(Go: >> BACK << -|- >> HOME <<)

Jump to content

"ଇଲିଆନା ସିତାରିଷ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ସଠିକ ଆଇଏସବିଏନ ଛାଞ୍ଚ ବ୍ୟବହାର)
Rescuing 1 sources and tagging 0 as dead.) #IABot (v2.0.9.5
 
(୪ ଜଣ ବ୍ୟବହାରକାରୀଙ୍କ ଦ୍ୱାରା ହୋଇଥିବା ୬ଟି ମଝି ସଂସ୍କରଣ ଦେଖା ଯାଉନାହିଁ)
୧୬ କ ଧାଡ଼ି: ୧୬ କ ଧାଡ଼ି:


== ପ୍ରାରମ୍ଭିକ ଜୀବନ ==
== ପ୍ରାରମ୍ଭିକ ଜୀବନ ==
ଇଲିଆନା [[ଇଟାଲୀ]]ର ବେରଗ୍ରାମୋରେ ଜନ୍ମିତ ।<ref name="articles.timesofindia.indiatimes">{{cite news|title=Odisha is now my home: Ileana Citaristi|url=http://articles.timesofindia.indiatimes.com/2012-03-29/news-and-interviews/31254416_1_odissi-odisha-yoga|accessdate=6 November 2012|newspaper=The Times of India|date=March 29, 2012}}</ref> [[ଇଟାଲୀ]]ରେ ପାଞ୍ଚବର୍ଷ ଧରି ପାରମ୍ପାରିକ ନୃତ୍ୟକଳା ଏବଂ ପରୀକ୍ଷାମୂଳକ ଅଭିନୟ ଶିଖିବା ପରେ [[କଥକାଳି]] ନୃତ୍ୟ ଶିଖିବାକୁ ମନସ୍ତ କରିଥିଲେ ।<ref name="kalinga_a">{{cite web|title=Ileana Citarista - Curriculum Vitae|url=http://www.kalinga.net/ileana/cv.htm|accessdate=6 November 2012}}</ref> [[ଓଡ଼ିଶା]] ଆସିବା ପୂର୍ବରୁ ସେ ୩ ବର୍ଷ ଧରି [[କେରଳ]]ରେ କଥକଳି ଗୁରୁ କ୍ରିଷ୍ଣନ ନାମ୍ବୁଦରୀଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଶିକ୍ଷା କରିଥିଲେ ଏବଂ ତାଙ୍କରି ଉପଦେଶରେ [[ଓଡ଼ିଶୀ]] ଶିଖିଥିଲେ ।<ref>{{cite news|title=Ladies who love Indian rhythm|url=http://www.dailypioneer.com/vivacity/103668-ladies-who-love-indian-rhythm.html|accessdate=6 November 2012|newspaper=The Pioneer|date=23 October 2012}}</ref> ୧୯୭୯ ମସିହାରୁ ସେ ଓଡ଼ିଶାରେ ଅବସ୍ଥାନ କରୁଛନ୍ତି<ref name="thehindu">{{cite news|title=Finding her own idiom|url=http://www.thehindu.com/arts/dance/article2369405.ece?css=print|accessdate=6 November 2012|newspaper=The Hindu|date=August 18, 2011}}</ref> ଏବଂ "ସାଇକୋଆନାଲିସିସ ଏଣ୍ଡ ଇଷ୍ଟର୍ଣ୍ଣ ମାଇଥୋଲୋଜି" ସନ୍ଦର୍ଭରେ ଗବେଷଣା କରି ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ କରିଛନ୍ତି ।<ref name="kalinga">{{cite web|title=Ileana Citaristi - Bio Data|url=http://www.kalinga.net/ileana/biodata.htm|accessdate=6 November 2012}}</ref>
ଇଲିଆନା [[ଇଟାଲୀ]]ର ବେରଗ୍ରାମୋରେ ଜନ୍ମିତ ।<ref name="articles.timesofindia.indiatimes">{{cite news|title=Odisha is now my home: Ileana Citaristi|url=http://articles.timesofindia.indiatimes.com/2012-03-29/news-and-interviews/31254416_1_odissi-odisha-yoga|accessdate=6 November 2012|newspaper=The Times of India|date=March 29, 2012|archive-date=2013-01-03|archive-url=https://archive.today/20130103151641/http://articles.timesofindia.indiatimes.com/2012-03-29/news-and-interviews/31254416_1_odissi-odisha-yoga|url-status=dead}}</ref> [[ଇଟାଲୀ]]ରେ ପାଞ୍ଚବର୍ଷ ଧରି ପାରମ୍ପାରିକ ନୃତ୍ୟକଳା ଏବଂ ପରୀକ୍ଷାମୂଳକ ଅଭିନୟ ଶିଖିବା ପରେ [[କଥକାଳି]] ନୃତ୍ୟ ଶିଖିବାକୁ ମନସ୍ତ କରିଥିଲେ ।<ref name="kalinga_a">{{cite web|title=Ileana Citarista - Curriculum Vitae|url=http://www.kalinga.net/ileana/cv.htm|accessdate=6 November 2012|archive-date=7 September 2011|archive-url=https://web.archive.org/web/20110907034226/http://www.kalinga.net/ileana/cv.htm|url-status=dead}}</ref> [[ଓଡ଼ିଶା]] ଆସିବା ପୂର୍ବରୁ ସେ ୩ ବର୍ଷ ଧରି [[କେରଳ]]ରେ କଥକଳି ଗୁରୁ କ୍ରିଷ୍ଣନ ନାମ୍ବୁଦରୀଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଶିକ୍ଷା କରିଥିଲେ ଏବଂ ତାଙ୍କରି ଉପଦେଶରେ [[ଓଡ଼ିଶୀ]] ଶିଖିଥିଲେ ।<ref>{{cite news|title=Ladies who love Indian rhythm|url=http://www.dailypioneer.com/vivacity/103668-ladies-who-love-indian-rhythm.html|accessdate=6 November 2012|newspaper=The Pioneer|date=23 October 2012}}</ref> ୧୯୭୯ ମସିହାରୁ ସେ ଓଡ଼ିଶାରେ ଅବସ୍ଥାନ କରୁଛନ୍ତି<ref name="thehindu">{{cite news|title=Finding her own idiom|url=http://www.thehindu.com/arts/dance/article2369405.ece?css=print|accessdate=6 November 2012|newspaper=The Hindu|date=August 18, 2011}}</ref> ଏବଂ "ସାଇକୋଆନାଲିସିସ ଏଣ୍ଡ ଇଷ୍ଟର୍ଣ୍ଣ ମାଇଥୋଲୋଜି" ସନ୍ଦର୍ଭରେ ଗବେଷଣା କରି ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ କରିଛନ୍ତି ।<ref name="kalinga">{{cite web|title=Ileana Citaristi - Bio Data|url=http://www.kalinga.net/ileana/biodata.htm|accessdate=6 November 2012|archive-date=29 April 2012|archive-url=https://web.archive.org/web/20120429005300/http://www.kalinga.net/ileana/biodata.htm|url-status=dead}}</ref>


== ନୃତ୍ୟ ଜୀବନୀ ==
== ନୃତ୍ୟ ଜୀବନୀ ==
[[File:Ileana Citaristi performing Mayurbhanj Chau style Siba Tandaba.jpg|thumb|[[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ]]ରେ [[ଛଉ ନାଚ]]ରେ ଶିବତାଣ୍ଡବ ପରିବେଷଣ କରୁଥିବା ସିତାରିଷ୍ଟ]]
[[File:Ileana Citaristi performing Mayurbhanj Chau style Siba Tandaba.jpg|thumb|[[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ]]ରେ [[ଛଉ ନାଚ]]ରେ ଶିବତାଣ୍ଡବ ପରିବେଷଣ କରୁଥିବା ସିତାରିଷ୍ଟ]]
ଇଲିଆନା ଗୁରୁ [[କେଳୁଚରଣ ମହାପାତ୍ର]]ଙ୍କ ପାଖରେ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ ଏବଂ ୧୯୯୪ରୁ ନିଜର ନୃତ୍ୟ ବିଦ୍ୟାଳୟର ସ୍ଥାପନା କରିଛନ୍ତି ।<ref name="articles.timesofindia.indiatimes" /> ସେ ମଧ୍ୟ ମୟୂରଭଞ୍ଜ ଛଉ ନୃତ୍ୟରେ ପ୍ରବୀଣା, ଯାହାକୁ ଗୁରୁ ହରି ନାୟକଙ୍କ ଠାରୁ ଶିକ୍ଷା କରିଥିଲେ । ସେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରୁ ଛଉ ନୃତ୍ୟ ପାଇଁ ଆଚାର୍ଯ୍ୟ ଉପାଧୀ ପାଇଛନ୍ତି ।<ref>{{cite web|title=Padmashri Ileana Citaristi|url=http://spicmacay.com/articles/padmashri-ileana-citaristi|publisher=SPICMACAY|accessdate=6 November 2012}}</ref> ୧୯୯୬ ମସିହାରେ ସେ ଆର୍ଟ ଭିଜନ ଏକାଡ଼େମୀର ପ୍ରତିଷ୍ଠା କରିଥିଲେ, ଯାହା ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ କଳାକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶୀ ଏବଂ [[ଛଉ ନାଚ]] ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ।<ref name="narthaki">{{cite web|title=Dr. Ileana Citaristi: My karma is to break new ground|url=http://www.narthaki.com/info/intervw/intrv149.html|accessdate=6 November 2012}}</ref>
ଇଲିଆନା ଗୁରୁ [[କେଳୁଚରଣ ମହାପାତ୍ର]]ଙ୍କ ପାଖରେ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ ଏବଂ ୧୯୯୪ରୁ ନିଜର ନୃତ୍ୟ ବିଦ୍ୟାଳୟର ସ୍ଥାପନା କରିଛନ୍ତି ।<ref name="articles.timesofindia.indiatimes" /> ସେ ମଧ୍ୟ ମୟୂରଭଞ୍ଜ ଛଉ ନୃତ୍ୟରେ ପ୍ରବୀଣା, ଯାହାକୁ ଗୁରୁ ହରି ନାୟକଙ୍କଠାରୁ ଶିକ୍ଷା କରିଥିଲେ । ସେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରୁ ଛଉ ନୃତ୍ୟ ପାଇଁ ଆଚାର୍ଯ୍ୟ ଉପାଧୀ ପାଇଛନ୍ତି ।<ref>{{cite web|title=Padmashri Ileana Citaristi|url=http://spicmacay.com/articles/padmashri-ileana-citaristi|publisher=SPICMACAY|accessdate=6 November 2012|archive-date=2 February 2013|archive-url=https://archive.is/20130202220725/http://spicmacay.com/articles/padmashri-ileana-citaristi|url-status=dead}}</ref> ୧୯୯୬ ମସିହାରେ ସେ ଆର୍ଟ ଭିଜନ ଏକାଡ଼େମୀର ପ୍ରତିଷ୍ଠା କରିଥିଲେ, ଯାହା ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ କଳାକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶୀ ଏବଂ [[ଛଉ ନାଚ]] ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ।<ref name="narthaki">{{cite web|title=Dr. Ileana Citaristi: My karma is to break new ground|url=http://www.narthaki.com/info/intervw/intrv149.html|accessdate=6 November 2012}}</ref>


==ପ୍ରମୁଖ ପ୍ରସ୍ତୁତି==
==ପ୍ରମୁଖ ପ୍ରସ୍ତୁତି==
ଇଲିଆନା ସିତାରିଷ୍ଟ ଓଡ଼ିଶୀ ଏବଂ ଛଉ ନୃତ୍ୟପ୍ରସ୍ତୁତିଗୁଡ଼ିକରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଶୈଳୀ ମିଶ୍ରଣ ପରିଲକ୍ଷିତ ହୋଇଥାଏ । ତାଙ୍କର କିଛି ଛଉନୃତ୍ୟପ୍ରସ୍ତୁତିରେ Ovid's Metamorphoses ପର୍ଯ୍ୟବେସିତ ଗ୍ରୀକ ପୁରାଣରେ ଥିବା ‘Echo and Narcissus'ସନ୍ନିବେସିତ ଥାଏ । 'ଦ ଜର୍ନୀ' ଜାପାନୀ ହାଇକସ ଉପରେ ପର୍ଯ୍ୟବେସିତ, ‘ଇମେଜେସ ଅଫ ଚେଞ୍ଜ' ଚାଇନିଜ ବିଷୟ Yin and Yang ଏବଂ ‘ଷ୍ଟିଲ ଆଇ ରାଇଜ' Maya Angelou ଲେଖକଙ୍କ ସ୍ଵଲିଖିତ କବିତା ଉପରେ ପର୍ଯ୍ୟବେସିତ । <ref name="thehindu" />ଓଡ଼ିଶୀରେ 'ମାୟା ଦର୍ପଣ', '[[ମହାନଦୀ]]: ଆଣ୍ଡ ଦ ରିଭର ଫ୍ଲୋଜ',ଓଡ଼ିଶାର ଇତିହାସ ଏବଂ ସଂସ୍କୃତି ବିଷୟରେ, <ref name="kalinga" /> 'କରୁଣା', [[ମଦର ଟେରେସା]]ଙ୍କ ଜୀବନୀ ଉପରେ, <ref name="thehindu" /> ଏବଂ 'ସରଣମ୍', (ଜଣେ ସ୍ତ୍ରୀଲୋକ ତିନୋଟି ଧାରଣା ଯେ ସନ୍ଦିଗ୍ଧ ଅତୀତକୁ ପଛରେ ଛାଡ଼ି ପରିତ୍ରାଣ ଆପଣାଉଛି) ଆଦି ତାଙ୍କର କିଛି ଉଲ୍ଲେଖନୀୟ ପ୍ରସ୍ତୁତି । <ref>{{cite news|title=Oscillating between roles|url=http://www.thehindu.com/arts/dance/oscillating-between-roles/article101195.ece|accessdate=6 November 2012|newspaper=The Hindu|date=February 5, 2010}}</ref>
ଇଲିଆନା ସିତାରିଷ୍ଟ ଓଡ଼ିଶୀ ଏବଂ ଛଉ ନୃତ୍ୟପ୍ରସ୍ତୁତିଗୁଡ଼ିକରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଶୈଳୀ ମିଶ୍ରଣ ପରିଲକ୍ଷିତ ହୋଇଥାଏ । ତାଙ୍କର କିଛି ଛଉନୃତ୍ୟପ୍ରସ୍ତୁତିରେ Ovid's Metamorphoses ପର୍ଯ୍ୟବସିତ ଗ୍ରୀକ ପୁରାଣରେ ଥିବା ‘Echo and Narcissus'ସନ୍ନିବେସିତ ଥାଏ । 'ଦ ଜର୍ନୀ' ଜାପାନୀ ହାଇକସ ଉପରେ ପର୍ଯ୍ୟବସିତ, ‘ଇମେଜେସ ଅଫ ଚେଞ୍ଜ' ଚାଇନିଜ ବିଷୟ Yin and Yang ଏବଂ ‘ଷ୍ଟିଲ ଆଇ ରାଇଜ' Maya Angelou ଲେଖକଙ୍କ ସ୍ୱଲିଖିତ କବିତା ଉପରେ ପର୍ଯ୍ୟବସିତ । <ref name="thehindu" />ଓଡ଼ିଶୀରେ 'ମାୟା ଦର୍ପଣ', '[[ମହାନଦୀ]]: ଆଣ୍ଡ ଦ ରିଭର ଫ୍ଲୋଜ',ଓଡ଼ିଶାର ଇତିହାସ ଏବଂ ସଂସ୍କୃତି ବିଷୟରେ, <ref name="kalinga" /> 'କରୁଣା', [[ମଦର ଟେରେସା]]ଙ୍କ ଜୀବନୀ ଉପରେ, <ref name="thehindu" /> ଏବଂ 'ସରଣମ୍', (ଜଣେ ସ୍ତ୍ରୀଲୋକ ତିନୋଟି ଧାରଣା ଯେ ସନ୍ଦିଗ୍ଧ ଅତୀତକୁ ପଛରେ ଛାଡ଼ି ପରିତ୍ରାଣ ଆପଣାଉଛି) ଆଦି ତାଙ୍କର କିଛି ଉଲ୍ଲେଖନୀୟ ପ୍ରସ୍ତୁତି । <ref>{{cite news|title=Oscillating between roles|url=http://www.thehindu.com/arts/dance/oscillating-between-roles/article101195.ece|accessdate=6 November 2012|newspaper=The Hindu|date=February 5, 2010}}</ref>


== ବହି ଓ ଚଳଚ୍ଚିତ୍ର ==
== ବହି ଓ ଚଳଚ୍ଚିତ୍ର ==
୩୧ କ ଧାଡ଼ି: ୩୧ କ ଧାଡ଼ି:
ଇଲିଆନା [[ଦୂରଦର୍ଶନ]]ର ଜଣେ "କ" ବର୍ଗର କଳାକାର । ୧୯୯୨ରେ ନୃତ୍ୟକଳା ପାଇଁ ଋଷୀୟ "ଲେଓନିଡ଼ ମାସିନ" ଉପାଧୀ ମିଳିଥିଲା । ୧୯୯୬ରେ ମୃଣାଳ ସେନଙ୍କ "ଯୁଗାନ୍ତ" ଚଳଚ୍ଚିତ୍ର ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକା ଭାବେ ସମ୍ମାନିତ ହୋଇଥିଲେ ।<ref name="43rdaward">{{cite web|url=http://iffi.nic.in/Dff2011/Frm43thNFAAward.aspx|title=43rd National Film Awards|publisher=International Film Festival of India|accessdate=}}</ref><ref name="43rdawardPDF">{{cite web|url=http://dff.nic.in/2011/43rd_nff_1996.pdf|title=43rd National Film Awards (PDF)|publisher=Directorate of Film Festivals|accessdate=}}</ref>
ଇଲିଆନା [[ଦୂରଦର୍ଶନ]]ର ଜଣେ "କ" ବର୍ଗର କଳାକାର । ୧୯୯୨ରେ ନୃତ୍ୟକଳା ପାଇଁ ଋଷୀୟ "ଲେଓନିଡ଼ ମାସିନ" ଉପାଧୀ ମିଳିଥିଲା । ୧୯୯୬ରେ ମୃଣାଳ ସେନଙ୍କ "ଯୁଗାନ୍ତ" ଚଳଚ୍ଚିତ୍ର ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକା ଭାବେ ସମ୍ମାନିତ ହୋଇଥିଲେ ।<ref name="43rdaward">{{cite web|url=http://iffi.nic.in/Dff2011/Frm43thNFAAward.aspx|title=43rd National Film Awards|publisher=International Film Festival of India|accessdate=}}</ref><ref name="43rdawardPDF">{{cite web|url=http://dff.nic.in/2011/43rd_nff_1996.pdf|title=43rd National Film Awards (PDF)|publisher=Directorate of Film Festivals|accessdate=}}</ref>


ସେ ମଧ୍ୟ [[ମୁମ୍ବାଇ]]ର ସୁର ସିଙ୍ଗର ସଂସଦରୁ "ରାସେଶ୍ୱର ସମ୍ମାନ"ରେ ଭୂଷିତ ।<ref name="kalinga" /><ref name="narthaki" /> ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମଶ୍ରୀ" ମିଳିଛି ।<ref name=pdma>{{cite web|title=Padma Awards Directory (1954-2009)|publisher=Ministry of Home Affairs (India)|Ministry of Home Affairs|url=http://www.mha.nic.in/pdfs/LST-PDAWD.pdf|quote=47 Dr.(Ms.) Ileana Citaristi PS OR Art}}</ref> ୨୦୦୮ରେ ଇଟାଲୀ ସରକାର ତାଙ୍କୁ "ଅର୍ଡର ଅଫ ଦି ଷ୍ଟାର ଅଫ ଇଟାଲୀଆନ ସୋଲିଡ଼ାରିଟୀ"ର ସଭ୍ୟ ରୂପେ ଗ୍ରହଣ କରିଛନ୍ତି ।<ref name="kalinga_a" />
ସେ ମଧ୍ୟ [[ମୁମ୍ବାଇ]]ର ସୁର ସିଙ୍ଗର ସଂସଦରୁ "ରାସେଶ୍ୱର ସମ୍ମାନ"ରେ ଭୂଷିତ ।<ref name="kalinga" /><ref name="narthaki" /> ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମଶ୍ରୀ" ମିଳିଛି ।<ref name=pdma>{{cite web|title=Padma Awards Directory (1954-2009)|publisher=Ministry of Home Affairs (India)|3=Ministry of Home Affairs|url=http://www.mha.nic.in/pdfs/LST-PDAWD.pdf|quote=47 Dr.(Ms.) Ileana Citaristi PS OR Art|access-date=2013-02-19|archive-date=2013-05-10|archive-url=https://web.archive.org/web/20130510095705/http://www.mha.nic.in/pdfs/LST-PDAWD.pdf|url-status=dead}}</ref> ୨୦୦୮ରେ ଇଟାଲୀ ସରକାର ତାଙ୍କୁ "ଅର୍ଡର ଅଫ ଦି ଷ୍ଟାର ଅଫ ଇଟାଲୀଆନ ସୋଲିଡ଼ାରିଟୀ"ର ସଭ୍ୟ ରୂପେ ଗ୍ରହଣ କରିଛନ୍ତି ।<ref name="kalinga_a" />


==କାର୍ଯ୍ୟ==
==କାର୍ଯ୍ୟ==
*ଦ ମେକିଂ ଅଫ ଏ ଗୁରୁ: କେଳୁଚରଣ ମହାପାତ୍ର, ତାଙ୍କର ଜୀବନୀ ଏବଂ ସମସାମୟିକ (2001. {{ISBN|81-7304-369-8}} ମନୋହର ପ୍ରକାଶନ) ।
*ଦ ମେକିଂ ଅଫ ଏ ଗୁରୁ: କେଳୁଚରଣ ମହାପାତ୍ର, ତାଙ୍କର ଜୀବନୀ ଏବଂ ସମସାମୟିକ (2001. {{ISBN|81-7304-369-8}} ମନୋହର ପ୍ରକାଶନ) ।<ref name="Sangeet">{{cite book |title=Sangeet Natak |date=2002 |publisher=Sangeet Natak Akademi |url=https://books.google.co.in/books?id=STgDCLToHogC&q=illeana+citaristi+kelucharan&dq=illeana+citaristi+kelucharan&hl=en&sa=X&ved=0ahUKEwjBkOKrk8neAhUS4o8KHQ1TACIQ6AEITzAI |accessdate=10 November 2018 |language=en}}</ref>
*ଓଡ଼ିଶାରେ ପାରମ୍ପରିକ ସାମରିକ କଳା ଅଭ୍ୟାସ, ୨୦୧୨ ।
*ଓଡ଼ିଶାରେ ପାରମ୍ପରିକ ସାମରିକ କଳା ଅଭ୍ୟାସ, ୨୦୧୨ ।



୨୦:୩୬, ୧୮ ମାର୍ଚ୍ଚ ୨୦୨୪ ହୋଇଥିବା ରିଭିଜନ

ଇଲିଆନା ସିତାରିଷ୍ଟ
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛଉ ନାଚ ପ୍ରଦର୍ଶନ ପରେ ଇଲିଆନା ସିତାରିଷ୍ଟ
Background information
ଜନ୍ମ ସମୟରେ ନାମଇଲିଆନା ସିତାରିଷ୍ଟ
ଜନ୍ମ (1968-11-16) ୧୬ ନଭେମ୍ବର ୧୯୬୮ (ବୟସ ୫୫)
ବରଗାମୋ, ଇଟାଲୀ
ଜନ୍ମସ୍ଥାନଇଟାଲୀୟ
ଶୈଳୀଓଡ଼ିଶୀ, ଛଉ
ପେଷାଓଡ଼ିଶୀ ଓ ଛଉ ନର୍ତ୍ତକୀ ଓ ଶିକ୍ଷକ
ୱେବସାଇଟOfficial website

ଇଲିଆନା ସିତାରିଷ୍ଟ ଇଟାଲୀରେ ଜନ୍ମିତ ଓ ଭୁବନେଶ୍ୱରରେ ରହୁଥିବା ଜଣେ ଓଡ଼ିଶୀ ଏବଂ ଛଉ ନାଚ ନୃତ୍ୟଶିଳ୍ପୀ । ୧୯୯୫ ମସିହାରେ ମୃଣାଳ ସେନଙ୍କ ନିର୍ମିତ "ଯୁଗାନ୍ତ" ଚଳଚ୍ଚିତ୍ରରେ ତାଙ୍କୁ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ବ୍ୟତୀତ ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ସେ ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଇଲିଆନା ଇଟାଲୀର ବେରଗ୍ରାମୋରେ ଜନ୍ମିତ ।[୧] ଇଟାଲୀରେ ପାଞ୍ଚବର୍ଷ ଧରି ପାରମ୍ପାରିକ ନୃତ୍ୟକଳା ଏବଂ ପରୀକ୍ଷାମୂଳକ ଅଭିନୟ ଶିଖିବା ପରେ କଥକାଳି ନୃତ୍ୟ ଶିଖିବାକୁ ମନସ୍ତ କରିଥିଲେ ।[୨] ଓଡ଼ିଶା ଆସିବା ପୂର୍ବରୁ ସେ ୩ ବର୍ଷ ଧରି କେରଳରେ କଥକଳି ଗୁରୁ କ୍ରିଷ୍ଣନ ନାମ୍ବୁଦରୀଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଶିକ୍ଷା କରିଥିଲେ ଏବଂ ତାଙ୍କରି ଉପଦେଶରେ ଓଡ଼ିଶୀ ଶିଖିଥିଲେ ।[୩] ୧୯୭୯ ମସିହାରୁ ସେ ଓଡ଼ିଶାରେ ଅବସ୍ଥାନ କରୁଛନ୍ତି[୪] ଏବଂ "ସାଇକୋଆନାଲିସିସ ଏଣ୍ଡ ଇଷ୍ଟର୍ଣ୍ଣ ମାଇଥୋଲୋଜି" ସନ୍ଦର୍ଭରେ ଗବେଷଣା କରି ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ କରିଛନ୍ତି ।[୫]

ନୃତ୍ୟ ଜୀବନୀ[ସମ୍ପାଦନା]

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛଉ ନାଚରେ ଶିବତାଣ୍ଡବ ପରିବେଷଣ କରୁଥିବା ସିତାରିଷ୍ଟ

ଇଲିଆନା ଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖରେ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ ଏବଂ ୧୯୯୪ରୁ ନିଜର ନୃତ୍ୟ ବିଦ୍ୟାଳୟର ସ୍ଥାପନା କରିଛନ୍ତି ।[୧] ସେ ମଧ୍ୟ ମୟୂରଭଞ୍ଜ ଛଉ ନୃତ୍ୟରେ ପ୍ରବୀଣା, ଯାହାକୁ ଗୁରୁ ହରି ନାୟକଙ୍କଠାରୁ ଶିକ୍ଷା କରିଥିଲେ । ସେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରୁ ଛଉ ନୃତ୍ୟ ପାଇଁ ଆଚାର୍ଯ୍ୟ ଉପାଧୀ ପାଇଛନ୍ତି ।[୬] ୧୯୯୬ ମସିହାରେ ସେ ଆର୍ଟ ଭିଜନ ଏକାଡ଼େମୀର ପ୍ରତିଷ୍ଠା କରିଥିଲେ, ଯାହା ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ କଳାକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶୀ ଏବଂ ଛଉ ନାଚ ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ।[୭]

ପ୍ରମୁଖ ପ୍ରସ୍ତୁତି[ସମ୍ପାଦନା]

ଇଲିଆନା ସିତାରିଷ୍ଟ ଓଡ଼ିଶୀ ଏବଂ ଛଉ ନୃତ୍ୟପ୍ରସ୍ତୁତିଗୁଡ଼ିକରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଶୈଳୀ ମିଶ୍ରଣ ପରିଲକ୍ଷିତ ହୋଇଥାଏ । ତାଙ୍କର କିଛି ଛଉନୃତ୍ୟପ୍ରସ୍ତୁତିରେ Ovid's Metamorphoses ପର୍ଯ୍ୟବସିତ ଗ୍ରୀକ ପୁରାଣରେ ଥିବା ‘Echo and Narcissus'ସନ୍ନିବେସିତ ଥାଏ । 'ଦ ଜର୍ନୀ' ଜାପାନୀ ହାଇକସ ଉପରେ ପର୍ଯ୍ୟବସିତ, ‘ଇମେଜେସ ଅଫ ଚେଞ୍ଜ' ଚାଇନିଜ ବିଷୟ Yin and Yang ଏବଂ ‘ଷ୍ଟିଲ ଆଇ ରାଇଜ' Maya Angelou ଲେଖକଙ୍କ ସ୍ୱଲିଖିତ କବିତା ଉପରେ ପର୍ଯ୍ୟବସିତ । [୪]ଓଡ଼ିଶୀରେ 'ମାୟା ଦର୍ପଣ', 'ମହାନଦୀ: ଆଣ୍ଡ ଦ ରିଭର ଫ୍ଲୋଜ',ଓଡ଼ିଶାର ଇତିହାସ ଏବଂ ସଂସ୍କୃତି ବିଷୟରେ, [୫] 'କରୁଣା', ମଦର ଟେରେସାଙ୍କ ଜୀବନୀ ଉପରେ, [୪] ଏବଂ 'ସରଣମ୍', (ଜଣେ ସ୍ତ୍ରୀଲୋକ ତିନୋଟି ଧାରଣା ଯେ ସନ୍ଦିଗ୍ଧ ଅତୀତକୁ ପଛରେ ଛାଡ଼ି ପରିତ୍ରାଣ ଆପଣାଉଛି) ଆଦି ତାଙ୍କର କିଛି ଉଲ୍ଲେଖନୀୟ ପ୍ରସ୍ତୁତି । [୮]

ବହି ଓ ଚଳଚ୍ଚିତ୍ର[ସମ୍ପାଦନା]

ମୃଣାଳ ସେନଙ୍କ ଯୁଗାନ୍ତ ବ୍ୟତୀତ, ଏମ. ଏଫ. ହୁସେନଙ୍କ "ମିନାକ୍ଷୀ : ଏ ଟେଲ ଅଫ ଥ୍ରୀ ସିଟିଜ"(୨୦୦୩)[୯], ଗୌତମ ଘୋଷଙ୍କ "ଏବାର ଅରଣ୍ୟେ"(୨୦୦୪)[୧୦]ରେ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ୨୦୦୧ରେ "ଦି ମେକିଙ୍ଗ ଅଫ ଏ ଗୁରୁ : କେଳୁଚରଣ ମହାପାତ୍ର, ହିଜ ଲାଇଫ ଏଣ୍ଡ ଟାଇମ୍ସ"(ISBN 81-7304-369-8.) ତଥା ୨୦୧୨ରେ "ଟ୍ରାଡ଼ିଶନାଲ ମାର୍ଶିଆଲ ପ୍ରାକ୍ଟିସେସ ଇନ ଓଡ଼ିଶା" ଶୀର୍ଷକରେ ଦୁଇଟି ପୁସ୍ତକ ଲେଖିଛନ୍ତି ।[୪][୭]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଇଲିଆନା ଦୂରଦର୍ଶନର ଜଣେ "କ" ବର୍ଗର କଳାକାର । ୧୯୯୨ରେ ନୃତ୍ୟକଳା ପାଇଁ ଋଷୀୟ "ଲେଓନିଡ଼ ମାସିନ" ଉପାଧୀ ମିଳିଥିଲା । ୧୯୯୬ରେ ମୃଣାଳ ସେନଙ୍କ "ଯୁଗାନ୍ତ" ଚଳଚ୍ଚିତ୍ର ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକା ଭାବେ ସମ୍ମାନିତ ହୋଇଥିଲେ ।[୧୧][୧୨]

ସେ ମଧ୍ୟ ମୁମ୍ବାଇର ସୁର ସିଙ୍ଗର ସଂସଦରୁ "ରାସେଶ୍ୱର ସମ୍ମାନ"ରେ ଭୂଷିତ ।[୫][୭] ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମଶ୍ରୀ" ମିଳିଛି ।[୧୩] ୨୦୦୮ରେ ଇଟାଲୀ ସରକାର ତାଙ୍କୁ "ଅର୍ଡର ଅଫ ଦି ଷ୍ଟାର ଅଫ ଇଟାଲୀଆନ ସୋଲିଡ଼ାରିଟୀ"ର ସଭ୍ୟ ରୂପେ ଗ୍ରହଣ କରିଛନ୍ତି ।[୨]

କାର୍ଯ୍ୟ[ସମ୍ପାଦନା]

  • ଦ ମେକିଂ ଅଫ ଏ ଗୁରୁ: କେଳୁଚରଣ ମହାପାତ୍ର, ତାଙ୍କର ଜୀବନୀ ଏବଂ ସମସାମୟିକ (2001. ISBN 81-7304-369-8 ମନୋହର ପ୍ରକାଶନ) ।[୧୪]
  • ଓଡ଼ିଶାରେ ପାରମ୍ପରିକ ସାମରିକ କଳା ଅଭ୍ୟାସ, ୨୦୧୨ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Odisha is now my home: Ileana Citaristi". The Times of India. March 29, 2012. Archived from the original on 2013-01-03. Retrieved 6 November 2012.
  2. ୨.୦ ୨.୧ "Ileana Citarista - Curriculum Vitae". Archived from the original on 7 September 2011. Retrieved 6 November 2012.
  3. "Ladies who love Indian rhythm". The Pioneer. 23 October 2012. Retrieved 6 November 2012.
  4. ୪.୦ ୪.୧ ୪.୨ ୪.୩ "Finding her own idiom". The Hindu. August 18, 2011. Retrieved 6 November 2012.
  5. ୫.୦ ୫.୧ ୫.୨ "Ileana Citaristi - Bio Data". Archived from the original on 29 April 2012. Retrieved 6 November 2012.
  6. "Padmashri Ileana Citaristi". SPICMACAY. Archived from the original on 2 February 2013. Retrieved 6 November 2012.
  7. ୭.୦ ୭.୧ ୭.୨ "Dr. Ileana Citaristi: My karma is to break new ground". Retrieved 6 November 2012.
  8. "Oscillating between roles". The Hindu. February 5, 2010. Retrieved 6 November 2012.
  9. ଇଣ୍ଟରନେଟ ମୁଭି ଡାଟାବେସରେ ଇଲିଆନା ସିତାରିଷ୍ଟ
  10. "A blend of spaghetti and saag". The Tribune. April 11, 2004. Retrieved 6 November 2012.
  11. "43rd National Film Awards". International Film Festival of India.
  12. "43rd National Film Awards (PDF)" (PDF). Directorate of Film Festivals.
  13. "Padma Awards Directory (1954-2009)" (PDF). Ministry of Home Affairs (India). Archived from the original (PDF) on 2013-05-10. Retrieved 2013-02-19. 47 Dr.(Ms.) Ileana Citaristi PS OR Art {{cite web}}: Text "Ministry of Home Affairs" ignored (help)
  14. Sangeet Natak (in ଇଂରାଜୀ). Sangeet Natak Akademi. 2002. Retrieved 10 November 2018.

ଅଧିକ ତଥ୍ୟ[ସମ୍ପାଦନା]