 200ad.jpg|thumb|ଅତୀତର କଳିଙ୍ଗ ଭୁଇଁ]]
==ଶାସ୍ତ୍ରୀୟ ମାନ୍ୟତା==
୨୦ ଫେବୃଆରୀ ୨୦୧୫ରେ ଦିନ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତା ଦେଇଥିଲେ । ଏହି ମାନ୍ୟତା ପାଇବାରେ ଓଡ଼ିଆ ହେଲା ଷଷ୍ଠ ଭାଷା । ଏହା ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ ଓ ମାଲାୟାଲମକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିସାରିଛି । କେନ୍ଦ୍ର କ୍ୟାବିନେଟ୍ ଫେବୃଆରୀ ୨୦ ତାରିଖରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଲେ । ୨୦୧୩ ମସିହା ଜୁଲାଇ ୨୩ ତାରିଖରେ ଭାଷାବିଶେଷଜ୍ଞ କମିଟି ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଶାସ୍ତ୍ରୀୟ ଭାଷା ହେବା ଫଳରେ ଓଡିଆ ଭାଷାରେ ଉଲ୍ଲେଖନୀୟ ଅବଦାନ ସକାଶେ ପ୍ରତିବର୍ଷ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଏହାଛଡା ଓଡ଼ିଆ ଭାଷା ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ସ୍ଥାପନ କରିବାକୁ ସୁଯୋଗ ମିଳିବ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଓଡିଆ ଶିକ୍ଷାବିତମାନେ ନିଯୁକ୍ତିର ସୁଯୋଗ ପାଇ ପାରିବେ ।<ref>http://www.telegraphindia.com/1140221/jsp/frontpage/story_18004148.jsp#.U4Vkwljk4xA</ref><ref>http://timesofindia.indiatimes.com/city/bhubaneswar/Milestone-for-state-as-Odia-gets-classical-language-status/articleshow/30779140.cms</ref>


== ଓଡ଼ିଆ କଥନ ==
== ଓଡ଼ିଆ କଥନ ==

* କହୁଥିବା ଲୋକସଂଖ୍ୟା: ୩,୩୦,୧୭,୪୪୬ (୨୦୧୧)<ref>http://censusindia.gov.in/Census_Data_2001/Census_Data_Online/Language/Statement1.htm</ref>
* କହୁଥିବା ଲୋକସଂଖ୍ୟା: ୩,୩୦,୧୭,୪୪୬ (୨୦୧୧)<ref>http://censusindia.gov.in/Census_Data_2001/Census_Data_Online/Language/Statement1.htm</ref>
* କୁହାଯାଉଥିବା ସ୍ଥାନ: [[ଓଡିଶା]] ([[ଭାରତ]])
* କୁହାଯାଉଥିବା ସ୍ଥାନ: [[ଓଡିଶା]] ([[ଭାରତ]])
୪୬ କ ଧାଡ଼ି: ୪୭ କ ଧାଡ଼ି:


=== ସ୍ଵରବର୍ଣ୍ଣ ===
=== ସ୍ଵରବର୍ଣ୍ଣ ===

{| class="wikitable"
{| class="wikitable"
!align="left" valign="top"|ଲିଖନ
!align="center" valign="top"|ନାମ
!align="center" valign="top"|ଉଚ୍ଚାରଣ
|-
|-
|align="left" valign="top"|
| align="center" style="background:#f0f0f0;"|'''ଲିଖନ'''
|align="center" valign="top"|a
| align="center"|'''ଅ'''
|align="center" valign="top"|/ɔ/
| align="center" |'''ଆ'''
| align="center" |'''ଇ'''
| align="center" |'''ଈ'''
| align="center" |'''ଉ'''
| align="center" |'''ଊ'''
| align="center" |'''ଋ'''
| align="center" |'''ଏ'''
| align="center" |'''ଓ'''
|-
|-
| '''ନାମ'''||a||ā||i||ī||u||ū||r̥||e||o
|align="left" valign="top"|ଆ
|align="center" valign="top"|ā
|align="center" valign="top"|/a/
|-
|-
| '''ଉଚ୍ଚାରଣ'''||/ɔ/||/a/||/i/||/i/||/u/||/u/||/ru/||/e/||/o/
|align="left" valign="top"|ଇ
|align="center" valign="top"|i
|align="center" valign="top"|/i/
|-
|-
|align="left" valign="top"|ଈ
|align="center" valign="top"|ī
|align="center" valign="top"|/i/
|-
|align="left" valign="top"|ଉ
|align="center" valign="top"|u
|align="center" valign="top"|/u/
|-
|align="left" valign="top"|ଊ
|align="center" valign="top"|ū
|align="center" valign="top"|/u/
|-
|align="left" valign="top"|ଋ
|align="center" valign="top"|i
|align="center" valign="top"|/i/
|-
|align="left" valign="top"|ଈ
|align="center" valign="top"|r̥
|align="center" valign="top"|/ru/
|-
|align="left" valign="top"|ଏ
|align="center" valign="top"|e
|align="center" valign="top"|/e/
|-
|align="left" valign="top"|ଓ
|align="center" valign="top"|o
|align="center" valign="top"|/o/
|}
|}

* ଏଇଟିକୁ ଦେଖନ୍ତୁ: [[:Image:Oriyavowels.jpg]]

== ଇଉନିକୋଡ଼ରେ ଓଡ଼ିଆ ==
== ଇଉନିକୋଡ଼ରେ ଓଡ଼ିଆ ==

ଓଡ଼ିଆର [[Unicode|ଇଉନିକୋଡ଼]] ଲିପି ଏହିପରି - U+0B00 ଉଦାହରଣ: U+0B7F । ଧୂଷର ଜାଗାସବୁ ଦିଆଯାଇନଥିବା କୋଡ଼ ପାଇଁ ।
ଓଡ଼ିଆର [[Unicode|ଇଉନିକୋଡ଼]] ଲିପି ଏହିପରି - U+0B00 ଉଦାହରଣ: U+0B7F । ଧୂଷର ଜାଗାସବୁ ଦିଆଯାଇନଥିବା କୋଡ଼ ପାଇଁ ।


୧୦୨ କ ଧାଡ଼ି: ୭୧ କ ଧାଡ଼ି:


== ଆଧାର ==
== ଆଧାର ==
{{ଆଧାର|2}}
{{Reflist|30em}}


== ବାହାର ଲିଙ୍କ ==
== ବାହାର ଲିଙ୍କ ==
୧୧୨ କ ଧାଡ଼ି: ୮୧ କ ଧାଡ଼ି:
{{ଓଡ଼ିଶା ପ୍ରସଙ୍ଗ}}
{{ଓଡ଼ିଶା ପ୍ରସଙ୍ଗ}}


[[ଶ୍ରେଣୀ:ଭାଷା]]
[[ଶ୍ରେଣୀ:ଓଡ଼ିଆ ଭାଷା]]
[[ଶ୍ରେଣୀ:ଓଡ଼ିଆ ଭାଷା]]
[[ଶ୍ରେଣୀ:ଭାରତର ସାମ୍ବିଧାନିକ ଭାଷା]]
[[ଶ୍ରେଣୀ:ଭାରତର ସାମ୍ବିଧାନିକ ଭାଷା]]

୦୦:୧୯, ୯ ଜାନୁଆରୀ ୨୦୧୫ ଅନୁସାରେ କରାଯାଇଥିବା ବଦଳ

ଓଡ଼ିଆ (ōḍiā)
Native toଭାରତଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଦି ଆରବ, ବର୍ମା, ମାଲେସିଆ, ସିଙ୍ଗାପୁର, ସିଂହଳରେ ବସବାସ କରୁଥିବା ଓଡ଼ିଆ
ଅଞ୍ଚଳଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ
ମାତୃଭାଷୀ
୩,୩୦,୧୭,୪୪୬ (୨୦୧୧)
ଓଡ଼ିଆ ଲିପି
ଆଧିକାରିକ ସ୍ଥିତି
କେଉଁଠି ରାଜଭାଷା:
ଓଡ଼ିଶା
ଭାଷା କୋଡ୍
ISO ୬୩୯-୧or
ISO ୬୩୯-୨ori
ISO ୬୩୯-୩ori
ଭାରତରେ ମାତୃଭାଷା ଓଡ଼ିଆରେ କଥାହେଉଥିବା ଲୋକ

ଓଡ଼ିଆ ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶଗୁଜରାଟ (ମୂଳତଃ ସୁରଟ[୧])ରେ କୁହାଯାଇଥାଏ । ଏହା ଓଡ଼ିଶାର ପ୍ରଶାସନିକ ଭାଷା । ଏହା ଭାରତର ସମ୍ବିଧାନ ସ୍ଵିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।[୨][୩][୪] [୫][୬][୭] ଓଡ଼ିଆ ପ୍ରଥମ ଇଣ୍ଡୋ-ଆର୍ଯ୍ୟ ଭାଷା ଭାବରେ ଓ ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ୱତନ୍ତ୍ର ଓ ଅନ୍ୟ ଭାଷାଦ୍ୱାରା ପ୍ରଭାବିତ ହୋଇନ‌ଥିବା ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । [୮] [୯] [୧୦] [୧୧] [୧୨] [୧୩]

ଓଡ଼ିଆ କହାଯାଉଥିବା ପାଖାପାଖି ରାଜ୍ୟ

ଓଡ଼ିଆ ଭାଷା ଭାଷା ଓଡ଼ିଶା ପାଖାପାଖି ଅନେକ ରାଜ୍ୟରେ କହାଯାଏ । ପଶ୍ଚିମ ବଙ୍ଗଳାର ମେଦିନୀପୁର ସମେତ ଆହୁରି ଅନେକ ଅଞ୍ଚଳ, ଝାଡ଼ଖଣ୍ଡର ସିଂହଭୂମି ଜିଲା, ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗରବିଶାଖାପଟନମ ଜିଲ୍ଲା, ଛତିଶଗଡ଼ର ପୂର୍ବ ଜିଲ୍ଲାମାନଙ୍କରେ ବହୁଳ ଭାବରେ କୁହା ଯାଏ । ଗୁଜୁରାଟର ସୁରଟ ଭାରତର ଦ୍ଵିତୀୟ ଓଡ଼ିଆ ଭାଷା ବହୁଳ ଅଞ୍ଚଳ । ଏହାଛଡା ବେଙ୍ଗାଳୁରୁ, ହାଇଦ୍ରାବାଦ, ପଣ୍ଡିଚେରୀ, ଚେନ୍ନାଇ, ଗୋଆ, ମୁମ୍ବାଇ, ଜାମସେଦପୁର, ବରୋଦା, ରାୟପୁର, ଅହମଦାବାଦ, ଦିଲ୍ଲୀ, କଲିକତା, ଖଡ଼ଗପୁର, ଗୁଆହାଟୀ, ପୁନେସିଲଭାସା ଆଦି ସହରରେ ଓଡ଼ିଆ ଭାଷାଭାଷୀ ଲୋକ ଦେଖାଯାନ୍ତି ।

ଇତିହାସ

ଓଡ଼ିଆ ଏକ ଭାରତୀୟ ଭାଷା । ମୂଳ ଓଡ଼ିଆ ଭାଷା ପାଳିମାଗଧୀ ପ୍ରାକୃତରୁ ସିଧା ସୃଷ୍ଟି ହୋଇଥିବା ଭାଷା ବିଜ୍ଞାନୀମାନେ ପ୍ରମାଣ ଦିଅନ୍ତି, ଏହି ଭାଷା ଭାରତରରେ ୨,୫୦୦ ବର୍ଷରୁ ଅଧିକ ବର୍ଷ ଆଗରୁ କହାଯାଉଥିଲା[୧୪]ବୌଦ୍ଧ ଧର୍ମର ତିପିଟକଓ ଜୈନ ଧର୍ମଗ୍ରନ୍ଥର ମୂଳ ଭାଷା ଥିଲା । [୧୫] । ଓଡ଼ିଆ ବାକି ଭାରତୀୟ ଭାଷାମାନଙ୍କ ତୁଳନାରେ ଖୁବ କମ ପାରସୀଆରବୀ ଭାଷା ଦ୍ଵାରା ପ୍ରାଭାବିତ ।

ଇଂଲଣ୍ଡର କୁଇନଟେସେନସିଆଲଙ୍କ ଭାଷା ବିଭାଗର ମତରେ[୧୬] ଧଉଳିଠାରୁ ମିଳିଥିବା ଅଶୋକଙ୍କ ସମୟର ଶିଳାଲେଖ, ଜଉଗଡ଼ର ଶିଳାଲେଖ ଆଉ ଖାରବେଳଙ୍କ ବେଳରେ ତିଆରି ଖଣ୍ଡଗିରି ଓ ହାତିଗୁମ୍ଫାର ଶିଳାଲେଖ ଓଡ଼ିଆ ଭାଷାର ମୂଳ ଇତିହାସ ଉପରେ ସୂଚନା ଦିଏ । ହାତିଗୁମ୍ଫାର ଶିଳାଲେଖରୁ ଜଣା ଯାଏ ଯେ ଆଧୁନିକ ଓଡ଼ିଆ ଭାଷାର ମୂଳ ପାଳି ଭାଷାରୁ । ହାତିଗୁମ୍ଫାର ଶିଳାଲେଖରେ ଲେଖା ଭାଷା ହେଉଛି ପାଳି ଆଉ ଲିପି ହେଉଛି ବ୍ରାହ୍ମୀ, ତେବେ ଏହି ଶିଳାଲେଖ ହିଁ ପ୍ରମାଣ କରିଦିଏ ଯେ ଓଡ଼ିଆ ଭାଷା ଅନ୍ୟ ଭାଷାଠୁ ପୁରାତନ । ସଂସ୍କୃତ ଭାଷାର ପ୍ରଭାବରେ ପୁରୁଣା ପାଳି ଭାଷାରେ ଅନେକ ଜାଗାରେ ଶବ୍ଦ ସବୁ ବଦଳି ଯାଇଛି । ତେବେ ଓଡ଼ିଆରେ ବିଦେଶୀ ଭାଷାର ପ୍ରଭାବ ଖୁବ କମ ଦେଖାଯାଏ ଯାହାକି ଅନ୍ୟ ଭାରତୀୟ ଭାଷାଠାରୁ ଖୁବ ଗୌଣ । ପ୍ରଫେସର ଅଡେନବର୍ଗଙ୍କ ମତରେ ପାଳି ଭାଷା ହିଁ ଓଡ଼ିଆ ଭାଷାର ମୂଳ ।

ଓଡ଼ିଆ ଶବ୍ଦର ବ୍ୟବହାର ଅନେକ ଗୁଡ଼ିଏ ଜାଗାରେ ୭ମ ମସିହାର ଶିଳାଲିପିରେ ଦେଖିବାକୁ ମିଳିଥାଏ । ଯେମିତିକି ଓଡ଼ିଆ ଶବ୍ଦ କୁମ୍ଭାର /kumbha:rɔ/ ର ବ୍ୟବହାର ୭ମ ଶତାବ୍ଦୀର ତମ୍ବାପଟାରେ ଲେଖାଥିବାର ଦେଖିବାକୁ ମିଳେ । ସେମିତି ୯୯୧ ସନର ଲେଖରେ ଓ ୭୧୫ ସନର ଲେଖରେ ଓଡ଼ିଆ ଶବ୍ଦ ଭିତୁରୁ /bhituru/ ଆଉ ପନ୍ଦର /pɔndɔrɔ/ ପ୍ରଭୃତିର ବ୍ୟବହାର ଦେଖିବାକୁ ମିଳେ।

ଅତୀତର କଳିଙ୍ଗ ଭୁଇଁ

ଶାସ୍ତ୍ରୀୟ ମାନ୍ୟତା

୨୦ ଫେବୃଆରୀ ୨୦୧୫ରେ ଦିନ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତା ଦେଇଥିଲେ । ଏହି ମାନ୍ୟତା ପାଇବାରେ ଓଡ଼ିଆ ହେଲା ଷଷ୍ଠ ଭାଷା । ଏହା ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ ଓ ମାଲାୟାଲମକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିସାରିଛି । କେନ୍ଦ୍ର କ୍ୟାବିନେଟ୍ ଫେବୃଆରୀ ୨୦ ତାରିଖରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଲେ । ୨୦୧୩ ମସିହା ଜୁଲାଇ ୨୩ ତାରିଖରେ ଭାଷାବିଶେଷଜ୍ଞ କମିଟି ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଶାସ୍ତ୍ରୀୟ ଭାଷା ହେବା ଫଳରେ ଓଡିଆ ଭାଷାରେ ଉଲ୍ଲେଖନୀୟ ଅବଦାନ ସକାଶେ ପ୍ରତିବର୍ଷ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଏହାଛଡା ଓଡ଼ିଆ ଭାଷା ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ସ୍ଥାପନ କରିବାକୁ ସୁଯୋଗ ମିଳିବ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଓଡିଆ ଶିକ୍ଷାବିତମାନେ ନିଯୁକ୍ତିର ସୁଯୋଗ ପାଇ ପାରିବେ ।[୧୭][୧୮]

ଓଡ଼ିଆ କଥନ

  • କହୁଥିବା ଲୋକସଂଖ୍ୟା: ୩,୩୦,୧୭,୪୪୬ (୨୦୧୧)[୧୯]
  • କୁହାଯାଉଥିବା ସ୍ଥାନ: ଓଡିଶା (ଭାରତ)

ଓଡ଼ିଆ ଲିପି

ସ୍ଵରବର୍ଣ୍ଣ

ଲିଖନ
ନାମ a ā i ī u ū e o
ଉଚ୍ଚାରଣ /ɔ/ /a/ /i/ /i/ /u/ /u/ /ru/ /e/ /o/

ଇଉନିକୋଡ଼ରେ ଓଡ଼ିଆ

ଓଡ଼ିଆର ଇଉନିକୋଡ଼ ଲିପି ଏହିପରି - U+0B00 ଉଦାହରଣ: U+0B7F । ଧୂଷର ଜାଗାସବୁ ଦିଆଯାଇନଥିବା କୋଡ଼ ପାଇଁ ।

ଓଡ଼ିଆ[୧]
ଇଉନିକୋଡ଼.ଅର୍ଗ ସାରଣୀ (PDF)
  A B C D E F
U+0B0x        
U+0B1x    
U+0B2x  
U+0B3x         ି
U+0B4x            
U+0B5x                      
U+0B6x    
U+0B7x                
Notes
୧.^ ଇଉନିକୋଡ଼ ସଙ୍କଳନ ୬.୦ ଅନୁସାରେ

ଆଧାର

  1. Om Gupta (1 April 2006). Encyclopaedia of India, Pakistan and Bangladesh. Gyan Publishing House. ISBN 978-81-8205-389-2.
  2. Oriya gets its due in neighbouring state Sep 04, 2011
  3. Naresh Chandra Pattanayak.Oriya second language in Jharkhand.Sep 1, 2011
  4. Bengali, Oriya among 12 dialects as 2nd language in Jharkhand.PTI 31 August 2011
  5. "Oriya gets its due in neighbouring state- Orissa- IBNLive". Ibnlive.in.com. 2011-09-04. Retrieved 2012-11-29.
  6. Naresh Chandra Pattanayak Sep 1, 2011, 08.04am IST (2011-09-01). "Oriya second language in Jharkhand - Times Of India". Articles.timesofindia.indiatimes.com. Retrieved 2012-11-29.{{cite web}}: CS1 maint: multiple names: authors list (link) CS1 maint: numeric names: authors list (link)
  7. "Bengali, Oriya among 12 dialects as 2nd language in Jharkhand". daily.bhaskar.com. 2011-08-31. Retrieved 2012-11-29.
  8. "Odia gets classical language status". The Hindu. 20 February 2014. Retrieved 20 February 2014.
  9. "Odia set to become classical language". Rediff.com. 20 February 2014. Retrieved 20 February 2014.
  10. "Cabinet nod for Odia as classical language". Yahoo News. 20 February 2014. Retrieved 20 February 2014.
  11. "Decks cleared for Odia to get classical status". The Odisha Sun Times. 20 February 2014. Retrieved 20 February 2014.
  12. Swetapadma, Mohapatra (August 2013). Recognition of Classical Status for Odia Language (PDF). Government of Odisha. p. 92-93.
  13. Misra, Surya Narayan. Language and Language Policy in India (PDF). Odisha Review.
  14. Singha, Minati (28 July 2013). "Write with passion, not for money: Jnanpith winner". The Times of India. Retrieved 1 April 2014.
  15. ହାରଭାର୍ଡ ଲେକଚର
  16. Oriya language
  17. http://www.telegraphindia.com/1140221/jsp/frontpage/story_18004148.jsp#.U4Vkwljk4xA
  18. http://timesofindia.indiatimes.com/city/bhubaneswar/Milestone-for-state-as-Odia-gets-classical-language-status/articleshow/30779140.cms
  19. http://censusindia.gov.in/Census_Data_2001/Census_Data_Online/Language/Statement1.htm

ବାହାର ଲିଙ୍କ